Latest Odisha News

BREAKING NEWS

Browsing Category

ଫିଚର

ପୁରୀ ଶିଳ୍ପ କେନ୍ଦ୍ର ଉନ୍ନୟନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ଉନ୍ନୟନ ଅଧିକାରୀ ସୀତାରାମ ସାହୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ପୁରୀ, ଭୁବନେଶ୍ୱର ଓ ନୟାଗଡ଼ରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଛି ।…

ଭାରତରେ ଟ୍ରେନିଂ ନେଉଥିବା ୧୩୦ ଆଫଗାନୀ ଯବାନଙ୍କ ଭବିଷ୍ୟତ ଅନ୍ଧାର ?

କାବୁଲ: ତାଲିବାନଙ୍କ ହାତକୁ କ୍ଷମତା ଚାଲିଯିବା ପରେ ଥରହର ଆଫଗାନିସ୍ତାନ । ଲୋକଙ୍କ ଭିତରେ ଭାଳେଣି ପଡ଼ିଛି, ତାଲିବାନୀଙ୍କ ବର୍ବରତା ଭିତରେ କେମିତି ରହିବେ ସେଠାରେ । ତାଲିବାନୀ ରାଜ ପରେ ଭାରତରେ ମିଲିଟାରୀ ଟ୍ରେନିଂ ନେଉଥିବା ୧୩୦ ଜଣ ଆଫଗାନୀ ଯବାନଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ସେମାନେ…

ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଭଦ୍ରକ ବିଧାୟକ, ଟ୍ରକ୍ ଧକ୍କାରେ କାର୍ ଚୁରମାର

ଯାଜପୁର: ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଗଲେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଳିକ । ତାଙ୍କ କାର୍‌କୁ ଏକ ଟ୍ରକ୍କ ଧକ୍କା ଦେଇଛି । ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଯାଜପୁର ଜିଲ୍ଲା ଜାରକା ପାଖରେ ଦୁର୍ଘଟଣା ଘଟିଛି । ତେବେ ବିଧାୟକ ଓ ତାଙ୍କ ସହଯୋଗୀଙ୍କ ସହ ଡ୍ରାଇଭର ସମ୍ପୂର୍ଣ୍ଣ…

ଓଡ଼ିଶାରେ ଆଉ ୧୩୮ ଛୁଆଙ୍କୁ କରୋନା, ୪ ଦିନରେ ୪୭୬ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ କମିଛି । କିନ୍ତୁ ବଢୁଛି ଛୋଟ ପିଲାଙ୍କ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରୁ ୦-୧୮ ବର୍ଷ ଭିତରେ ଆଉ ୧୩୮ ଜଣ ପିଲା କରୋନାରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟରୁ ମୋଟ୍ ୯୯୩ ଜଣ ପଜିଟିଭ୍ ବାହାରିଥିବା ବେଳେ ଏଥିରେ ଶିଶୁ ଓ କିଶୋରମାନଙ୍କ ସଂଖ୍ୟା ୧୩୮ ।…

ଆଜି ଓଡ଼ିଶାରୁ ୯୯୩ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୪୧୯

ଭୁବନେଶ୍ୱର: ରାଜ୍ୟରେ ଲଗାତାର ତୃତୀୟ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି । ଯଦିଓ କାଲି ଅପେକ୍ଷା ଆଜି ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୯୩ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୭୮ ଓ ଲୋକାଲ୍…

ପୁରୀ-ଦୁର୍ଗ ଓ ଭୁବନେଶ୍ବର-ନୟାଗଡ଼ ଟାଉନକୁ ବିଶେଷ ଟ୍ରେନ

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ରେଳ ବିଭାଗର ନିଷ୍ପତ୍ତି । ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ ଓ ଭୁବନେଶ୍ବର-ନୟାଗଡ଼ ଟାଉନ-ଭୁବନେଶ୍ବର ସ୍ପେଶାଲର ସେବା ପୁନଃ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ୦୮୪୨୫/୦୮୪୨୬ ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ୍ ପୁରୀରୁ ଅଗଷ୍ଟ ୨୧ରୁ ଏବଂ ଦୁର୍ଗରୁ…

ସୌମ୍ୟରଞ୍ଜନ ମୃତ୍ୟୁର ସତ ଖୋଜୁଛି କ୍ରାଇମବ୍ରାଞ୍ଚ, ବନ ବିଭାଗର ୨ କର୍ମଚାରୀଙ୍କୁ ମାରାଥନ ଜେରା

ଗଜପତି : ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସତ ଖୋଜୁଛି କ୍ରାଇମବ୍ରାଞ୍ଚ । ଚତୁର୍ଥ ଦିନରେ ତଦନ୍ତ ପହଞ୍ଚି ଥିବା ବେଳେ, ଦ୍ବିତୀୟ ଦିନରେ ପୁଣି ବନ କର୍ମଚାରୀଙ୍କୁ ଜେରା କରିଛି ତଦନ୍ତକାରୀ ଟିମ୍ । ଆଜି ଡିଏଫଓଙ୍କ ଫାଟକ ଜଗୁଥିବା ସନ୍ତୋଷ ବିଶ୍ବାଳ ଓ ମାଳି ଅଜୟ ବେହେରାଙ୍କୁ ଘନ ଘନ…

ପେଗାସସ୍ ମାମଲା, କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ହୋଇଛି ପେଗାସସ ଜାସୁସୀ ମାମଲାର ଶୁଣାଣି । କୋର୍ଟ ନିକଟରେ ସରକାର କିଛି ଲୁଚାଉ ନାହାନ୍ତି ବୋଲି କହିଛନ୍ତି କେନ୍ଦ୍ର ସରକାର । ପେଗାସସ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦାବିରେ ଆଗତ ଏକ ପିଟିସନର ଶୁଣାଣି କରି କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି…

ଆଫଗାନର ଦୁର୍ଦ୍ଦଶା ପ୍ରତି ବିଶ୍ବବାସୀଙ୍କର ନାହିଁ ନଜର, ବାଳିକାର କରୁଣ କାନ୍ଦ ହେଉଛି ଭାଇରାଲ

ଆଫଗାନିସ୍ତାନ : କାବୁଲକୁ ତାଲିବାନ କବଜା କରିବା ପରେ ସହର ଏବେ ନିଶ୍ଚଳ । ସବୁଠି ନୀରବତା । ସହରର ଅଧିକାଂଶ କୋଠା ପାଲଟି ଗଲାଣି ଭୂତକୋଠି । ପ୍ରାଣ ବିକଳରେ ଲୋକମାନେ ସହର ଛାଡି ବାହାରକୁ ଚାଲିଯାଉଛନ୍ତି । ନା ଅଛି ଖାଦ୍ୟ ନା ପାଣି । ସାରା ସହରରେ ହାହାକାର ଅବସ୍ଥା । ଅଧିକାଂଶ ଦେଶର…

କଶ୍ମୀରରେ ଆଉ ଜଣେ ବିଜେପି ନେତାଙ୍କୁ ହତ୍ୟା କଲେ ଆତଙ୍କବାଦୀ

କୁଲଗାମ: କଶ୍ମୀରର କୁଲଗାମ ଅଂଚଳରେ ମଙ୍ଗଳବାର ବିଜେପି ନେତା ଜାବିଦ ଅହମ୍ମଦ ଦରଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ୯ ଦିନ ମଧ୍ୟରେ ଆତଙ୍କବାଦୀମାନେ ୩ଜଣ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି । ଦର ବିଜେପିର ଡିଷ୍ଟ୍ରିକ୍ଟ କନଷ୍ଟିଚ୍ୟୁଟ ଇନ ଚାର୍ଜ ଥିଲେ । ଗୁଳିମାଡ ପରେ…