Latest Odisha News

BREAKING NEWS

Browsing Category

ଫିଚର

ଆଫଗାନିସ୍ତାନରେ ତାଲିବାନର ତାଣ୍ଡବ, ମନ୍ଦିର ଓ ଗୁରୁଦ୍ବାରରେ ଆଶ୍ରୟ ନେଇଛନ୍ତି ଭାରତୀୟ

ଆଫଗାନିସ୍ତାନ : ଆଫଗାନିସ୍ତାନରେ ସ୍ଥିତି ବିଗୁଡୁଥିବା ବେଳେ ଚରମ ସୀମାରେ ପହଞ୍ଚିଛି ତାଲିବାନୀଙ୍କ ଅରାଜକତା । ଅନେକ ସ୍ଥାନରେ ହିଂସା ଭଳି ଘଟଣା ଘଟୁଥିବା ନଜରକୁ ଆସୁଛି । ପରିସ୍ଥିତି ଏପରି ହେଲାଣି ଯେ, ଜୀବନ ବଞ୍ଚାଇବା ପାଇଁ କୌଣସି ବି ପରିସ୍ଥିତିରେ ଦେଶ ଛାଡ଼ିବାକୁ ଆପ୍ରାଣ ଚେଷ୍ଟା…

କାବୁଲରୁ ଫେରିଲେ ୧୨୦ରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ : ତାଲିବାନର ଦଖଲ ପରେ ଆଫଗାନିସ୍ତାନରେ ସ୍ଥିତି ସଙ୍ଗୀନ । ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ଭାରତର ସମସ୍ତ ଦୂତାବାସ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । ଏକ ବାୟୁସେନା ବିମାନରେ ୧୨୦ରୁ ଅଧିକ କର୍ମଚାରୀଙ୍କୁ ଜାମନଗର ଅଣାଯାଇଛି । ଏହାସହ…

ତାଲିବାନ ସହ ଟକ୍କର ନେବାକୁ ପ୍ରସ୍ତୁତ ହେଲେ ପୂର୍ବତନ ଉପ ରାଷ୍ଟ୍ରପତି ଅମରୁହ୍ଲା

କାବୁଲ: ଆଫଗାନିସ୍ତାନର ବିଦାୟୀ ଉପ ରାଷ୍ଟ୍ରପତି ଅମରୁହ୍ଲା ସାଲେହଙ୍କ ବୟାନ ଆଜି ପରୋକ୍ଷରେ ଏକ ଗୃହଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି । ସାଲେହ ତାଲିବାନଙ୍କ ସହ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି । ରିପୋର୍ଟ ମୁତାବକ ତାଲିବାନ ଏ ପର୍ଯ୍ୟନ୍ତ ପଞ୍ଜଶିର…

ଶରଣାର୍ଥୀଙ୍କୁ ରୋକିବା ପାଇଁ ଇରାନ ସୀମାରେ ତୁର୍କୀ ନିର୍ମାଣ କରୁଛି ପ୍ରାଚୀର

ତେହେରାନ: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ମାତ୍ରେ ଅନେକ ଲୋକ ଦେଶ ଛାଡି ପଳାଉଛନ୍ତି । ଏହାକୁ ଦେଖି ଇରାନ ସୀମାରେ ତୁର୍କୀ ବିଶାଳକାୟ ପ୍ରାଚୀର ନିର୍ମାଣ କରୁଛି । ଏହା ୨୯୫ କିଲୋମିଟର ବିଶିଷ୍ଟ ହେବ । ଏବେ ଆଉ ମାତ୍ର ୫ କିଲୋମିଟର ନିର୍ମାଣ କାର୍ଯ୍ୟ ବାକି ରହିଛି ବୋଲି…

ଉତ୍ତରାଖଣ୍ଡରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଅଜୟ କୋଠିୱାଲ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଅଜୟ କୋଠିୱାଲଙ୍କ ନାମ ଘୋଷଣା କରି ବର୍ଷକ ପୂର୍ବରୁ ଆମ ଆଦମୀ ପାର୍ଟି ନିର୍ବାଚ ବିଗୁଲ ଫୁଙ୍କିବା ଆରମ୍ଭ କରିଛି । ମଙ୍ଗଳବାର ଉତରାଖଣ୍ଡ ଗସ୍ତ କରି ଡେରାଡୁନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥଶ ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏହି…

ନୀରଜଙ୍କ ସ୍ୱାସ୍ଥ୍ୟାବସ୍ଥା ପୁନର୍ବାର ବିଗିଡିଲା, ଡାକ୍ତରଖାନାରେ ଭର୍ତି

ପାନୀପତ: ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଆଥଲେଟ ନୀରଜ ଚୋପ୍ରାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁନର୍ବାର ବିଗିଡିଛି । ପୂର୍ବରୁ ସେ ଅସୁସ୍ଥ ଥିଲେ ତେବେ ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲା । ଏହା ପରେ ସେ ପ୍ରଧାନମନ୍ତ୍ରୀ ସମ୍ବର୍ନ୍ଧନା ଉତ୍ସବରେ ଯୋଗ ଦେଇଥିଲେ । ଗତକାଲି ପାନୀପତରୁ…

ପୋଷା ବିଲେଇର ମିଆଁଉ ମିଆଁଉ ବଂଚାଇଦେଲା ବୃଦ୍ଧା ମହିଳାଙ୍କ ଜୀବନ

ଲଣ୍ଡନ: ପୋଷା ବିଲେଇର ମିଆଁଉ ମିଆଁଉ ଯୋଗୁ ଜଣେ ବୃଦ୍ଧା ମହିଳାଙ୍କ ଜୀବନ ବଂଚାଇବା ସମ୍ଭବପର ହୋଇଛି । କର୍ଣ୍ଣୱାଲ ନାମକ ସ୍ଥାନରେ ଉକ୍ତ ମହିଳାଜଣଙ୍କ ତାଙ୍କ ପରିବାର ସହିତ ରହୁଥିଲେ । ଘଟଣା ଦିନ ସେ ଘରୁ ବାହାରକୁ ଯାଉଥିବା ବେଳେ ଏକ ୭୦ ଫୁଟର ଗାତ ଭିତରେ ପଡି ଯାଇଥିଲେ । ବହୁତ ଚେଷ୍ଟା କଲେ…

ସାଂଘାତିକ ପ୍ରେମ ସଂପର୍କର ଜଘନ୍ୟ ପରିଣାମ, ବଳିପଡିଲେ ୨ ନବଜାତ ଶିଶୁ

କଳାହାଣ୍ଡି: ଆଜିର ଦିନରେ କେତେ ଶାଶ୍ୱତ ପ୍ରେମ ସଂପର୍କ ? କେତେ ପବିତ୍ର ପ୍ରେମର ସଂଜ୍ଞା ? ବୋଧ ହୁଏ ଏହି ପ୍ରଶ୍ନ ଆପଣଙ୍କ ମନକୁ ଆନ୍ଦୋଳିତ କରୁଥିବ । ହେଲେ କଳାହାଣ୍ଡି ଜିଲ୍ଲାରେ ସାମ୍ନାକୁ ଆସିଥିବା ଏକ ତ୍ରିକୋଣୀୟ ପ୍ରେମ କାହାଣୀ ବିଷୟରେ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ପ୍ରେମ…

ଶ୍ୱଶୁରକୁ ହାଣି ଦେଲା ବୋହୂ

ଯାଜପୁର: ପାରିବାରିକ କଳହରୁ ହତ୍ୟା । ଶ୍ୱଶୁରକୁ ହାଣି ହତ୍ୟା କରିଛି ବୋହୂ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ରଣପାଳ ଗାଁରେ । ମୃତକ ହେଲେ ପବନା ହାତୀ । ହତ୍ୟାକାରୀ ବୋହୂ ରୂପା ହାତୀ ଫେରାର୍ ଅଛନ୍ତି । ତାଙ୍କୁ ଧରିବାକ ପୋଲିସ ତନାଘନା ତଦନ୍ତ…

ଲଗାଣ ବର୍ଷାରେ ମାଲକାନଗିରିରେ ବୁଡ଼ିଲା କୋରକୋଣ୍ଡା ପୋଲ

ମାଲକାନଗିରି: ଦୁଇ ଦିନ ଲଗାଣ ବର୍ଷା ପରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ବୁଡିଛି କୋରକୋଣ୍ଡା ପୋଲ । ବ୍ରିଜ୍ ଉପରେ ୩-୪ ଫୁଟ ଉଚ୍ଚତାରେ ବର୍ଷା ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରିରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।…