Latest Odisha News

BREAKING NEWS

Browsing Category

ଫିଚର

ମେସି, ନେମାର ଏକତ୍ର ଖେଳିବେ !

ପ୍ୟାରିସ: ଫୁଟବଲ ପ୍ରଶଂସକଙ୍କ ପାଇଁ ବଡ ଖବର । ଫୁଟବଲ ଜଗତର ଦୁଇ ମହାନ ଖେଳାଳି ଲିଓନେଲ ମେସୀ ଓ ନେମାର ଏକତ୍ର ଖେଳିବାକୁ ଯାଉଛନ୍ତି । ଏହା ସହିତ ବୋନସ ଭାବେ କାଇଳିନ ଏମବାପେ ରହିବେ । ରିପୋର୍ଟ ମୁତାବକ ମେସି ପ୍ୟାରିସ ସେଂଟ ଜର୍ମାନ ସହ ଚୁକ୍ତି କରିବାକୁ ଯାଉଛନ୍ତି । ଅବଶ୍ୟ ଏହି ଚୁକ୍ତିର…

ଆଫଗାନିସ୍ତାନରେ ସ୍ଥିତି ସଙ୍ଗୀନ, ବିମାନ ପଠାଇ ନିଜ ନାଗରିକଙ୍କୁ ଫେରାଇ ଆଣୁଛି ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଏବଂ ସେନା ମଧ୍ୟରେ ଜୋରଦାର ସଂଘର୍ଷ ଆରମ୍ଭ ହେବାରେ ଲାଗିଛି । ସ୍ଥିତି ସଙ୍ଗୀନ ହେବାରୁ ବିଭିନ୍ନ ଦେଶ ନିଜ ନିଜର ନାଗରିକଙ୍କୁ ସ୍ୱଦେଶ ଫେରି ଆସିବେ ପାଇଁ କହିଛନ୍ତି । ଭାରତ ମଧ୍ୟ ଆଡଭାଇଜର ଜାରୀ କରିଛି । ନିଜ ଦେଶର ନାଗରିକ ଏବଂ ଅଧିକାରୀଙ୍କୁ ଫେରାଇ…

ପବିତ୍ର ମହାଳୟା ପାଇଁ ଭାରତୀୟ ରେଳ କ୍ୟାଟରିଙ୍ଗ୍ ଓ ପର୍ଯ୍ୟଟନ ନିଗମ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା

କଟକ : ପବିତ୍ର ମହାଳୟା ପାଇଁ ଭାରତୀୟ ରେଳ କ୍ୟାଟରିଙ୍ଗ୍ ଓ ପର୍ଯ୍ୟଟନ ନିଗମ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ମହାଳୟାରେ ବାରାଣସୀ, ଆହ୍ଲାବାଦର ତ୍ରିବେଣୀ ସଙ୍ଗମ ଓ ଗୟାରେ ପିଣ୍ଡଦାନ ବା ତିଳତର୍ପଣ କରିବା ପାଇଁ ଏକ ସ୍ବତନ୍ତ୍ର ଟ୍ରେନ୍ କଟକ ଷ୍ଟେସନରୁ ଯାତ୍ରା କରିବ । ଆସନ୍ତା…

ଟ୍ରକରେ ହେଉଥିଲା ପିଡିଏସ ଚାଉଳ ଚେରା ଚାଲାଣ, ଧରିଲା ପୋଲିସ

ବଲାଙ୍ଗିର : ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି ବଲାଙ୍ଗିର ପାଇଁ ନୂଆ ନୁହେଁ । କେତେବେଳେ ବାଟ ମାରଣା ତ ଆଉ କେତେବେଳେ ହରିଲୁଟ ହେଉଛି ପିଡ଼ିଏସ ଚାଉଳ । ଯାହାର ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁତଳାରେ । ମିନି ଟ୍ରକରେ ଚାଉଳ ଚୋରା ଚାଲାଣ ହେଉଥିବା ବେଳେ…

ଖରସ୍ରୋତା ମେଗା ପ୍ରକଳ୍ପକୁ ବିରୋଧ, ପୋଲିସ ଲଗାଇଲା ୧୪୪ ଧାରା

କେନ୍ଦ୍ରାପଡ଼ା : ଉଗ୍ରରୂପ ନେଲା ଖରସ୍ରୋତା ମେଗା ଜଳ ପ୍ରକଳ୍ପ ବିରୋଧୀ ଆନ୍ଦୋଳନ । ରାଜକନିକା ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ନେଇ ମୁହାଁମୁହିଁ ହୋଇଛନ୍ତି ଜିଲ୍ଲା ପ୍ରଶାସନ ଓ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ…

୨୩ରୁ ଭୁବନେଶ୍ବରରେ ଖୋଲିବ ଧର୍ମାନୁଷ୍ଠାନ

ଭୁବନେଶ୍ବର : ଅଗଷ୍ଟ ୨୩ ତାରିଖରୁ ଭୁବନେଶ୍ବରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କୋଭିଡ ଗାଇଡ ଲାଇନ୍ ଅନୁସାରେ ସମସ୍ତ ଧାର୍ମାନୁଷ୍ଠାନ ଖୋଲିବାକୁ ନିଆଯାଇଛି ନିଷ୍ପତ୍ତି । ଏନେଇ ବିଏମ୍‌ସି ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଛି । ହେଲେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ୨୩ ତାରିଖରେ…

ଫରହାନଙ୍କ ଜୀ ଲେ ଜରାରେ ପ୍ରିୟଙ୍କା, କ୍ୟାଟ୍ରିନା, ଆଲିୟା

ମୁମ୍ବାଇ: ଫରହାନ ଅଖତରଙ୍କ ଏକ୍ସେଲ ଏଂଟରଟେନମେଂଟ ଜୀ ଲେ ଜରା ନାମ ଏକ ବିଗ ବଜଟେ ଫିଲ୍ମର ଘୋଷଣା କରିଛି । ଦିଲ ଚାହତା ହେ ଓ ଜିନ୍ଦେଗୀ ନା ମିଲେଗି ଦୋବାରା ପରି ଫିଲ୍ମ କରିଥିବା ଫରହାନ ଏହାର ନିର୍ଦ୍ଦେଶନା ଦେବେ । ପ୍ରିୟଙ୍କା ଚୋପ୍ରା ଜୋନ୍ସ, କ୍ୟାଟ୍ରିନା କୈଫ ଓ ଆଲିୟା ଭଟ୍ଟ ମୂଖ୍ୟ…

ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ, ୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ !

ନୂଆଦିଲ୍ଲୀ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ପ୍ରାୟ ଏକ ଶତାବ୍ଦୀ ଧରି ଅପେକ୍ଷା କରିବା ପରେ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୮ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଏହାକୁ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ୧୯୦୦ରେ ଗ୍ରେଟବ୍ରିଟେନ ଗେମ୍ସରେ ଶେଷ ଥର ପାଇଁ କ୍ରିକେଟକୁ ସାମିଲ…

ଦରଭଙ୍ଗାରେ ଏମ୍ସ ନିର୍ମାଣରେ ବିଳମ୍ବ, ଇଟା ଦାନ କଲେ ସ୍ଥାନୀୟ ନାଗରିକ

ଦରଭଙ୍ଗା: ବିହାରର ଦରଭଙ୍ଗାରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ନିର୍ମାଣରେ ବିଳମ୍ବ ହେବାରୁ ସ୍ଥାନୀୟ ନାଗରିକ ଅଭିନବ ପ୍ରତିବାଦ କରିଛନ୍ତି । ୨୦୨୦ ବିଧାନସଭା ନିର୍ବାଚ ପୂର୍ବରୁ ଏଠାରେ ଏମ୍ସ କରାଯିବ ବୋଲି ଘୋଷଣା କରାଯାଇଥିଲା । ମାତ୍ର ଏ ପର୍ଯ୍ୟନ୍ତ ଏଠାରେ ଗୋଟିଏ…

ଆସନ୍ତା ୧୨ ତାରିଖରୁ +୨ରେ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ନାମଲେଖା ପ୍ରକ୍ରିୟା । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ହେବ ବିଜ୍ଞପ୍ତି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ନେଇ…