Latest Odisha News

BREAKING NEWS

Browsing Category

ଫିଚର

ଇସ୍ତଫା ଘୋଷଣା କଲେ ଭାରତୀୟ ମହିଳା ହକି କୋଚ ଶେର୍ଡ ମାରିନ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର କୋଚ ଶେର୍ଡ ମାରିନ ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ବ୍ରିଟେନ ବିପକ୍ଷ ବ୍ରୋଞ୍ଜ ପଦକ ମୁକାବିଲା ପୂର୍ବରୁ ଏହା ତାଙ୍କର ଶେଷ ମ୍ୟାଚ ହେବ ବୋଲି ଆଗୁଆ ଘୋଷଣା କରିଥିଲେ । ଭାରତ ଏହି ମ୍ୟାଚରେ ହାରିବା ସହ ମାରିନଙ୍କ କାର୍ଯ୍ୟକାଳ ମଧ୍ୟ…

ଟିକା ନେଲେ ବି ସଂକ୍ରମଣ ହେବାର ରହିଛି ଆଶଙ୍କା

ଭୁବନେଶ୍ବର : ରାଜ୍ୟରେ କମୁଛି ସଂକ୍ରମଣ । ସ୍ଥିତିରେ ଧିରେ ଧିରେ ସୁଧାର ଆସୁଥିବା ବେଳେ, ଏବେ ଚିନ୍ତା ବଢ଼ାଇଛି ତୃତୀୟ ଲହର । ଆଗକୁ ତୃତୀୟ ଏହର ଆସୁଥିବାରୁ ଟିକାକରଣକୁ ବ୍ୟପକ କରିବାକୁ ଗୁରୁତ୍ବ ଦିଆଯାଇଛି । ବଡ଼ କଥା ହେଲେ ମହାମାରୀ ବିରୋଧରେ ଶତ ପ୍ରତିାକ କାମ କରୁନି ଟିକାକରଣ ।…

ଖୋର୍ଦ୍ଧା ଜିଲ୍ଲାରେ ସୋମବାରରୁ ଖୋଲିବ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲାରେ ସୋମବାର ଠାରୁ ଖୋଲିବ ଧାର୍ମିକ ଅନୁଷ୍ଠାନ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଖୋର୍ଦ୍ଧା ଓ ଭୁବନେଶ୍ୱର ଉପଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିବେ । ତେବେ ଏହି ନିଷ୍ପତ୍ତିରୁ ଭୁବନେଶ୍ବର ମହାନଗର…

ପୁରୀ ଓ ଶାଲିମାର ମଧ୍ୟରେ ଚାରି ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ପୁରୀ ଏବଂ ଶାଲିମାର ମଧ୍ୟରେ ଚଳାଚଳ କରିବ ଚାରି ଯୋଡି ସ୍ବତନ୍ତ୍ର ଟ୍ରେନ୍ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଚାରି ଯୋଡା ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ଏହି ଚାରି ଯୋଡ଼ା ମଧ୍ୟରୁ ଗୋଟିଏ ଦ୍ୱି-ସାପ୍ତାହିକ ଗରିବ ରଥ…

ଗୋଗ୍ରା ଶିଖରରୁ ସୈନ୍ୟ ପ୍ରତ୍ୟାହାର କଲେ ଭାରତ, ଚୀନ

ଲଦାଖ: ଲଦାଖର ଗୋଗ୍ରା ଶିଖରରୁ ଆଜି ଭାରତ ଏବଂ ଚୀନ ସେମାନଙ୍କ ସୈନ୍ୟ ପ୍ରତ୍ୟାହାର କରିଛନ୍ତି । ଶନିବାର ୧୨ତମ କୋର କମାଣ୍ଡରସ୍ତରୀୟ ବୈଠକରେ ଏ ନେଇ ନିଷ୍ପତି ନିଆ ଯାଇଥିଲା । ୪ ତାରିଖରୁ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ଉଭୟ ଦେଶ ମଧ୍ୟରେ ତୃତୀୟ ପର୍ଯ୍ୟାୟ ସୈନ୍ୟ…

ରେଫରୀଙ୍କୁ ଆକ୍ରମଣ କରି ବରଖାସ୍ତ ହେଲେ ଦୀପକ ପୁନିଆଙ୍କ କୋଚ ଗେଡ୍ରୋଭ

ଟୋକିଓ: ଅଶୋଭନୀୟ ବ୍ୟବହାର ନେଇ ଭାରତୀୟ ରେସଲର ଦୀପକ ପୁନିଆଙ୍କ କୋଚ ମୋରାଡ ଗେଡ୍ରୋଭଙ୍କୁ ଅଲିମ୍ପିକ ଭିଲେଜରୁ ବାହାର କରାଯିବା ସହ ବରଖାସ୍ତ କରାଯାଇଛି । ୮୬ କେଜି ବିଭାଗର ବ୍ରୋଞ୍ଜ ପଦକ ମୁକାବିଲାରେ ପୁନିଆ ହାରି ଯାଇଥିଲେ । ଏହା ପରେ କୋଚ ଗେଡ୍ରୋଭ ରେଫରୀ ରୁମକୁ ଯାଇ ନିଷ୍ପତି…

ଆଫଗାନିସ୍ତାନ ସରକାରଙ୍କ ମିଡିଆ ମୁଖ୍ୟଙ୍କୁ ହତ୍ୟା କଲେ ତାଲିବାନ

କାବୁଲ: ଆଫଗାନିସ୍ତାନ ସରକାରଙ୍କ ମିଡିଆ ଆଣ୍ଡ ଇନଫରମେଶନ ସେଂଟରର ମୁଖ୍ୟ ଦାବା ଖାଁ ମିନାପାଲଙ୍କୁ ତାଲିବାନମାନେ ହତ୍ୟା କରିଛନ୍ତି । କାବୁଲରେ ବନ୍ଧୁକଧାରୀମାନେ ଦାବା ଖାଁଙ୍କ ଉପରେ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ପୂର୍ବରୁ ସେ ଉପରାଷ୍ଟ୍ରପତିଙ୍କ ପ୍ରବକ୍ତା ଦାୟିତ୍ୱ…

ସେମିଫାଇନାଲରେ ହାରିଲେ ବଜରଙ୍ଗ, ବ୍ରୋଞ୍ଜ ପାଇଁ ଲଢ଼ିବେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ଭାରତର ରେସଲର ବଜରଙ୍ଗ ପୁନିଆ ସେମିଫାଇନାଲରେ ହାରି ଯାଇଛନ୍ତି । ୫୭ କିଗ୍ରା ବିଭାଗରେ ଆଜରବୈଜାନର ହାଜି ଅଲିୟେଭ ତାଙ୍କୁ ୧୨-୫ରେ ପରାସ୍ତ କରିଥିଲେ । ଆଲିୟେଭ ରିଓ ଗେମ୍ସରେ ବ୍ରୋଞ୍ଜ ଏବଂ ୩ଥର ବିଶ୍ୱ ଚାମ୍ପିୟନ ହୋଇ ସାରିଛନ୍ତି । ଶନିବାର ବଜରଙ୍ଗ…

ଅପେକ୍ଷାର ଅନ୍ତ ଘଟାଇ ରିଲିଜ ହେବାକୁ ଯାଉଛି “ସହିଦ ରଘୁ ସର୍ଦ୍ଦାର”

ଭୁବନେଶ୍ୱର: କରୋନା ମହାମାରୀର ତାଣ୍ଡବ ପରେ ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ରିଲିଜ୍ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଫିଲ୍ମ “ସହିଦ ରଘୁ ସର୍ଦ୍ଦାର” । ଏହି ଫିଲ୍ମର ରିଲିଜକୁ ନେଇ ଓଡିଶା ଫିଲ୍ମ ଜଗତ ତଥା ଦର୍ଶକଙ୍କ ମନରେ ବେଶ କିଛି ମାସ ହେଲା କଳ୍ପନାଜଳ୍ପନା ଜାରି ରହିଥିଲା । ହେଲେ ଶେଷରେ…

ରାଜୀବ ଗାନ୍ଧ ଖେଳରତ୍ନ ପୁରସ୍କାର ଏବେ ନାମିତ ହେବ ମେଜର ଧ୍ୟାନଚାନ୍ଦଙ୍କ ନାମରେ..

ନୂଆଦିଲ୍ଲୀ: ଭାରତର ସରକାର ଦେଶର ସର୍ବୋଚ୍ଚ କ୍ରୀଡା ପୁରସ୍କାର ନାମ ବଦଳାଇବା ପାଇଁ ନିଷ୍ପତି ନେଇଛନ୍ତି । ରାଜୀବ ଗାନ୍ଧୀ ଖେଳରତ୍ନକୁ ଏବେ ମେଜର ଧ୍ୟାନଚାନ୍ଦ ପୁରସ୍କାର ଭାବେ ନାମିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରିଛନ୍ତି ଯେ, ମେଜର ଧ୍ୟାନଚାନ୍ଦ ଭାରତର ପ୍ରମୁଖ…