Latest Odisha News

BREAKING NEWS

Browsing Category

ଫିଚର

ଖୋଲୁଛି ରାଜ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫିକ କାରନାମା, ବନ୍ଧା ହେଲେଣି ୧୧ ଜଣ

ମୁମ୍ବାଇ : ଖୋଲୁଛି ରାଜ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫିକ କାରବାର କୁହୁକ ପେଡି । ତଦନ୍ତ ଯେତିକି ଆଗକୁ ବଢୁଛି, ଗୋଟିଏ ପରେ ଗୋଟିଏ ରହସ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଅନ୍ୟପଟେ ମୁମ୍ବାଇର ଅନ୍ଧେରୀ ଓ୍ବେଷ୍ଟସ୍ଥିତ…

ବ୍ରାଜିଲ ପରେ ଋଷରେ ଠାବ ହେଲା ଗାମା ଭାରିଆଣ୍ଟ

ନୂଆଦିଲ୍ଲୀ : ବ୍ରାଜିଲରେ ପରେ ଏବେ ଋଷରେ ଠାବ ହେଲା ଗାମା ଭାରିଆଣ୍ଟ । ଡେଲଟା ଭାରିଆଣ୍ଟର କାୟା ଜାରି ରହିଥିବା ବେଳେ, ଏବେ ଗାମା ଭାରିଆଣ୍ଟର ସନ୍ଧାନ ଋଷ ସରକାରଙ୍କ ଲାଗି ଚିନ୍ତାର କାରଣ ହୋଇଛି । ସେପଟେ ଭେକ୍ଟର ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରସ୍ତୁତ ଏପିଭ୍ୟାକ କରୋନା ଭାକ୍ସିନ ଖୁବଶୀଘ୍ର…

ଶ୍ରୀଲଙ୍କା ସମ୍ମୁଖରେ ୨୨୬ ରନର ଟାର୍ଗେଟ ରଖିଲା ଟିମ୍ ଇଣ୍ଡିଆ

କଲମ୍ବୋ: ଏଠାରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୨୨୬ ରନର ବିଜୟ ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଛି । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୩.୧ ଓଭରରେ ୨୨୫ ରନ କରି ଅଲଆଉଟ ହୋଇ ଯାଇଥିଲା । ପୃଥ୍ୱୀ ଶ (୪୯), ସଞ୍ଜୁ…

ତୀରନ୍ଦାଜ ର‌୍ୟାଙ୍କିଙ୍ଗ ଇଭେଂଟ: ଉତ୍ସାହଜନକ ରହନି ଭାରତୀୟଙ୍କ ପ୍ରଦର୍ଶନ

ଟୋକିଓ: କ୍ରୀଡା ମହାକୁମ୍ଭର ବିଗୁଲ ବାଜି ସାରିଛି । ଆଗକୁ ଆଉ ତ୍ରୁଟି ଗ୍ରହଣୀୟ ହେବନି । ଶ୍ରେଷ୍ଠଙ୍କ ମଧ୍ୟରେ ଶ୍ରେଷ୍ଠ ହେବାକୁ ହେଲେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାକୁ ପଡିବ । ତେବେ ତୀରନ୍ଦାଜ ର‌୍ୟାଙ୍କିଙ୍ଗ ଇଂଭେଟରେ ଭାରତୀୟଙ୍କ ପ୍ରଦର୍ଶନ ସେତେଟା ଉତ୍ସାହଜନକ ରହି ନାହିଁ । ପୁରୁଷ ଟିମ…

ବାହୁବଳୀ ପ୍ରଭାସ ହେଲେ ଏସିଆର ହ୍ୟାଣ୍ଡସମ ଅଭିନେତା

ମୁମ୍ବାଇ: ବାହୁବଳୀ ଫେମ୍ ପ୍ରଭାସ ଏସିଆର ହ୍ୟାଣ୍ଡସମ ଅଭିନେତା ଆଖ୍ୟା ପାଇଛନ୍ତି । ପାକିସ୍ତାନର ଇମ୍ରାନ ଅବାସ ନକବୀ ଓ ଜାପାନର ଜିନ ଅକାନିଶଙ୍କୁ ସେ ପଛରେ ପକାଇ ଦେଇଥିଲେ । ଉପରୋକ୍ତ ୨ ଅଭିନେତା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ବାହୁବଳୀ ଫିଲ୍ମ ମାଧ୍ୟମରେ ପ୍ରଭାସ…

ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ

ଟୋକିଓ: କରୋନା ମହାମାରୀକୁ ଚ୍ୟାଲେଞ୍ଜ ଦେଇ ଆରମ୍ଭ ହୋଇଯାଇଛି ଟୋକିଓ ଅଲିମ୍ପିକ୍ସ । ଉଦଘାଟନୀ ଉତ୍ସବ ଦର୍ଶକଙ୍କ ବିନା ଫିକା ଲାଗୁଥିଲେ ମଧ୍ୟ ବିପତି ବେଳେ ଏହା ନିଶ୍ଚିତ ଭାବେ ସମସ୍ତଙ୍କ ମନୋବଳ ବଢ଼ାଇବ । ଭାରତର ୨୦ଜଣ ଆଥଲେଟ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ । ପୁରୁଷ ହକି ଦଳର…

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ଡ୍ରାଇଭରଙ୍କ ବୟାନ ଘଣ୍ଟାଏ ନୁହେଁ ୧୦ ମିନିଟ୍ ପାଇଁ ଅଟକି ଥିଲା…

ପାରାଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି ପୋଲିସ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବୟାନ ରେକର୍ଡ କରିଛି । ଅଭିଯୋଗ ଆସିଥିଲା ଯେ, ଫରେଷ୍ଟ ଗେଟ୍ ନିକଟରେ ଆମ୍ବୁଲାନ୍ସ ପ୍ରାୟ ଏକ ଘଣ୍ଟା ଧରି ଅଟକି ରହିଥିଲା । କିନ୍ତୁ ଡ୍ରାଇଭରଙ୍କ କହିବାନୁଯାୟୀ, ଆମ୍ବୁଲାନ୍ସ…

ମହାଲକ୍ଷ୍ମୀଙ୍କୁ ଆଜି ରସଗୋଲା ଖୁଆଇ ମାନଭଂଜନ କରିବେ କାଳିଆ ଠାକୁର

ପୁରୀ: ଶ୍ରୀକ୍ଷେତ୍ରରେ ଆଜି ନିଳାଦ୍ରୀ ବିଜେ । ଲୀଳାଖେଳା ପରେ ରତ୍ନ ବେଦୀକୁ ଫେରିବେ କାଳିଆ ଠାକୁର, ବଡଭାଇ ଓ ସୁନାନାକୀ ଭଉଣୀ । ସେପଟେ ପରମ୍ପରା ଅନୁଯୟୀ, ମହାଲକ୍ଷ୍ମୀଙ୍କୁ ଆଜି ରସଗୋଲା ଖୁଆଇ ମାନଭଂଜନ କରିବେ କାଳିଆ ଠାକୁର । ଘୋଷଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନ ଥିବାରୁ…

ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନିଳାଦ୍ରୀବିଜେ

ପୁରୀ: ୧୨ ଦିନର ଲୀଳାଖେଳା ପରେ ଆଜି ନିଳାଦ୍ରୀବିଜେ କରିବେ ଚତୁର୍ଦ୍ଧା ବିଗ୍ରହ । ରଥରୁ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ ଶ୍ରୀଜିଉମାନେ । ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟା ଭିତରେ ଶେଷ କରିବାକୁ ସମୟ ନିର୍ଘଣ୍ଟ ହୋଇଛି । ଗତକାଲି ଅଧରପଣା ନୀତି ଶେଷ ହେବା ପରେ…

ଚୋରା ଚାଲାଣ ବେଳେ ଅଭିଯୁକ୍ତ ସହ ଗଞ୍ଜେଇ ଜବତ

ରାୟଗଡ଼ା : କୋରାପୁଟ ଜିଲ୍ଲାରୁ ଖୋର୍ଦ୍ଧାକୁ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ ବେଳେ ଅଭିଯୁକ୍ତକୁ ଧରିବାରେ ଅବକାରୀ ଟିମକୁ ମିଳିଛି ବଡ଼ ସଫଳତା । ପ୍ରାୟ ୧୩ ଲକ୍ଷ ଟଙ୍କାର ୨ କ୍ବିଣ୍ଟାଲ ୫୮ କେଜି ୪୫୦ ଗ୍ରାମର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ…