Latest Odisha News

BREAKING NEWS

Browsing Category

ଫିଚର

ଶ୍ବାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ବିକ୍ରମପୁର ଗାଁରେ ଅଭାବନୀୟ ଘଟଣା । ସେପଟିକ୍ ଟ୍ୟାଙ୍କ ଗ୍ୟାସରେ ଅଣନିଶ୍ବାସୀ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଏମ୍. ସଦାନନ୍ଦମ, କ୍ରିଷ୍ଣା ରେଡ୍ଡୀ, ପି.ତରେନେୟା । ସୂଚନା ଅନୁସାରେ, ବିକ୍ରମପୁର ଗାଁର ଟି. ସିଧେଶୁଙ୍କ…

ପାଣି ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର : ଯାଜପୁର ଥାନା ବୈତରଣୀ ନଦୀର ସିଦ୍ଧେଶ୍ବର ଘାଟ ନିକଟରୁ ଗୋଡ ହାତ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକ ଜଣକୁ ହତ୍ୟା କରିବା ପରେ ନଦୀରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛି । ସୂଚନା…

ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଭଲ ଅଛି । ଦିନକରେ ରେକର୍ଡ ସଂଖ୍ୟକ ଟେଷ୍ଟିଂ ହୋଇଛି । ୭୯ହଜାର ଟେଷ୍ଟିଂ ହୋଇଛି, ପଜିଟିଭ ହାର ୨.୪୫ ପ୍ରତିଶତ ରହିଛି । ଯେଉଁ ଦୁଇ ତିନୋଟି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି, ସେ ସବୁ ଜିଲ୍ଲାରେ ଧିରେ ଧିରେ ସଂକ୍ରମଣ ନିମ୍ନଗାମୀ ହେଉଛି । ତେବେ…

ଦେହରେ ମାସେ ରହୁଛି ଭାଇରସ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣରେ ଆସୁଛି ସୁଧାର । ସ୍ଥିତି ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବା ବେଳେ, ସ୍ଥିର ରହିଛି ସଂକ୍ରମଣ । ଯେଉଁମାନେ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଦେହରେ ମାସେ କାଳ ଭାଇରସ୍ ରହୁଛି । ତେଣୁ ଲୋକ ଅଧିକ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏଲଏସ…

ବିଦ୍ୟାଭାରତୀଙ୍କ ଚିଠିରେ ସୌମ୍ୟଙ୍କ ପାଇଁ କେବଳ ଘୃଣା ହିଁ ଘୃଣା

ଭୁବନେଶ୍ବର : ମୃତ ଏସିଏଫ ସୌମ୍ୟରଂଜନ ମାମଲାରେ ଆଉ ଏକ ଟ୍ବିଷ୍ଟ । ମିଳିଲା ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ଚିଠି । ଯେଉଁଥିରେ ବିଦ୍ୟା ନିଜର ଭାବନାକୁ ଦୁଃଖରେ ପ୍ରକାଶ କରିଛନ୍ତି । ଲେଖିଛନ୍ତି, କିଛି ବି କରିକି ଡିଭୋର୍ସ କରାଇଦିଅ । ପ୍ରଭୁ ତୁମ ପାଖରେ ଋଣୀ ରହିବି । ଯାଇକି ପୁରୀ…

ବାହାରେ ନୁହେଁ ଘର ଭିତରେ ପୋଡି ହୋଇଯାଇଥିଲେ ସୌମ୍ୟରଞ୍ଜନ

ଭୁବନେଶ୍ବର : ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାରେ ଜାରି ରହିଛି ତନାଘନା । ଘଟଣାର ୧୦ ଦିନ ପରେ ବି ପୋଲିସ ହାତରେ ଲାଗିନି କିଛି ଖାସ ସୁରାକ୍ । ତେବେ ଆଜି ସୌମ୍ୟରଞ୍ଜନ ରହୁଥିବା ସରକାରୀ ବାସଭବନରେ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ । ଯାଞ୍ଚ ପରେ ସୌମ୍ୟ ଘର ଭିତରେ ହିଁ ପୋଡି…

ଟୋକିଓ ଅଲିମ୍ପିକ୍ସ: ଉଦଘାଟନୀ ଉତ୍ସବରେ ତୀରନ୍ଦାଜୀଙ୍କ ମୁକାବିଲା, ନଜରରେ ଦୀପିକା

ଟୋକିଓ: ୨୩ ଜୁଲାଇରୁ କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ ଆରମ୍ଭ ହୋଇଯିବ । ପ୍ରଥମ ଦିନ ଭାରତୀୟ ତୀରନ୍ଦାଜ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବା ସୁଯୋଗ ପାଇବେ । ପଦକ ଦାବୀଦାର ଦୀପିକା କୁମାରୀ ମହିଳା ବ୍ୟକ୍ତିଗତ ଯୋଗ୍ୟତା ପର୍ଯ୍ୟାୟରେ ଭାଗ ନେବେ । ଏହା ଆଇଏସଟି ୫ଟା୩୦ ଏଏମରେ ଆରମ୍ଭ ହେବ ।…

ଟୋକିଓ ଅଲିମ୍ପିକ୍ସ: କରୋନା ଭୟ ଯୋଗୁ ଉଦଘାଟନୀ ଉତ୍ସବରେ ଯୋଗ ଦେବେ ୩୦ ଭାରତୀୟ ଆଥଲେଟ

ଟୋକିଓ: ୨୩ ଜୁଲାଇରୁ କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ ଆରମ୍ଭ ହୋଇଯିବ । ତେବେ ଏଥର କରୋନା ମହାମାରୀ ଯୋଗୁ ଅନେକ କଟକଣା ଲଗା ଯାଇଛି । ଅନେକ ଅଂଶଗ୍ରହଣକାରୀ ଦେଶ ଏଥିନେଇ ଆବଶ୍ୟକ ସତର୍କତା ପଦକ୍ଷେପ ଗ୍ରହଣ କରୁଛନ୍ତି । ଭାରତୀୟ ଅଲିମ୍ପିକ ଆସୋସିଏଶନ ଗୁରୁବାର ସ୍ପଷ୍ଟ କରିଛି ଯେ, ଉଦଘାଟନୀ…

ଶୁଭମନ, ଅଭେଶଙ୍କ ପରେ ଆଘାତ ସମସ୍ୟା ଯୋଗୁ ଇଂଲଣ୍ଡ ବିପକ୍ଷ ସିରିଜରୁ ଓହରିଲେ ୱାଶିଂଟନ ସୁନ୍ଦର

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଆଉ ଏକ ଶକ୍ତ ଧକା ଲାଗିଛି । ଶୁଭମନ ଗିଲ, ଆଭେଶ ଖାଁଙ୍କ ପରେ ଏବେ ଯୁବ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ସିରିଜରୁ ଓହରି ଯାଇଛନ୍ତି । ଅଭ୍ୟାସ ସେଶନରେ ମହମ୍ମଦ ସିରାଜଙ୍କ ବଲ ତାଙ୍କ…

ଏଟଲୀଙ୍କ ଫିଲ୍ମ ସାଇନ କଲେ ଶାହାରୁଖ, ନୟନତାରାଙ୍କ ସହ କରିବେ ରୋମାନ୍ସ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଦକ୍ଷିଣ ଭାରତର ସଫଳ ଫିଲ୍ମମେକର ଏଟଲୀଙ୍କ ଫିଲ୍ମ ସାଇନ କରିଛନ୍ତି । ପ୍ୟାନ ଇଣ୍ଡିଆ ଓ ରେଡ ଚିଲିଜର ଏହି ଫିଲ୍ମରେ ଶାହାରୁଖ ଡବଲ ରୋଲ କରିବେ । ପିଙ୍କଭିଲା ରିପୋର୍ଟ ଅନୁସାରେ ନୟନତାରାଙ୍କ ସହ ଶାହରୁଖ ଏହି ଫିଲ୍ମରେ ରୋମାନ୍ସ କରିବେ । ୨୦୧୮…