Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାର ୩ ଜିଲ୍ଲାରେ ୬୫% ଲୋକଙ୍କ ଶରୀରରେ ଆଣ୍ଟିବଡି

ଭୁବନେଶ୍ୱର: ଓଡ଼ିଶାରେ ୩ଟି ଜିଲ୍ଲାର ଲୋକଙ୍କ ଶରୀରରେ ୬୫ ପ୍ରତିଶତ ଆଣ୍ଟିବଡ଼ି ହୋଇଛି । ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେରୁ ଏହି ତଥ୍ୟ ସାମନାକୁ ଆସିଛି । ଏହି ତିନିଟି ଜିଲ୍ଲା ହେଲା ରାୟଗଡ଼ା, ଗଞ୍ଜାମ ଓ କୋରାପୁଟ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି…

କ୍ୱାର୍ଟରରେ ଦୀପିକା-ପ୍ରବୀଣ, ରୋଇଂରେ ଭାଗ୍ୟ ଆଶାରେ

ଟୋକିଓ: ଟୋକିଓ ଅଲିମ୍ପିକ୍ସର ତୀରନ୍ଦାଜ ମିକ୍ସଡ ଇଭେଂଟରେ ଭାରତୀୟ ଯୋଡି ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଚାଇନିଜ ତାଇପେ ଯୋଡିଙ୍କୁ ୫-୩ରେ ପରାସ୍ତ କରିଥିଲେ । ପ୍ରଥମ ସେଟ ୩୫-୩୬ରେ ହାରିବା ପରେ ଦ୍ୱିତୀୟ ସେଟ ୩୮-୩୮ରେ ଡ୍ର ରହିଥିଲା ।…

ଟୋକିଓ ଅଲିମ୍ପିକ୍ସର ପ୍ରଥମ ସ୍ୱର୍ଣ୍ଣ ଜିତିଲା ଚୀନ

ଟୋକିଓ: ଟୋକିଓ ଅଲିମ୍ପିକ୍ସର ପ୍ରଥମ ସ୍ୱର୍ଣ୍ଣ ପଦକ ଚୀନ ହାତେଇଛି । ମହିଳା ୧୦ ମିଟର ଏୟାର ରାଇଫଲ ଇଭେଂଟରେ ଚୀନ ଏହି ସଫଳତା ହାସଲ କରିଛି । ୟାଙ୍ଗ କ୍ୱିନାନ ଫାଇନାଲରେ ୨୫୧.୮ ଅଙ୍କ ସ୍କୋର କରିଥିଲେ ।ଅଲିମ୍ପିକ୍ସ ରେକର୍ଡ ସହ ୟାଙ୍ଗ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ରୁଷିଆର…

କର୍ଣାଟକ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ୟେଦିୟୁରପ୍ପା ! ଏହି କେନ୍ଦ୍ରମନ୍ତ୍ରୀଙ୍କୁ ମିଳିପାରେ CM ଚୌକି

ନୂଆଦିଲ୍ଲୀ: କର୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଖୁବଶୀଘ୍ର ଇସ୍ତଫା ଦେଇ ପାରନ୍ତି ବି. ଏସ. ୟେଦିୟୁରପ୍ପା । ଗତ କିଛି ସପ୍ତାହ ହେବ ଏହି ଚର୍ଚ୍ଚା ଜୋର୍ ଚାଲିଛି । ଏବେ ଶୁଣିବାକୁ ମିଳିଛି, ଆସନ୍ତା ୨୬ ତାରିଖରେ ସେ ଇସ୍ତଫା ଦେଇ ପାରନ୍ତି ।ଏବେ ଚର୍ଚ୍ଚା କିଏ ହେବେ ୟେଦିୟୁରପ୍ପାଙ୍କ…

ଆଜି ଓଡ଼ିଶାରୁ ୧୮୬୪ କରୋନା ପଜିଟିଭ୍, ୧୦ ଜିଲ୍ଲାରେ ଦୁଇ ଅଙ୍କରୁ କମ୍ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ଖସୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୮ଶହ ୬୪ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧ହଜାର ୮୨ ଜଣ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରି ୭୮୨ ପଜିଟିଭ୍ ବାହାରିଛନ୍ତି । ଏହି ସମୟରେ ମୋଟ୍ ୭୪ହଜାର ୭୦୭ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍…

ବିଜୟରୁ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଟିମ୍

ଟୋକିଓ: ବିଜୟରୁ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଟିମ୍ । ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି । କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ସତର୍କତାର ସହ ଖେଳି ମ୍ୟାଚ୍ ନିଜ ନିୟନ୍ତ୍ରଣରେ ରଖିଥିଲା ଟିମ୍ ଇଣ୍ଡିଆ । ପ୍ରଥମ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ ବେହେରାଙ୍କୁ କ୍ଲିନ୍‌ଚିଟ୍‌

ଗଜପତି : ବହୁ ଚର୍ଚ୍ଚିତ ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନଚିଟ୍ । ଘଟଣାରେ ଡିଏଫଓଙ୍କ ସଂପୃକ୍ତି ନଥିବା ସ୍ପଷ୍ଟ କରିଛନ୍ତି ଏସପି ଗଜପତି । ଫୋନ କଲ୍ ତଥ୍ୟ, ତଥା ସେ ସମ୍ପର୍କରେ କରାଯାଇଥିବା ଜେରା ମଧ୍ୟରେ ସୌମ୍ୟଙ୍କ ପତ୍ନୀ…

ବିଶ୍ବସ୍ତରୀୟ ଷ୍ଟେସନରେ ବିକଶିତ ହେବ ଭୁବନେଶ୍ବର ରେଳ ଷ୍ଟେସନ

ଭୁବନେଶ୍ବର : ଭୁବନେଶ୍ବର ରେଳ ଷ୍ଟେସନ ପରିଦର୍ଶନ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ । ଏହି ଅବସରରେ ଷ୍ଟେସନ ପୁନଃନିର୍ମାଣ ଯୋଜନାର ଏକ ଅଂଶ ଭାବରେ ବିକାଶ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଯାତ୍ରୀ ସୁବିଧା ସହିତ ଅନ୍ୟାନ ସୁବିଧା ଉପରେ ନୀରିକ୍ଷଣ କରିଥିଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ…

୧୪ଟି ଶିଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ୧୪ଟି ଶିଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୩୬ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୩ଟି ଶିଳ୍ପର ଉଦଘାଟନ କରିଛନ୍ତି । ସେହିପରି ୧୧ଶହ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୧୧ଟି ଶିଳ୍ପର ଶିଳାନ୍ୟାସ ହୋଇଛଇ । ଏଥିରେ ୩ ହଜାର ୭୭୩…

ପ୍ରଥମ ପ୍ରେସ ମିଟରେ ଓସିଏ ଭିଜନକୁ ପ୍ରଶଂସା କଲେ କୋଚ ୱାସିମ ଜାଫର

ଭୁବନେଶ୍ୱର: ଓଡିଶା କ୍ରିକେଟ ଦଳର ମୁଖ୍ୟ କୋଚ ୱାସିମ ଜାଫର ଶୁକ୍ରବାର ତାଙ୍କ ପ୍ରଥମ ପ୍ରେସ ମିଟରେ ଓଡିଶା କ୍ରିକେଟ ଆସୋସିଏଶନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି । ଅପରାହ୍ନ ୨ଟା୨୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବା ପରେ ଓସିଏ ସଦସ୍ୟ ଧୀରେନ ପଲାଇ ଓ ସନ୍ତୋଷ ଦାସ ସ୍ୱାଗତ…