Latest Odisha News

BREAKING NEWS

Browsing Category

ଫିଚର

ଏଫ୍ ଏମ୍ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ

ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ । ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ୪ ବର୍ଷ ପାଇଁ ସେ କୁଳପତି ଭାବେ କାମ କରିବେ । ପ୍ରଫେସର ତ୍ରିପାଠୀ ଉତ୍କଳ…

ମୁଁ ବ୍ରାହ୍ମଣ କହି ବିବାଦରେ ଛନ୍ଦି ହେଲେ ରାଇନା

ଲକ୍ଷ୍ନୌ: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ଉତରପ୍ରଦେଶର ସୁରେଶ ରାଇନା ନିଜକୁ ବ୍ରାହ୍ମଣ ଭାବେ ସମ୍ବୋନ୍ଧତି କରିବା ଯୋଗୁ ବିବାଦ ସୃଷ୍ଟି ହୋଇଛି । ତାମିଲନାଡୁ ପ୍ରିମିୟର ଲିଗ ଅବସରରେ କମେଂଟ୍ରି କରୁଥିବା ବେଳେ ସେ ଏକ ପ୍ରଶ୍ନର ଉତରରେ ନିଜକୁ ବ୍ରାହ୍ମଣ ବୋଲି କହିଥିଲେ । ତାଙ୍କୁ…

ଟୋକିଓ ଅଲିମ୍ପିକ୍ସରେ ଏଥର ଅଂଶଗ୍ରହଣ କରିବେ ୨୫ ଭାଇ-ଭଉଣୀ, ୬ ଯମଜ ଯୋଡି

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଏଥର ୨୫ ଭାଇ-ଭଉଣୀ ଯୋଡି ଓ ୬ ଯମଜ ଯୋଡି ଅଂଶଗ୍ରହଣ କରିବେ । ରିଓ ଅଲିମ୍ପିକ୍ସରେ ଏହାଠାରୁ ଅଧିକ ୩୬ ଭାଇ-ଭଉଣୀ ଯୋଡି ଖେଳିଥିଲେ । ରୁଷର ୨୨ ବର୍ଷୀୟା ଅରୀନା ଓ ଦୀନା ଯମଜ ଯୋଡି ଜିମ୍ନାଷ୍ଟିକରେ ଦକ୍ଷତା ପ୍ରଦର୍ଶନ କରିବେ । ସେହିପରି ବକ୍ସିଂରେ ବ୍ରିଟେନର…

ପାରଳାଖେମୁଣ୍ଡି ACF ମୃତ୍ୟୁ ମାମଲା: ଆଜି DFOଙ୍କୁ ହେବ ପଚରାଉଚରା !

ପାରଳାଖେମୁଣ୍ଡି: ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଖୋଳତାଡ ଜାରି ରହିଛି। ବାଲେଶ୍ୱର ଜିଲ୍ଲା ଖଇରାରେ ସୌମ୍ୟଙ୍କ ପରିବାର ଲୋକେ ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ପଚରାଉଚରା ଓ ବୟାନ ରେକର୍ଡ ସାରି ଫେରିଛି ପାରଳାଖେମୁଣ୍ଡି ଥାନା ପୋଲିସ। ଆଜି…

ସାବଧାନ ! ମଣିଷ ଦେହରେ ମାସେ ଯାଏ ସକ୍ରିୟ ରହୁଛି କରୋନା ଭାଇରସ୍

ଭୁବନେଶ୍ବର: ମଣିଷ ଦେହରେ ମାସେ ଯାଏ ସକ୍ରିୟ ରହୁଛି କରୋନା ଭାଇରସ । ପ୍ରଥମ ଲହରରେ ଭାଇରସ୍ ମଣିଷ ଦେହରେ ୧୫ ଦିନ ରହୁଥିଲା । ଦ୍ୱିତୀୟ ଲହରରେ ଦେଖାଯାଉଛି ଏହି ଡେଲଟା ଭାଇରସ୍ ମାସେ ପର୍ଯ୍ୟନ୍ତ ମଣିଷ ଦେହରେ ସକ୍ରିୟ ରହୁଛି । ଏହି ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ…

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ, ୨୭ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଆଜି ଲଘୁଚାପ ସୃଷ୍ଟି ହୋଇଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଓଡ଼ିଶାରେ ବଢ଼ିପାରେ ବର୍ଷା ପରିମାଣ । ଆସନ୍ତା ୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ…

ଦିଲ୍ଲୀ ହାଉଜ ଖାସ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ସୁନାବେଶ

ନୂଆଦିଲ୍ଲୀ: ହାଉଜ ଖାସ ଭିଲେଜ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ସୁନାବେଶ । ବିଭିନ୍ନ ନୀତିକାନ୍ତି ସାରିବା ପରେ ଦୁର୍ଲଭ ସୁନାବେଶରେ ସଜେଇ ହୋଇଥିଲା ଶ୍ରୀଜିଉ । ଶଙ୍ଖ,  ଘଣ୍ଟ, ମର୍ଦ୍ଦଳ,  ଝାଞ୍ଜ ଓ ମୃଦଙ୍ଗ ବାଦ୍ୟ ସାଙ୍ଗକୁ ହରିବୋଲ, ହୁଳହୁଳି ଓ ଜୟ…

ରାଜସ୍ଥାନର ବିକାନେର୍‌ଠାରେ ୪.୮ ତୀବ୍ରତାର ଭୂକମ୍ପ

ଜୟପୁର: ରାଜସ୍ଥାନର ବିକାନେରରେ ଭୂମିକମ୍ପ । ଆଜି ସକାଳ ୭.୪୨ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ତୀବ୍ରତା ଥିଲା ୪.୮ । ଏନେଇ ନ୍ୟାସନାଲ୍ ସେଣ୍ଟର୍‌ ଫର୍‌ ସେସମୋଲୋଜି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ବେକାନେରଠାରୁ ୪୧୩ କିଲୋମିଟର…

ଆଜି ରଥାରୂଢ଼ ମହାପ୍ରଭୁଙ୍କୁ ଅଧରପଣା ଲାଗି

ପୁରୀ: ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡିଚାମୁଣ୍ଡା, ଅଶରୀରୀମାନେ ଘୁରି ବୁଲୁଥାନ୍ତି । ଏମାନଙ୍କୁ ତୃପ୍ତ କରିବା ପାଇଁ ଆଜି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା ନୀତି ହେବ ।…

ଓଡ଼ିଶାରୁ ୧୯୪୮ କରୋନା ପଜିଟିଭ୍, ୧୦ ଜିଲ୍ଲାରେ ଦୁଇ ଅଙ୍କ ତଳେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦୁଇ ହଜାର ପାଖାପାଖି ରହୁଛି ଦୈନିକ କରୋନା ଆକ୍ରନ୍ତଙ୍କ ସଂଖ୍ୟା । ୭୦ହଜାରରୁ ଅଧିକ ଟେଷ୍ଟ ହେଉଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୯ଶହ ୪୮ ନୂଆ ଆକ୍ରାନ୍ତ । ଏହି ସମୟରେ ୭୯ହଜାର ୩୭୨ କୋଭିଡ୍ ଟେଷ୍ଟ ହୋଇଛି । କ୍ୱାରେଣ୍ଟାଇନରୁ ୧୧ଶହ ୨୦ ଓ ଲୋକାଲ୍…