Latest Odisha News

BREAKING NEWS

Browsing Category

ଫିଚର

ପୋଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ

କଟକ : ପୋଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ । ଅସଲି କହି ନକଲି ଘଣ୍ଟା ବିକୁଥିବା ଜଣେ ବ୍ୟବସାୟଙ୍କୁ ଗିରଫ କରିଛି କଟକ ବାଦାମବାଡି ଥାନା ପୋଲିସ୍ । ବାଦାମବାଡି ବସଷ୍ଟାଣ୍ଡରେ ଏକ ଦୋକାନରେ ବିଭିନ୍ନ ବ୍ରାଣ୍ଡର ଘଣ୍ଟା ବିକୁଥିବା ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ ।…

ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧାପ୍ରସାରଣ

କଟକ : ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧାପ୍ରସାରଣ । ଏ ନେଇ ହାଇକୋର୍ଟଙ୍କ ପ୍ରଣୟନ ହୋଇଛି ସ୍ବତନ୍ତ୍ର ନିୟମାବଳୀ । ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଙ୍ଗସ ରୁଲ୍ସ-୨୦୨୧ ବଳରେ ଏହା କାର୍ଯ୍ୟକାରୀ ହେବ । ଅଗଷ୍ଟ ୨ ତାରିଖରୁ ଏହି ନୂତନ ନିୟମାବଳୀ…

ଆସନ୍ତାକାଲିଠୁ ଆରମ୍ଭ ମାଟ୍ରିକ୍ ଅଫଲାଇନ ପରୀକ୍ଷା

କଟକ : ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ଅଫଲାଇନ ପରୀକ୍ଷା । କରୋନା କଟକଣାରେ ପରୀକ୍ଷା କରାଇବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । କ୍ଲାସରୁମ୍ ସାନିଟାଇଜ୍ ହେବା ସହ ଷ୍ଟ୍ରଙ୍ଗରୁମରେ ପ୍ରଶ୍ନପତ୍ର ପହଞ୍ଚିଛି । ପରୀକ୍ଷା ହଲ୍‌କୁ କରୋନା ନେଗେଟିଭ୍ ରିପୋର୍ଟ ନେଇ ଆସିବାକୁ…

ଚର୍ଚ୍ଚାରେ ଭରେନିକା ଆଉ ବିଶାଳକାୟ ଭାଲୁର ବନ୍ଧୁତା

ମସ୍କୋ: ରୁଷିଆର ଭରେନିକା ଦିଚକା ଏବଂ ଏକ ବିଶାଳକାୟ ଭାଲୁର ବନ୍ଧୁତା ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଛି । ଭରେନିକା ତାଙ୍କ ପୋଷା ଭାଲୁ ସହ ଦୈନିକ ନୋବୋସିବିର୍ସ୍କ ହ୍ରଦରେ ନୌକା ବିହାର କରନ୍ତି । ତାଙ୍କ ପ୍ରିୟ ଭାଲୁ କେବେ ହେଲେ କ୍ଷତି କରିବ ନାହିଁ ବୋଲି ସେ ବିଶ୍ୱାସର କୁହନ୍ତି ।…

ଜନ୍ମଦିନରେ ରିଲିଜ ହେଲା ସଞ୍ଜୟଙ୍କ କେଜିଏଫ ଚ୍ୟାପ୍ଟର୨ ଲୁକ

ମୁମ୍ବାଇ: ସଞ୍ଜୟ ଦତଙ୍କ ୬୨ତମ ଜନ୍ମଦିବସ ଅବସରରେ ଆଜି କେଜିଏଫ ଚ୍ୟାପ୍ଟର୨ର ମେକର୍ସ ଫିଲ୍ମରେ ଥିବା ତାଙ୍କ ଲୁକ୍ ଜାରୀ କରିଛନ୍ତି । ଏହି ଫିଲ୍ମରେ ସଞ୍ଜୟଙ୍କ ଭୟଙ୍କର ଲୁକ୍ ଅଧୀରା ସମସ୍ତଙ୍କୁ ଚକିତ କରିଛି । ଏକ୍ସେଲ ଏଂଟରଟେନମେଂଟ ତାଙ୍କ ଜନ୍ମଦିନ ସ୍ପେଶାଲ କରିବା ଦୃଷ୍ଟିକୋଣରେ ଏହି…

ହିରାନୀଙ୍କ ଫିଲ୍ମରେ ଶାହାରୁଖ-କାଜୋଲ ଯୋଡି !

ମୁମ୍ବାଇ: ବଲିଉଡର ସଫଳ ଯୋଡି ଭାବେ ବିବେଚିତ ଶାହାରୁଖ ଖାଁ ଓ କାଜୋଲ ପୁନର୍ବାର ଏକତ୍ର ଆସିବେ । ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମରେ ଏହି ଯୋଡି ପୁନର୍ବାର କମାଲ ଦେଖାଇବେ । ଇମିଗ୍ରେସନ ଉପରେ ଆଧାରିତ ଏହି ଫିଲ୍ମରେ ତାପସୀ ପନ୍ନୁ ଓ ବିଦ୍ୟା ବାଲାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ…

ମେରୀ କମଙ୍କ ପଦକ ଆଶା ଧୂଳିସାତ

ଟୋକିଓ: ଭାରତର ଷ୍ଟାର ଓ ଅଭିଜ୍ଞ ମହିଳା ବକ୍ସର ମେରୀ କମଙ୍କ ପଦକ ଆଶା ଧୂଳିସାତ ହୋଇଛି । କଲମ୍ବିଆର ଲୋରେନା ଭାଲେନ୍ସିଆଙ୍କ ନିକଟରୁ ସେ ଫ୍ଲାଏୱେଟ ବିଭାଗରେ ୨-୩ରେ ହାରି ଯାଇଥିଲେ । ପ୍ରଥମ ରାଉଣ୍ଡରେ ହାରିବା ପରେ ଦ୍ୱିତୀୟ ରାଉଣ୍ଡରେ ସେ ଚମତ୍କାର ପ୍ରତ୍ୟାବର୍ତନ କରିଥିଲେ । ନିର୍ଣ୍ଣାୟକ…

ଏକବିଂଶ ଶତାବ୍ଦୀରେ ଭାରତର ପ୍ରଥମ ଆନ୍ତର୍ଜାତୀୟ ପୁରୁଷ କ୍ରିକେଟର ହେଲେ ପାଡିକଲ

ନୂଆଦିଲ୍ଲୀ:ଏକବିଂଶ ଶତାବ୍ଦୀର ଭାରତର ପ୍ରଥମ ଆନ୍ତର୍ଜାତୀୟ ପୁରୁଷ କ୍ରିକେଟର ହେଲେ ଦେବୀଦତ ପାଡିକଲ । ଶ୍ରୀଲଙ୍କା ବିପକ୍ଷ ଟି୨୦ ମ୍ୟାଚ ଅବସରରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । କୃଣାଳ ପାଣ୍ଡ୍ୟା କରୋନା ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସଥିବା ୬ଜଣ ଖେଳାଳି ବାଦ୍ ପଡିବା…

ରାଜ କୁନ୍ଦ୍ରାଙ୍କ ବିରୋଧରେ ସେକ୍ସୁଆଲ ମିସକଣ୍ଡକ୍ଟ ଅଭିଯୋଗ ଆଣିଲେ ଶାର୍ଲିନ

ମୁମ୍ବାଇ: ରାଜ କୁନ୍ଦ୍ର ପର୍ଣ୍ଣଗ୍ରାଫି ମାମଲାରେ ମଡେଲର ଶାର୍ଲିନ ଚୋପ୍ରା ମୁମ୍ବାଇ କ୍ରାଇମ ବ୍ରାଂଚ ସମ୍ମୁଖରେ ହାଜର ହୋଇଛନ୍ତି । ରାଜଙ୍କ ବିରୋଧରେ ଶାର୍ଲିନ ସେକ୍ସୁଆଲ ମିସକଣ୍ଡକ୍ଟ ପରି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ପୂର୍ବରୁ ଏ ନେଇ ସେ ୨୦୨୧ରେ ରାଜଙ୍କ ବିରୋଧରେ କେସ କରିଥିଲେ…

ବ୍ୟାଡମିଂଟନରେ ସିନ୍ଧୁ, ବକ୍ସିଂରେ ସତୀଶ କ୍ୱାର୍ଟରରେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ଆଥଲେଟ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ବ୍ୟାଡମିଂଟନରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେ ପ୍ରି-କ୍ୱାର୍ଟର ମୁକାବିଲାରେ ଡେନମାର୍କର ମିୟା ବ୍ଲିଚଫେଲ୍ଟଙ୍କୁ ୨୧-୧୫,…