Latest Odisha News

BREAKING NEWS

Browsing Category

ଫିଚର

କେରଳରେ ଚିନ୍ତା ବଢ଼ାଇଲା ଭାଇରସ, ଘୋଷଣା ହେଲା ଲକଡାଉନ୍

କେରଳ : କେରଳରେ ବଢ଼ିଲା କଟକଣା । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି କେରଳ ସରକାର । ସାରା ଦେଶରେ ଯେତିକି ପଜିଟିଭ ଠାବ ହେଉଛନ୍ତି ତାହାର ଅଧା ରହିଛନ୍ତି କେରଳରେ । ରାଜ୍ୟରେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲାଗୁଡିକ ହେଉଛନ୍ତି…

ଅଡୁଆରେ ଶାର୍ଲିନ, ଆଗୁଆ ଜାମିନ ଆବେଦନ ଖାରଜ

ମୁମ୍ବାଇ: ରାଜ କୁନ୍ଦ୍ରା ପର୍ଣ୍ଣଗ୍ରାଫି କେସରେ ମଡେଲ ଶାର୍ଲିନ ଚୋପ୍ରା ଅଡୁଆରେ ପଡି ଯାଇଛନ୍ତି । ଗିରଫ ହେବା ଭୟରେ ସେ ମୁମ୍ବାଇ ସେସନ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ତେବେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଛି । ସୂଚନାଯୋଗ୍ୟ, ୨୦୨୧ରେ ରାଜକୁନ୍ଦ୍ରାଙ୍କ ବିରୋଧରେ…

କଟକ ଏସସିବି ମେଡିକାଲରେ ପହଞ୍ଚିଲା ଆଉ ୪ଟି ଏକ୍‌ମୋ ମେସିନ

କଟକ : କଟକ ଏସସିବି ମେଡିକାଲରେ ପହଞ୍ଚିଲା ଆଉ ୪ଟି ଏକ୍‌ମୋ ମେସିନ । ଏହାକୁ ମିଶାଇ ତିନୋଟି ପର୍ଯ୍ୟାୟରେ ପହଞ୍ଚିଛି ମୋଟ ୯ଟି ଏକମୋ ମେସିନ । ଏଥିପାଇଁ ବୈଷୟିକ ଟିମ୍‌କୁ ଚୟନ କରାଯାଇଛି । ଏହି ବୈଷୟିକ ଟିମକୁ ପ୍ରଶିକ୍ଷଣ ପାଇଁ କୋଲକାତା ପଠାଯାଇଛି । ଅଗଷ୍ଟ ୧୫ ତାରିଖରେ ଏହି ଏକମୋ…

ପଶ୍ଚିମ ମୁହାଁ ହେଉଛି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଓ୍ବେଲମାର୍କ ଲୋପ୍ରେସର

ଭୁବନେଶ୍ବର : ଧୀରେ ଧୀରେ ପଶ୍ଚିମ ମୁହାଁ ହେଉଛି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଓ୍ବେଲମାର୍କ ଲୋପ୍ରେସର । ଏହାର ପ୍ରଭାବରେ ଉତ୍ତର-ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଆଗାମୀ ୨୪ ଘଣ୍ଟାରେ ଓଡ଼ିଶା ଉପରେ ଲଘୁଚାପର ସର୍ବାଧିକ ପ୍ରଭାବ ସମ୍ଭାବନା…

ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ବର : ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଆଇଏଏସ୍ ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ବ ଦିଆଯାଇଛି । ଅଶୋକ ମୀନା ଏବେ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ପର୍ଯ୍ୟଟନ ଓ କ୍ରୀଡ଼ା…

ପୋଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ

କଟକ : ପୋଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ । ଅସଲି କହି ନକଲି ଘଣ୍ଟା ବିକୁଥିବା ଜଣେ ବ୍ୟବସାୟଙ୍କୁ ଗିରଫ କରିଛି କଟକ ବାଦାମବାଡି ଥାନା ପୋଲିସ୍ । ବାଦାମବାଡି ବସଷ୍ଟାଣ୍ଡରେ ଏକ ଦୋକାନରେ ବିଭିନ୍ନ ବ୍ରାଣ୍ଡର ଘଣ୍ଟା ବିକୁଥିବା ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ ।…

ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧାପ୍ରସାରଣ

କଟକ : ହାଇକୋର୍ଟରେ ମାମଲା ଶୁଣାଣିର ହେବ ସିଧାପ୍ରସାରଣ । ଏ ନେଇ ହାଇକୋର୍ଟଙ୍କ ପ୍ରଣୟନ ହୋଇଛି ସ୍ବତନ୍ତ୍ର ନିୟମାବଳୀ । ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଙ୍ଗସ ରୁଲ୍ସ-୨୦୨୧ ବଳରେ ଏହା କାର୍ଯ୍ୟକାରୀ ହେବ । ଅଗଷ୍ଟ ୨ ତାରିଖରୁ ଏହି ନୂତନ ନିୟମାବଳୀ…

ଆସନ୍ତାକାଲିଠୁ ଆରମ୍ଭ ମାଟ୍ରିକ୍ ଅଫଲାଇନ ପରୀକ୍ଷା

କଟକ : ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ଅଫଲାଇନ ପରୀକ୍ଷା । କରୋନା କଟକଣାରେ ପରୀକ୍ଷା କରାଇବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । କ୍ଲାସରୁମ୍ ସାନିଟାଇଜ୍ ହେବା ସହ ଷ୍ଟ୍ରଙ୍ଗରୁମରେ ପ୍ରଶ୍ନପତ୍ର ପହଞ୍ଚିଛି । ପରୀକ୍ଷା ହଲ୍‌କୁ କରୋନା ନେଗେଟିଭ୍ ରିପୋର୍ଟ ନେଇ ଆସିବାକୁ…

ଚର୍ଚ୍ଚାରେ ଭରେନିକା ଆଉ ବିଶାଳକାୟ ଭାଲୁର ବନ୍ଧୁତା

ମସ୍କୋ: ରୁଷିଆର ଭରେନିକା ଦିଚକା ଏବଂ ଏକ ବିଶାଳକାୟ ଭାଲୁର ବନ୍ଧୁତା ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଛି । ଭରେନିକା ତାଙ୍କ ପୋଷା ଭାଲୁ ସହ ଦୈନିକ ନୋବୋସିବିର୍ସ୍କ ହ୍ରଦରେ ନୌକା ବିହାର କରନ୍ତି । ତାଙ୍କ ପ୍ରିୟ ଭାଲୁ କେବେ ହେଲେ କ୍ଷତି କରିବ ନାହିଁ ବୋଲି ସେ ବିଶ୍ୱାସର କୁହନ୍ତି ।…

ଜନ୍ମଦିନରେ ରିଲିଜ ହେଲା ସଞ୍ଜୟଙ୍କ କେଜିଏଫ ଚ୍ୟାପ୍ଟର୨ ଲୁକ

ମୁମ୍ବାଇ: ସଞ୍ଜୟ ଦତଙ୍କ ୬୨ତମ ଜନ୍ମଦିବସ ଅବସରରେ ଆଜି କେଜିଏଫ ଚ୍ୟାପ୍ଟର୨ର ମେକର୍ସ ଫିଲ୍ମରେ ଥିବା ତାଙ୍କ ଲୁକ୍ ଜାରୀ କରିଛନ୍ତି । ଏହି ଫିଲ୍ମରେ ସଞ୍ଜୟଙ୍କ ଭୟଙ୍କର ଲୁକ୍ ଅଧୀରା ସମସ୍ତଙ୍କୁ ଚକିତ କରିଛି । ଏକ୍ସେଲ ଏଂଟରଟେନମେଂଟ ତାଙ୍କ ଜନ୍ମଦିନ ସ୍ପେଶାଲ କରିବା ଦୃଷ୍ଟିକୋଣରେ ଏହି…