Latest Odisha News

BREAKING NEWS

Browsing Category

ଫିଚର

ବଲାଙ୍ଗିର ପୁଇଁତଳାରେ ଲୁଟେରା ରାଜ: ଶିକ୍ଷକଙ୍କୁ ଆକ୍ରମଣ କରି ନେଇଗଲେ ଟଙ୍କା

ବଲାଙ୍ଗିର: ମାତିଛନ୍ତି ଲୁଟେରା । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅଞ୍ଚଳରେ ଲୋକଙ୍କୁ ଆକ୍ରମଣ କରି ନେଇଯାଉଛନ୍ତି ଟଙ୍କା ଓ ଅନ୍ୟାନ୍ୟ ଜିନିଷ । ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟ୍ ହୋଇତିବା ଅଭିଯୋଗ ସାମନାକୁ ଆସିଛି । ପୁଇଁନ୍ତଲା ଥାନା ବୁଢ଼ୀସିଣ୍ଡୋଲ-ଅଇଁଲାସାରି…

ସୁନାବେଶରେ କେଉଁ ସବୁ ଅଳଙ୍କାର ପିନ୍ଧନ୍ତି ଶ୍ରୀଜିଉ ?

ପୁରୀ: ଆଜି ରଥ ଉପରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ । ନବଦିନାତ୍ମକ ରଥଯାତ୍ରା ସାରି ଜନ୍ମବେଦୀରୁ ବାହୁଡ଼ିବା ପରେ ସିଂହଦ୍ୱାର ଆଗରେ ତିନି ରଥରେ ହୋଇଥାଏ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜାରାଜେଶ୍ୱର ବେଶ । ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ୧୩୮ ପ୍ରକାର ଅଳଙ୍କାର ତିଆରି…

ଆଜିଠୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଟିକାକରଣ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଗର୍ଭବତୀଙଙ୍କୁ ଦିଆଯିବ କରୋନା ଟିକା । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ସମେତ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଯେଉଁଠାରେ ଟିକାଦାନ କେନ୍ଦ୍ର କରାଯାଇଛି ସେଠାରୁ କୋଭାକ୍ସିନ୍ ଟିକା ନେଇପାରିବେ । ସକାଳ ୧୧ଟାରୁ ଦିନ ଗୋଟାଏ…

ଦିଲ୍ଲୀ ହାଉଜ ଖାସ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀର ହାଉଜ ଖାସ ଭିଲେଜ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ୪୩ତମ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା ସଂସ୍ଥା ଶ୍ରୀନୀଳାଚଳ ସେବା ସଂଘ ତରଫରୁ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ପାଳନ କରି ବାହୁଡ଼ା ଯାତ୍ରା କରାଯାଇଥିଲା । ଶ୍ରୀଗୁଣ୍ଡିଚା ଗୃହରେ…

ଓଡ଼ିଶାରୁ କରୋନାରେ ଆଉ ୬୯ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ବଢୁଛି କରୋନା ଜନିତ ମୃତ୍ୟୁସଂଖ୍ୟା । ଆଉ ୬୯ ଜଣଙ୍କର ଜୀବନ ଯାଇଛି । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।…

ଆଜି ଓଡ଼ିଶାରୁ ୧୯୨୭ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୨.୬୭%

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କେବେ ଦୁଇ ହଜାର ପାର କରୁଛି ତ କେବେ ତଳକୁ ଖସୁଛି । କେଉଁଦିନ ଖୋର୍ଦ୍ଧାରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି ତ କେବେ କଟକରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଏବେ ସ୍ଥିର ରହିଛି ସଂକ୍ରମଣ । ୨୪ ଘଣ୍ଟାକେ ଚିହ୍ନଟ ହୋଇଛନ୍ତି…

ଆଜି ବଡ଼ଦାଣ୍ଡରେ ରଥାରୁଢ଼ ମହାପ୍ରଭୁଙ୍କର ସୁନାବେଶ

ପୁରୀ: ନବଦିନାତ୍ମର ରଥଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସିଂହଦ୍ୱାର ଆଗରେ ଆଜି ତିନି ରଥରେ ମହାପ୍ରଭୁଙ୍କ ହେବ ସୁନାବେଶ । ଦୁର୍ଲଭ ସୁନାବେଶରେ ଝଟକିବେ ଶ୍ରୀଜିଉ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଓ ନୀତି ନିର୍ଘଣ୍ଟ ସରିଛି । ମହଣ ମହଣ ରତ୍ନ ଖଚିତ…

ଯାଜପୁରର ବିଭିନ୍ନ ସ୍ଥାନରେ ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ଜବତ

ଯାଜପୁର : ଅବକାରୀ ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ । ବ୍ୟାସନଗର, କୋରାଇ ଓ ରଗଡ଼ି ଆଦି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୮୦୫ ଲିଟର ଦେଶୀ ମଦ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ୧୬ ଜଣ ଅଭିଯୁକ୍ତ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୧ଟି…

ଭଲରେ ସରିଲା ମହାପ୍ରଭୁଙ୍କ ନବଦିନ ଯାତ୍ରା, ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସୁରୁଖୁରୁରେ ଶେଷ ହେଲା ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା । ଗୁଣ୍ଡିଚା ମନ୍ଦିରରୁ ଆସି ବଡଦାଣ୍ଡରେ ଲାଗିଛି ତିନି ରଥ । କୋ‍ଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

କାର୍ତିକଙ୍କୁ ନେଇ ଫିଲ୍ମ କରିବେ ସଞ୍ଜୟ ଭଁସାଲୀ

ମୁମ୍ବାଇ: ସଞ୍ଜୟ ଭଁସାଲୀ ତାଙ୍କ ଆଗାମୀ ଫିଲ୍ମ ପାଇଁ ବଲିଉଡର ଉଦୀୟମାନ କଳାକାର କାତିର୍କ ଆର୍ଯ୍ୟନଙ୍କୁ ସାଇନ କରିଛନ୍ତି । ରିପୋର୍ଟ ମୁତାବକ ଏହି ଫିଲ୍ମରେ ଦୀପିକା ପାଦୁକୋନ ହିରୋଇନଙ୍କ ଭୂମିକା କରିବେ । ଫିଲ୍ମର ନାମ ଘୋଷଣା କରାଯାଇ ନାହିଁ । ସୂଚନାଯୋଗୃ, କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ…