Latest Odisha News

BREAKING NEWS

Browsing Category

ଫିଚର

ବୋଲବମ୍ ଉପରେ ରୋକ୍, ଜଳ ଉଠାଇ ଶିବ ମନ୍ଦିର ଯାଇପାରିବେନି କାଉଡିଆ

ଭୁବନେଶ୍ବର : ଗତବର୍ଷ ଭଳି ଏଥର ବି ବୋଲବମ୍‌ ଉପରେ ଲାଗିଲା କଟକଣା । କରୋନା କାରଣରୁ ଚଳିତ ବର୍ଷ ବି ବୋଲବମ୍ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ନିର୍ଦ୍ଦେଶ ମୁତାବକ, କୌଣସି ଧାର୍ମିକ ସ୍ଥାନରୁ…

ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କୁ ମନ ଖୋଲି କଣ କହିଲେ ଓଡିଶା ଧାବିକା ଦୂତି ଚାନ୍ଦ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟୋକିଓ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିବା ଭାରତୀୟ ଖେଳାଳିଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ ପ୍ରଧାନମନ୍ତ୍ରୀଙ୍କୁ ନିଜ ମନର କଥା କହିଥିଲେ । ଓଡିଶାର ଏହି ଆଥଲେଟ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ,…

ବିପଦ ଆଣିପାରେ କରୋନାର ଦୁଇଟି ଭିନ୍ନ ଭିନ୍ନ ଟିକା ନେବା

ନୂଆଦିଲ୍ଲୀ : ଦେଶରେ ଜାରି ରହିଛି ମହାମାରୀର ପ୍ରକୋପ । ସଂକ୍ରମଣର ହାର ହ୍ରାସ ପାଇଥିବା ବେଳେ, ମୃତ୍ୟୁ ସଂଖ୍ୟା କିନ୍ତୁ କମିବାର ନାଁ ନେଉନି । ଏଭଳି ସ୍ଥିତିରେ କରୋନାକୁ କାବୁ କରିବାକୁ ବିଶେଷଜ୍ଞମାନେ ଏବେ ବି ଜାରି ରଖିଛନ୍ତି ଅଧ୍ୟୟନ । ହେଲେ ଏବେ ମିକ୍ସ ଆଣ୍ଡ ମ୍ୟାଜ୍ ବା କକଟେଲ…

ବୁର୍ଲା ଭିମସାରରେ ସୁରକ୍ଷାକର୍ମୀଙ୍କ ଦାଦାଗିରି, ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆକ୍ରମଣ

ବୁର୍ଲା : ବୁର୍ଲା ଭିମସାରରେ ପୁଣି ଉତ୍ତେଜନା । ଭିମସାରରେ ନିୟୋଜିତ ବେସରକାରୀ ସୁରକ୍ଷାକର୍ମୀ ଓ ଭିମସାର ନିକଟରେ ଥିବା ମା ତାରିଣୀ ବେସରକାରୀ ଆମ୍ବୁଲାନ୍ସ ଚାଳକ ସଂଘ ମୁହାଁମୁହିଁ ହୋଇଛନ୍ତି । ଭିମସାରର ସୁରକ୍ଷାକର୍ମୀମାନେ ବେସରକାରୀ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଗୋଡାଇ ଗୋଡାଇ ମାଡ଼…

ପଜିଟିଭ୍ ହାର ଓ କୋଭିଡ ଗାଇଡଲାଇନକୁ ଦେଖି ଅନଲକ୍ ସମ୍ପର୍କରେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ମାମଲା ହ୍ରାସ ପାଉଥିବା ବେଳେ, ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ତେବେ ଗତ କିଛି ଦିନର ସ୍ଥିତିକୁ ଯଦି ନଜର ପକାଇବା, ତାହେଲେ ରାଜ୍ୟରେ କମୁଛି ସଂକ୍ରମଣ । ଯେଉଁ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି,…

ଆମେରିକାରେ ରହସ୍ୟମୟ ଢ଼ଙ୍ଗରେ ପକ୍ଷୀଙ୍କ ମୃତ୍ୟୁ, ମହାମାରୀ ଆଶଙ୍କା !

ନ୍ୟୁୟର୍କ: ଆମେରିକାରେ ରହସ୍ୟମୟ ଢ଼ଙ୍ଗରେ ପକ୍ଷୀଙ୍କ ମୃତ୍ୟୁ ଘଟୁଥିବା ଦେଖିବାକୁ ମିଳିଛି । କେଉଁ ରୋଗରେ ଆକ୍ରାନ୍ତ ହୋଇ ସେମାନେ ମୃତ୍ୟୁବରଣ କରୁଛନ୍ତି ତାହାର ତଦନ୍ତ ଚାଲିଛି । ଷ୍ଟାରଲିଙ୍ଗସ, ବ୍ଲୁ ଜେଜ, ଗ୍ରେକଲ୍ସଙ୍କ ପରୀ ପକ୍ଷୀ ମରିବା ପରୋକ୍ଷରେ ମହାମାରୀର ଆଶଙ୍କା ସୃଷ୍ଟି କରିଛି ।…

ବାହାଘର ପୂର୍ବରୁ ୧୫ ଦିନ ବାଇକରେ ବୁଲିଲେ ବାପା, ଝିଅ

ଅହମ୍ମଦାବାଦ: ଅହମ୍ମଦାବାଦର ଏକ ବାପ ଝିଅର ବାହାଘର ପୂର୍ବରୁ ସ୍ମରଣୀୟ ଉପହାର ଦେଇଛନ୍ତି । ଯାହା କି ସମସ୍ତଙ୍କ ପାଇଁ ଏକପ୍ରକାର ପ୍ରେରଣା ସାଜିଛି କହିଲେ ଭୁଲ ହେବ ନାହିଁ । ଗୁଜରାଟର ପ୍ରତିଷ୍ଠିତ ବ୍ୟବସାୟୀ ପ୍ରକାଶ ପଟେଲ ତାଙ୍କ ଝିଅ ପ୍ରିୟଲଙ୍କୁ ଜୀବନଠାରୁ ବେଶୀ ଭଲ ପାଆନ୍ତି । ଝିଅର…

ଶିକ୍ଷକ ସ୍ୱାମୀ ସାଜିଲା ସୈତାନ୍: ସ୍ତ୍ରୀକୁ ପିଟି ପିଟି ମାରିଦେଲା

ଯାଜପୁର: ସ୍ୱାମୀ ସାଜିଲା ସୈତାନ୍ । ଘରୋଇ କଳହର କୁପରିଣତି । ସ୍ତ୍ରୀକୁ ଅତି ନିର୍ମମ ଭାବରେ ହତ୍ୟା ଅଭିଯୋଗ । ଏକ ଲୁହା ହାମରରେ ପିଟି ପିଟି ମାରି ଦେଲା ଶିକ୍ଷକ ସ୍ୱାମୀ । ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗାଁରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଦୀପ୍ତିମୀ ଜେନା ।…

ହୀରା ଭିତରେ ମିଳିଲା ୮୦ କୋଟି ବର୍ଷ ତଳର ଆଉ ଏକ ହୀରା !

ମସ୍କୋ: ରୁଷିଆରେ ଏକ ଦାମୀ ଏବଂ ପୁରାତନ ହୀରା ଭିତରୁ ୮୦ କୋଟି ବର୍ଷ ତଳର ଆଉ ଏକ ହୀରା ମିଳିଛି । ରୁଷିଆର ଲୋକପ୍ରିୟ କଣ୍ଢେଇ ମତ୍ରୋୟେଶିକା ନାମରେ ଏହି ହୀରାର ନାମ ରଖାଯାଇଛି । ଗବେଷକମାନେ ଏ ପର୍ଯ୍ୟନ୍ତ ଜାଣିପାରୁ ନାହାନ୍ତି ଗୋଟିଏ ହୀରା ଭିତରକୁ ଆଉ ଗୋଟିଏ ହୀରା କିପରି ରହିଲା ।…

ନିଆଁରେ ପୋଡ଼ି ହୋଇ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି: ନିଆଁ ପୋଡ଼ି ହୋଇ ଗୁରୁତର ହୋଇଥିବା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ସରକାରୀ ଘରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଟକର ଏକ…