Latest Odisha News

BREAKING NEWS

Browsing Category

ଫିଚର

୧୯୮୩ ବିଶ୍ୱବିଜୟୀ ଭାରତୀୟ କ୍ରିକେଟ ଦଳର ସଦସ୍ୟ ଯଶପାଲଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ତଥା ୧୯୮୩ ବିଶ୍ୱବିଜୟୀ ଦଳର ସଦସ୍ୟ ଯଶପାଲ ଶର୍ମାଙ୍କ ଆଜି ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ପଞ୍ଜାବର ଏହି କ୍ରିକେଟରଜଣକ ୧୯୭୯ରେ ଇଂଲଣ୍ଡ ବିପକ୍ଷରେ ଆନ୍ତର୍ଜାତୀୟ ଟେଷ୍ଟ ଏବଂ ୧୯୭୮ରେ…

ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା

କଟକ: ଚଳିତବର୍ଷ ମାଟ୍ରିକ ରେଜଲ୍ଟକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ ଅଫ୍ ଲାଇନରେ ପରୀକ୍ଷା ଦେଇପାରିବେ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ବ୍ୟବସ୍ଥା କରୁଛି । ଜୁଲାଇ ୩୦ରୁ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଆସନ୍ତା ୧୮ ତାରିଖ ସୁଦ୍ଧା ସେଣ୍ଟର ନିର୍ଦ୍ଧାରଣ ହେବ । ୨୮ ତାରିଖ ସୁଦ୍ଧା…

ରକ୍ତ ସମ୍ପର୍କରେ ରକ୍ତର ଛିଟା: ସାନ ଭାଇକୁ ମାରିଦେଲା ବଡ଼ ଭାଇ

ବାରିପଦା: ସାନ ଭାଇକୁ କୁରାଢ଼ୀରେ ପିଟି ହତ୍ୟାକଲା ମଦୁଆ ଭାଇ । ବଡ଼ଭାଇର ଆକ୍ରମଣରେ ସାନ ଭାଇର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଭାଲୁକଚୁଆ ଖଡ଼ିଆସାହିରେ । ମୃତକ ହେଲେ ଭାଲୁକଚୁଆ ଗାଁର ନର ଦେହୁରୀଙ୍କ ସାନ ପୁଅ ଶମ୍ଭୁ ଦେହୁରୀ…

ଟି୨୦ରେ ଏହି ରେକର୍ଡ କରିବାରେ ପ୍ରଥମ ଖେଳାଳି ହେଲେ କ୍ରିସ ଗେଲ

ସେଂଟ ଲୁସିଆ:ୱେଷ୍ଟଇଣ୍ଡିଜର ମହାନ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ ଖେଳାଳି ଭାବେ ଗେଲ ଟି୨୦ କ୍ରିକେଟରେ ୧୪ହଜାର ରନ ପୂର୍ଣ୍ଣ କରିଛନ୍ତି । ଖରାପ ଫର୍ମରେ ଥିବା ଗେଲ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ମୁକାବିଲାରେ ୩୩ ବଲରେ ଅର୍ଦ୍ଧଶତକ ହାସଲ…

ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିବା ଆଥଲେଟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜୁଲାଇ ୨୩ରୁ ଟୋକିଓ ଅଲିମ୍ପିକ୍ସ । ଜୁଲାଇ ୧୭ରେ ଭାରତୀୟ ଆଥଲେଟ୍ ଜାପାନ ଗସ୍ତରେ ଯିବେ । ତାପୂର୍ବରୁ ଆଜି ଅଲିମ୍ପିକ୍ସରେ ଭାଗ ନେଉଥିବା ଆଥଲେଟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ସନ୍ଧ୍ୟା ୫ଟାରେ ସେମାନଙ୍କ ସହ କଥା ହେବେ । ଶୁଭେଚ୍ଛା…

ରାଜ୍ୟରୁ କରୋନା ନେଲା ରେକର୍ଡ ୬୮ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ ୧୭ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କମୁଛି । କିନ୍ତୁ ବଢୁଛି ମୃତ୍ୟୁସଂଖ୍ୟା । ଆଉ ୬୮ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୮ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭…

ନିଆଁରେ ପୋଡ଼ି ହୋଇ ସହକାରୀ ବନ ସଂରକ୍ଷକ ଗୁରୁତର

ପାରଳାଖେମୁଣ୍ଡି: ନିଆଁରେ ପୋଡ଼ି ହୋଇଗଲେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ । ସରକାରୀ ଘରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ନାଁ ସୌମ୍ୟରଞ୍ଜନ ମହାପାତ୍ର । ଗୁରୁତର ଅବସ୍ଥାରେ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲ୍ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ…

ପୁରୀ ସହରରୁ ଆଗୁଆ ହଟିଲା କର୍ଫ୍ୟୁ, କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବଳବତ୍ତର

ପୁରୀ: ରଥଯାତ୍ରା ପାଇଁ ପୁରୀ ସହରରେ ଲାଗିଥିବା ୪୮ ଘଣ୍ଟିଆ କର୍ଫ୍ୟୁ ଆଗୁଆ ପ୍ରତ୍ୟାହାର ହୋଇଛି । ଆଜି ରାତି ୮ଟା ଯାଏ ପ୍ରଶାସନ କର୍ଫ୍ୟୁ ଜାରି କରିଥିଲା । ପୁରୀ ସହରରି କର୍ଫ୍ୟୁ ପ୍ରତ୍ୟାହାର କରାଯାଇଥିଲେ ବି ଗୁଣ୍ଡିଚା ମନ୍ଦିର ସନ୍ନିକଟ ଅଞ୍ଚଳରେ କିନ୍ତୁ କଟକଣା ବଳବତ୍ତର ରହିବ ।…

ଦ୍ୱିତୀୟ ଦିନରେ ରାଜ୍ୟରେ ୨ ହଜାର ତଳେ ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । କ୍ରମାଗତ ଦ୍ୱିତୀୟ ଦିନରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦୁଇ ହଜାରରୁ କମ୍ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ହଜାର ୯୩୦ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୧ଶହ ୧୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୧୩ ।…

ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ନବ ଦିନାତ୍ମକ ଯାତ୍ରାରେ ବଡ଼ଦେଉଳ ଛାଡ଼ି ଜନ୍ମବେଦୀ ଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶରଧାବାଲିରେ ଲାଗିଛି ତିନି ରଥ । ଏବେ ରଥାରୁଢ଼ ଶ୍ରୀଜିଉମାନଙ୍କର ରଥ ଉପରେ ବିଭିନ୍ନ ନୀତିକାନ୍ତି ଚାଲିଛି । ଆଜି ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ସନ୍ଧ୍ୟାରେ ପହଣ୍ଡିରେ…