Latest Odisha News

BREAKING NEWS

Browsing Category

ଫିଚର

ସୁନ୍ଦରଗଡ଼ରେ ଆଦିବାସୀ ମହିଳାଙ୍କୁ ରୋଜଗାର ଦେବା ପାଇଁ ଛେଳି ପାଳନକୁ ପ୍ରୋତ୍ସାହନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଲାଗି ଛେଳି ପାଳନ ପାଇଁ ଦିଆଯାଉଛି ପ୍ରୋତ୍ସାହନ । ବଣାଇ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ଆଇଟିଡିଏ ତରଫରୁ ଓଡ଼ିଶା ଜୀବିକା ମିଶନ ସହଯୋଗରେ ହିତାଧିକାରୀ ଚିହ୍ନଟ କରାଯାଇ ଛେଳି ପ୍ରଦାନ…

ରାଜ୍ୟ କ୍ୟାବିନେଟରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ୧୨୭୯ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ସୁନ୍ଦରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ୧୨୭୯ କୋଟି ଟଙ୍କାର ପ୍ରକଳ୍ପ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ସେଥି ମଧ୍ୟରେ…

ଡେଲ୍ଟାକୁ ରୋକିବ ଡବଲ ଡୋଜ୍

ନୂଆଦିଲ୍ଲୀ : ଡେଲ୍ଟାକୁ ରୋକିବ ଡବଲ ଡୋଜ୍ । ଟିକା ନେଇଥିଲେ କ୍ଷତି କରିପାରିବନି ଡେଲଟା ଭ୍ୟାରିଆଣ୍ଟ । ଆଇସିଏମଆର ଦ୍ବାରା ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏଭଳି ଆଶ୍ବସ୍ତିକର ତଥ୍ୟ ସାମ୍ନାକୁ ଆସିଛି । ନୀତି ଆୟୋଗର ସଦସ୍ୟ ତଥା କୋଭିଡ ଟାସ୍କ ଫୋର୍ସ ଅଧ୍ୟକ୍ଷ ଡାକ୍ତର ଭି.କେ ପାଲ୍…

ମେକ ଅପ ଆର୍ଟିଷ୍ଟଙ୍କ କମାଲ, ଭ୍ରମ ସୃଷ୍ଟି କରି ଚକିତ କରୁଛନ୍ତି

ନୂଆଦିଲ୍ଲୀ: କଳାକାରଙ୍କ କୃତୀ ସବୁବେଳେ ପସନ୍ଦ ଆସିଥାଏ । ତେବେ ଭ୍ୟାଙ୍କଭୋରର ଏପରି ଏକ ମେକଅପ ଆର୍ଟିଷ୍ଟ ଅଛନ୍ତି ଯିଏ କି ଲୋକଙ୍କୁ ଭ୍ରମିତ କରି ମଜା ଉଠାଇଥାନ୍ତି । ସେ ଏପରି ଭାବେ ନିଜକୁ ଚିତ୍ରିତ କରିଥାନ୍ତି ଯେ, ପ୍ରକୃତରେ ନାକ, କାନ ଓ ପାଟ ଖୋଜିବା କଷ୍ଟକର ହୋଇପଡେ । ଏହା କଳାକାରଙ୍କ…

ଆଇଓସି ନିୟମ ଯୋଗୁ ଅଲିମ୍ପିକ୍ସ ଭିଲେଜରୁ ବ୍ୟାନର ହଟାଇଲା ଦକ୍ଷିଣ କୋରିଆ

ଟୋକିଓ: ଆନ୍ତର୍ଜାତୀୟ ଅଲିମ୍ପିକ କମିଟିର କଡା ନିୟମ ଯୋଗୁ ଆଜି ଦକ୍ଷିଣ କୋରିଆ ଅଲିମ୍ପିକ୍ସ ଭିଲେଜରେ ଲଗାଇଥିବା ଏକ ବ୍ୟାନର ହଟାଇବାକୁ ବାଧ୍ୟ ହୋଇଛି । ଏହି ବ୍ୟାନରରେ ୧୬ଶ ଶତାବ୍ଦୀରେ କୋରିଆ ଓ ଜାପାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମ୍ପର୍କରେ ଉଲ୍ଲେଖ ରହିଥିଲା । ଏହା ଏକ ଉତେଜନାପୂର୍ଣ୍ଣ…

ଭାରତ-ଶ୍ରୀଲଙ୍କା ଦିନିକିଆ କ୍ରିକେଟ ସିରିଜ: ସ୍ପିନ ରଣନୀତିରେ ପଡିଆକୁ ଓହ୍ଲାଇବ ଧାୱନ ନେତୃତ୍ୱାଧୀନ ଟିମ୍‌

କଲମ୍ବୋ: ରବିବାରଠାରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ । ଅଧିନାୟକ ଶିଖର ଧାୱନ ସ୍ପିନ ରଣନୀତିରେ ପଡିଆକୁ ଓହ୍ଲାଇବେ । ୟୁଜଭେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ । ଯଦି ଏହା ହୁଏ ତାହାହେଲେ ୨୫…

ଅନୁଗୁଳ ହସ୍ପିଟାଲ ଫାଣ୍ଡି ଆଗରେ ଯୁବକଙ୍କୁ ନିସ୍ତୁକ ମାଡ଼, ପୋଲିସ ସାଜିଲା ଦେଖଣାହାରୀ

ଅନୁଗୁଳ: ରୋଗୀଙ୍କ ସମ୍ପର୍କୀୟଠାରୁ ଟଙ୍କା ଠକେଇ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା । ଧରା ପଡ଼ିବା ପରେ ନିସ୍ତୁକ ପିଟିଲେ ଲୋକ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଣ୍ଡି ଆଗରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଲିସ ଆଗରେ ଠକେଇ କରିଥିବା ଯୁବକଙ୍କୁ ଯିଏ ଯେମିତି ପାରିଲା…

ବିଶ୍ୱରେକର୍ଡର ଅଧିକାରୀ ହେଲେ ଆୟର୍ଲାଣ୍ଡ ପକ୍ଷରୁ ଖେଳୁଥିବା ଭାରତୀୟ ବଂଶୋଦ୍ଭବ କ୍ରିକେଟର ସିମି ସିଂ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ପକ୍ଷରୁ ଖେଳୁଥିବା ଭାରତୀୟ ବଂଶୋଦ୍ଭବ କ୍ରିକେଟର ସନୀ ସିଂ ଆଜି ଇତିହାସ ରଚିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୮ ନମ୍ବର ସ୍ଥାନରେ ବ୍ୟାଟିଂ କରି ଶତକ ହାସଲ କରିବା ସହ ବିଶ୍ୱରେକର୍ଡର ଅଧିକାରୀ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା…

ଜର୍ମାନୀରେ ଜଳପ୍ରଳୟ: ପ୍ରଳୟଙ୍କରୀ ବନ୍ୟାରେ ଶତାଧିକ ମୃତ, ଦେଖନ୍ତୁ ଫଟୋ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜର୍ମାନୀରେ ଜଳପ୍ରଳୟ । ଭୟଙ୍କର ବନ୍ୟା ପରିସ୍ଥିତିରେ ଜୁଝି ହେଉଛି ପଶ୍ଚିମ ୟୁରୋପ । ପ୍ରଳୟଙ୍କରୀ ବନ୍ୟା ଜର୍ମାନୀରେ ମହାବିପତ୍ତି ଆଣିଛି । ବୁଡ଼ିଛି ଘରଦ୍ୱାର, ରାସ୍ତାଘାଟ । ହଜାର ହଜାର ଘର ଭାଙ୍ଗିଛି । ଗାଡ଼ି ମୋଟର କୁଆଡ଼େ ଧୋଇ ନେଇଛି । ବର୍ତ୍ତମାନ ସୁଦ୍ଧା…

ଭାରତୀୟ ନୌସେନାକୁ ଆମେରିକା ହସ୍ତାନ୍ତର କଲା ୨ଟି ଏମଏଚ-୬୦ଆର ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ଆଜି ଆମେରିକା ୨ଟି ଏମଏଚ-୬୦ଆର ହେଲିକପ୍ଟର ହସ୍ତାନ୍ତର କରିଛି । ଏହା ଦ୍ୱାରା ଭାରତୀୟ ନୌସେନା ପୂର୍ବାପେକ୍ଷା ଆହୁରି ଶକ୍ତିଶାଳୀ ହୋଇଛି । ଲକହିଡ ମାର୍ଟିନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ହେଲିକପ୍ଟରରୁ ଭାରତ ୨୪ଟି କିଣିବ ବୋଲି ଚୁକ୍ତି କରିଛି ।…