Latest Odisha News

BREAKING NEWS

Browsing Category

ଫିଚର

କରୋନା ପୁଣି କଲବଲ କଲାଣି ଜାପାନକୁ, ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ

ଟୋକିଓ: ଜାପାନରେ ପୁନର୍ବାର କରୋନାର ଦ୍ୱିତୀୟ ଲହରୀ ତାର କରାଳ ରୂପ ଦେଖାଉଛି । ଏହାକୁ ଦେଖି ଜାପାନ ସରକାର କେତେକ ସହରରେ ଲକଡାଉନ ସମୟ ସୀମା ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ୨୫ ଏପ୍ରିଲ ଥିବା ବେଳେ ଏବେ ଏହାକୁ ୧୧ ମେ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । କରୋନାର ପ୍ରକୋପ ଯୋଗୁ ପୁନର୍ବାର…

ଆସନ୍ତାକାଲିଠୁ ହିମାଚଳ ପ୍ରଦେଶରେ ୧୦ ଦିନିଆ କର୍ଫ୍ୟୁ

ସିମଲା : ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି ମହାମାରୀ କରୋନା । ପ୍ରତିଦିନ ସାଢ଼େ ୩ ଲକ୍ଷରୁ ଅଧିକ ରହୁଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟରେ ଲାଗିଲାଣି କଟକଣା । ଏହି କ୍ରମରେ ଆସନ୍ତାକାଲିଠୁ ହିମାଚଳପ୍ରଦେଶରେ ଲାଗୁ ହେବ କର୍ଫ୍ୟୁ । ଆସନ୍ତାକାଲିଠୁ ମେ ୧୬ ତାରିଖ…

ଭୁବନେଶ୍ବରରୁ ୧୦୭୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ଉପରମୁହାଁ । ପ୍ରତିଦିନି ସଂକ୍ରମିତ ସଂଖ୍ୟା ବଢୁଥିବା ବେଳେ, ଚିନ୍ତା ବଢ଼ାଇଛି ହଟସ୍ପଟ୍ ପାଲଟିଥିବା ରାଜଧରାନୀ ଭୁବନେଶ୍ବର । ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୦୭୪ କରୋନା ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୨୮ ଜଣ ଥିବା ବେଳେ, ଲୋକାଲ କେସ୍…

ତାତିରୁ ସାମାନ୍ୟ ଆଶ୍ବସ୍ତି, ସାରା ରାଜ୍ୟରେ ଖସିଲା ପାରଦ

ଭୁବନେଶ୍ବର : ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ହ୍ରାସ ପାଇଛି ସାରା ରାଜ୍ୟର ତାପମାତ୍ରା । ୪୦ ଡିଗ୍ରୀ ତଳେ ରହିଛି ସାରା ରାଜ୍ୟର ପାରଦ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ବାଲେଶ୍ବରରେ ତାପମାତ୍ରା ୩୨.୩ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ…

ରାଜ୍ୟରୁ ସୁସ୍ଥ ହେଲେ ୬୧୭୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ମଧ୍ୟରେ ରାଜ୍ୟ ପାଇଁ ଖୁସି ଖବର । ଆଜି ରାଜ୍ୟରୁ ପାଖାପାଖି ୧୦ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସୁସ୍ଥ ହୋଇଛନ୍ତି ୬୧୭୬ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ…

ରାଜଧାନୀରେ ଧରାପଡିଲେ ଲୁଟେରା ଗ୍ୟାଙ୍ଗ !

ଭୁବନେଶ୍ୱର: କମିଶନରେଟ୍ ପୋଲିସ ହାତରେ ଧରାପଡିଲେ ଲୁଟ୍ ଓ ଡକାୟତି ମାମଲାରେ ଜଡିତ ବହୁମୁଖୀ ପ୍ରତିଭାଧାରୀ ଲୁଟେରା । ଚଳିତବର୍ଷ ଜାନୁଆରୀ ମାସଠାରୁ ଗିରଫ ୫ ଅଭିଯୁକ୍ତ ରାଜଧାନୀ ଭୁବନେଶ୍ୱର ଓ କଟକରେ ଚଳାଇଥିଲେ ଲୁଟ୍‌ତରାଜ । ଗିରଫ ହେବା ପରେ ସେମାନଙ୍କ ବିରୋଧରେ ୨୫ରୁ ଅଧିକ ଅପରାଧିକ ମାମଲା…

[ଭିଡିଓ] ମାନିଲେନି କରୋନା କଟକଣା, ଶୋଭାଯାତ୍ରା ପାଇଁ ୨୩ ଗିରଫ !

ଅହମଦାବାଦ: କରୋନାର ଦ୍ୱିତୀୟ ଲହରିକୁ ହେୟଜ୍ଞାନ । କରୋନା କଟକଣା ଭାଙ୍ଗି ଶତାଧିକ ଲୋକଙ୍କର ବିଶାଳ ଧାର୍ମିକ ଶୋଭାଯାତ୍ରା । ଗତକାଲି ଅହମଦାବାଦର ନବପୁରା ଗାଁରେ ଶତାଧିକ ମହିଳା ଶ୍ରଦ୍ଧାଳୁଙ୍କ ଶୋଭାଯାତ୍ରାର ଭିଡିଓଟି ଭାଇରାଲ୍ ହୋଇଥିଲା । ଯାହା ପରେ ଆକ୍ସନ ମୋଡକୁ ଆସିଥିଲା ସ୍ଥାନୀୟ ପୋଲିସ…

[ଭିଡିଓ] କରୋନା ଭୟାବହତାର ଆଉ ଏକ ଉଦାହରଣ…

ଶ୍ରୀକାକୁଲମ୍‌ (ଆନ୍ଧ୍ରପ୍ରଦେଶ): କରୋନାର କରାଘାତରେ ତଳେ ପଡିଥିଲା ବାପା । ସେପଟେ ଝିଅଟି ନିଜ ବାପା ମୁହଁରେ ଟିକେ ପାଣି ଦେବାକୁ ଚାହୁଁଥିଲା । ହେଲେ ଭାଗ୍ୟର ବିଡମ୍ବନା । ଖୋଦ ତଳେ ପଡିଥିବା ବ୍ୟକ୍ତିଙ୍କ ସ୍ତ୍ରୀ ଅର୍ଥାତ ଝିଅଟିର ମାଆ ତା ବାପାକୁ ପାଣି ଦେବାକୁ ମନା କରୁଥିଲା । ହେଲେ…

ଗିରଫ ହେଲେ ରେମ୍‌ଡେସେଭିୟର୍ କଳାବଜାରୀ !

ନୂଆଦିଲ୍ଲୀ: ୭୦ ହଜାର ଟଙ୍କାରେ ବିକ୍ରିୟ ହେଉଥିଲା ରେମ୍‌ଡେସେଭିୟର୍ ଇଂଜେକ୍ସନ୍ । କଳାବଜାରୀଙ୍କ ନିକଟରେ ମହଜୁଦ ଥିଲା ଇଂଜେକ୍ସନ ଭାଇଲ୍ । ବହୁ ଖୋଳତାଡ ପରେ ଶେଷରେ ଦିଲ୍ଲୀ ପୋଲିସ ହାତରେ ଧରାପଡିଛନ୍ତି ରେମଡେସେଭିୟର୍ ଇଂଜେକ୍ସନ କଳାବଜାରୀ ଗ୍ୟାଙ୍ଗ । ରେମ୍‌ଡେସେଭିୟର୍ ଇଂଜେକ୍ସନକୁ…

କ୍ରାଇମବ୍ରାଞ୍ଚ STF କବଜାରେ ୨ ଆନ୍ତଃରାଜ୍ୟ ବନ୍ଧୁକ ବେପାରୀ, ୫ ବନ୍ଧୁକ ଜବତ

ଭୁବନେଶ୍ୱର: ଆନ୍ତଃରାଜ୍ୟ ବନ୍ଧୁକ ବେପାର ରାକେଟର ପର୍ଦ୍ଦାଫାସ । ଦୁଇ ଜଣ ବନ୍ଧୁକ ବେପାରୀଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ସେମାନଙ୍କ ପାଖରୁ ଜବତ ହୋଇଛି ୫ଟି ୭ ଏମଏମ୍ ବନ୍ଧୁକ, ୭ଟି ମାଗାଜିନ୍ ଓ ୭ଟି ଅଫୁଟା ଗୁଳି । ଗିରଫ ଅଭିଯୁକ୍ତମାନେ ହେଲେ ବିହାର ମୁଙ୍ଗେର ଅଞ୍ଚଳର…