Latest Odisha News

BREAKING NEWS

Browsing Category

ଫିଚର

କରୋନା ସ୍ଥିତି ନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟରେ କରୋନା ସ୍ଥିତି ବେକାବୁ । ଲକ୍ଷେ ଟପିଛି ସଂକ୍ରମଣ । ଏଭଳି ସ୍ଥିତିରେ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ବୈଠକ ବସିବ । କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ…

କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ବିରୋଧ, ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ୍ ଦାଖଲ କଲା ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ୍ ଦାଖଲ କରିଛନ୍ତି । ଓଡ଼ିଶାର କୋରାପୁଟ ଜିଲ୍ଲାର କୋଟିଆରେ ଆନ୍ଧ୍ରପ୍ରଦେଶ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନ ଲାଗି ନୋଟିଫିକେସନ୍ ଜାରି କରିଥିବା ବେଳେ ଏହାର ବିରୋଧ କରି ରାଜ୍ୟ ସରକାର ପିଟିସନ୍ ଦାଖଲ କରିଛନ୍ତି ।…

ଗୁଣୁପୁର GIET ବିଶ୍ୱବିଦ୍ୟାଳୟରେ କରୋନା, କ୍ୟାମ୍ପସ୍ ୩ ଦିନ ପାଇଁ ବନ୍ଦ

ଗୁଣୁପୁର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଗୁଣୁପୁର GIET ବିଶ୍ୱବିଦ୍ୟାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ଚିହ୍ନଟ ପରେ GIET ବିଶ୍ୱବିଦ୍ୟାଳୟକୁ ୩ ଦିନ ପାଇଁ ବନ୍ଦ ଘୋଷାଣା…

କୋଭାକ୍ସିନର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କରୋନାର ବଢ଼ୁଥିବା ମାମଲା ଭିତରେ କୋଭିଡ୍ ଟିକା କୋଭାକ୍ସିନର ଦ୍ୱିତୀୟ ଡୋଜ୍ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ଏମ୍ସରେ ଦେଶୀ ଟିକା କୋଭାକ୍ସିନ୍ ନେବା ସହ ଲୋକଙ୍କୁ ଭ୍ୟାକ୍ସିନ୍ ନେବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । କହିଛନ୍ତି- ଭୂତାଣୁକୁ…

ବାଳକାଟିରୁ ୧ କିଲୋ ସୁନା ଜବତ

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ବାଳକାଟିରୁ ୧ କିଲୋ ସୁନା ଜବତ । ଚୋରି ସୁନା କିଣିବା ଅଭିଯୋଗରେ ସୁନା ଦୋକାନୀଙ୍କୁ ହେପାଜତକୁ ନେଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ସୁନା ଦୋକାନୀ ସୁଶାନ୍ତ ଦେଠୀଙ୍କୁ ପୋଲିସ ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ସୂଚନା…

ଭାରତରେ ଟି୨୦ ବିଶ୍ୱକପ ଆୟୋଜନ ନେଇ ଆଶଙ୍କା !

ନୂଆଦିଲ୍ଲୀ: କୋଭିଡ-୧୯ କେସ୍ ଦ୍ରୁତ ବେଗରେ ବଢ଼ିଥିବାରୁ ଭାରତରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ ନେଇ ଆଶଙ୍କା ବୃଦ୍ଧି ପାଇଛି । ବୁଧବାର ଆଇସିସି ସିଇଓ ଜେଫ ଆଲାର୍ଡାଇସ ଏ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଯଦି ଭାରତରେ ଏହା ଆୟୋଜିତ ହୋଇ ନ ପାରେ ତାହାହେଲେ ଏହାର ବିକଳ୍ପ ବ୍ୟବସ୍ଥା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ବିଜାପୁର ସହ କ’ଣ ରହିଛି ବିଜେପିର ସମ୍ପର୍କ ?

ଭୁବନେଶ୍ୱର: ସାରା ଦେଶରେ ଶୋକର ଛାୟା ଖେଳାଇଛି ବିଜାପୁର ବର୍ବରତା । ରକ୍ତାକ୍ତ ସଂଘର୍ଷରେ ସହିଦ ହୋଇଥିଲେ ୨୪ ଓ ଆହତ ୩୧ ଯବାନ । ଅନ୍ୟପଟେ ମାଓବାଦୀଙ୍କ କବଳରେ ଏବେ ବି ଜଣେ ଯବାନ ରହିଛନ୍ତି । ଅନ୍ୟପଟେ ଏହି ମାମଲାରେ ଜଣେ ବିଜେପି ନେତା ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ଚହଳ…

ଆସିକାର ପାଞ୍ଚଟି ପଞ୍ଚାୟତରେ ଲାଗିଲା ୧୪୪ ଧାରା

ଆସିକା : ରାଜ୍ୟରେ ଏବେ କାୟା ମେଲାଉଛି କରୋନା ସଂକ୍ରମଣ । ପଜିଟିଭ୍ ସଂଖ୍ୟା ବଢୁଥିବାରୁ ସରକାରଙ୍କ ଚିନ୍ତା ବି ବଢ଼ିଲାଣି । କିପରି ସଂକ୍ରମଣକୁ ରୋକାଯିବ ସେନେଇ କଡ଼ା ପଦକ୍ଷେପ ନେଉଛି ପ୍ରଶାସନ । ଏହି କ୍ରମରେ ଗଞ୍ଜାମ ଜିଲ୍ଲା ଆସିକାର ପାଞ୍ଚଟି ପଞ୍ଚାୟତରେ ଲାଗିଛି ୧୪୪ ଧାରା । ଏନେଇ…

କାର୍ଯ୍ୟସ୍ଥଳୀରେ ଟିକାକରଣକୁ କେନ୍ଦ୍ର ସରକାରଙ୍କ ଅନୁମତି

ନୂଆଦିଲ୍ଲୀ : ଦେଶରେ ଲଗାତର ଭାବେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା କମାଇବା ସହ କରୋନା ମୁକାବିଲା ପାଇଁ ଟିକାକରଣ ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଆଗାମୀ ଦିନରେ ଘରୋଇ ସଂସ୍ଥାରେ ଟିକାକରଣ କରାଯାଇପାରିବ । ଏଥିପାଇଁ କେନ୍ଦ୍ର ସରକାର ଅନୁମତି…

ମମତାଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ, ୪୮ ଘଂଟା ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ

କୋଲକାତା: ନିର୍ବାଚନ କମିଶନ ବୁଧବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୂଖ୍ୟ ମମତା ବାନାର୍ଜୀଙ୍କୁ ନୋଟିସ ଜାରୀ କରିଛନ୍ତି । ଧର୍ମକୁ ଆଧାର କରି ସେ ଭୋଟ ମାଗିଥିବାରୁ ଇସି ୪୮ ଘଂଟା ମଧ୍ୟରେ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଉତର ସନ୍ତୋଷଜନକ ନ ହେଲେ ତାଙ୍କ…