Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୪୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ, ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୨୪୬ କରୋନା ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ…

ଯବାନ ରାକେଶ୍ୱର ସିଂ ମାନହାସଙ୍କୁ ଫେରାଇ ଆଣିବାକୁ ଅନୁରୋଧ

ଭୁବନେଶ୍ୱର: ମୋ ବ।ପାଙ୍କୁ ଜଲ୍‌ଦି ଫେରାଇ ଆଣ.. . .କୋହଭରା କଣ୍ଠରେ ଆକୁଳ ହୋଇ କାନ୍ଦୁଛି କୁନି ଝିଅ । କିଛି ଦିନ ହେଲା ବ।ପାଙ୍କୁ ନଦେଖି ଝିଅର ଆଖିରେ ଲୁହ ରହୁନି । ସେପଟେ ଛାତିକୁ ପଥର କରି ପୁଅର ଫେରିବା ବାଟକୁ ଚାହିଁ ବସିଛି ମା’ । କେବେ ଫେରିବ ତାର ଅଲିଅଳ ପୁଅ , ଦିନ ବିତିଗଲାଣି…

ଭୁବନେଶ୍ବରରୁ ୧୦୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୦୩ ଜଣ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୨୪ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ, ୭୯ ଲୋକାଲ କେସ୍‌ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ଚିହ୍ନଟ…

ସାଇ ଭୋପାଳ କେନ୍ଦ୍ରରେ ୨୪ ଆଥଲେଟଙ୍କ ସମେତ ୩୬ କରୋନା ସଂକ୍ରମିତ

ଭୋପାଳ: ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ (ସାଇ)ର ଭୋପାଳ ସେଂଟରରେ ୨୪ ଆଥଲେଟଙ୍କ ସମେତ ୩୬ଜଣ କରୋନା ସଂକ୍ରମିତ ହୋଇଛନ୍ତି । ୩ ଏବଂ ୬ ଏପ୍ରିଲରେ କରାଯାଇଥିବା କୋଭିଡ-୧୯ ଟେଷ୍ଟରେ ଉପରୋକ୍ତ ଆଥଲେଟଙ୍କ ନମୁନା ପଜିଟିଭ ଆସିଥିଲା । ତେବେ ଏମାନଙ୍କ ମଧ୍ୟରେ ଅଲିମ୍ପିକ କ୍ୱାଲିଫାଇ କରିଥିବା…

ଚୀନର ଯୁଦ୍ଧ ଧମକକୁ ତାଇୱାନର ବେଖାତିର, ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବୁ !

ତାଇପେ: ଚୀନର ଯୁଦ୍ଧ ଧମକକୁ ତାଇୱାନ ବେଖାତିର ଭାବେ ଉତର ଦେଇଛି । ନିଶ୍ୱାସ ଥିବା ପର୍ଯ୍ୟନ୍ତ ଲଢ଼େଇ କରିବୁ ବୋଲି ବିଦେଶ ମନ୍ତ୍ରୀ ଜୋସେଫ ବୁ କହିଛନ୍ତି । ଏବେ କିଛି ଦିନ ହେବ ଚୀନ ଉଦ୍ଦେଶ୍ୟମୂଳକ ଭାବେ ତାଇୱାନ ସମୁଦ୍ର ସୀମା ନିକଟରେ ଜୋରଦାର ଅଭ୍ୟାସ ଜାରୀ ରଖିଛି । ଯାହା ଫଳରେ ଉଭୟ ଦେଶ…

ଛତିଶଗଡ଼ ରାୟପୁରରେ ଲକଡାଉନ୍

ରାୟପୁର : ଦେଶରେ ମୁଣ୍ଡ ଟେକୁଛି କରୋନା ସଂକ୍ରମଣ । ଦୃତ ଗତିରେ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ମୁକାବିଲା ପାଇଁ ପୁଣି ଥରେ ଫେରିଛି ଲକଡାଉନ । କରୋନାର ଦ୍ବିତୀୟ ଲହରରେ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ମୁକାବିଲା ପାଇଁ ବଡ଼ ପଦକ୍ଷେପ ଛତିଶଗଡ଼ ସରକାର । ଆସନ୍ତା ୯ ତାରିଖରୁ ରାଜ୍ୟର…

ସିଲ୍ ହେଲା ରାମ ମନ୍ଦିର କମ୍ୟୁନିଟି ହଲ୍

ଭୁବନେଶ୍ବର : ରାଜ୍ୟରେ ଦୃତ ଗତିରେ ବବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୦୦ ଅଧିକ ପଜିଟିଭ୍ । ସଂକ୍ରମଣକୁ ରୋକିବା ପାଇଁ ଚଢ଼ାଉ ଅଭିଯାନକୁ କଡ଼ାକଡି କରାଯାଉଛି । ଏହି କ୍ରମରେ ଆଜି ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି…

ନର୍ସିଂହୋମ, ଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ ସେଣ୍ଟରରେ ସିଏମସିର ଚଢ଼ାଉ

କଟକ : କରୋନା ପାଇଁ କଟକରେ କଠୋର ହୋଇଛି ସିଏମସି । ସାମାଜିକ ଦୂରତା ସହ ମାସ୍କ ଚେକିଂକୁ କଡ଼ାକଡ଼ି କରିଛି ଏନଫୋର୍ସମେଣ୍ଟ ଟିମ୍ । ରାଣୀହାଟ ଓ ମଙ୍ଗଳାବାଗ୍ ଅଞ୍ଚଳରେ ଥିବା ବିଭିନ୍ନ ନର୍ସିଂ ହୋମ୍, ଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଚଢାଉ କରିଛି ସ୍ବତନ୍ତ୍ର ସ୍କ୍ବାଡ । କରୋନା…

କାରରେ ଏକୁଟିଆ ଯାତ୍ରା କରୁଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏଣିକି କାରରେ ଏକୁଟିଆ ଯାତ୍ରା କରୁଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କାରକୁ ସର୍ବସାଧାରଣ ସ୍ଥାନ କହିବା…

ରାଜଧାନୀରୁ ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ମହିଳାଙ୍କ ସମେତ ୫ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଭୁବନେଶ୍ୱର ଘାଟିକିଆ ଅଞ୍ଚଳରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଚଢ଼ାଉ କରି ଜବତ କରିଛି ସ୍ପେଶାଲ୍ ସ୍କ୍ୱାଡ୍ । ପ୍ୟାକେଟରେ ଗଞ୍ଜେଇ ସବୁ ଭର୍ତ୍ତି କରାଯାଇଥିଲା । ଜବତ ଗଞ୍ଜେଇର ଓଜନ ପାଖାପାଖି ଦେଢ଼ କ୍ୱିଣ୍ଟାଏଲ ହେବ । ଏହି…