Latest Odisha News

BREAKING NEWS

Browsing Category

ଫିଚର

୭୩ବର୍ଷରେ ପାଦ ଥାପିଲା ଭୁବନେଶ୍ୱର, କରୋନା ପାଇଁ ଉତ୍ସବ ନାହିଁ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ୭୩ତମ ପ୍ରତିଷ୍ଠା ଦିବସ । ଆଜିର ଦିନରେ ଭୁବନେଶ୍ୱରକୁ ମିଳିଥିଲା ରାଜଧାନୀର ମାନ୍ୟତା । କରୋନା ଯୋଗୁ ଏବର୍ଷ ପ୍ରତିଷ୍ଠା ଦିବସ ନିରାଡମ୍ବର ଭାବରେ ପାଳନ ହୋଇଛି । ଏହି ଅବସରରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା…

ଭାରତକୁ ମିଳିଲା ତୃତୀୟ ଟିକା: ସ୍ପୁଟନିକ୍-Vର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଲା DCGI

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଖୁସି ଖବର । ମହାମାରୀ ସହ ଲଢ଼େଇରେ ଭାରତକୁ ମିଳିଲା ଆଉ ଗୋଟିଏ କରୋନା ଟିକା । ଋଷର ସ୍ପୁଟନିକ-V ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଗ୍ରୀନ୍ ସିଗନାଲ୍ ମିଳିଛି । ଗତକାଲି ସବଜେକ୍ଟ ଏକ୍ସପର୍ଟ କମିଟି ପରେ ଆଜି ଅନୁମତି ପ୍ରଦାନ କରିଛି ଡ୍ରଗ୍…

ମା’ ବୁଢ଼ୀ ଠାକୁରାଣୀ ଅସ୍ଥାୟୀ ମଣ୍ଡପର ଦୁଇ ପୂଜକ କରୋନା ପଜିଟିଭ୍, ସାଧାରଣ ଦର୍ଶନ ବାରଣ

ବ୍ରହ୍ମପୁର: ମା’ ବୁଢ଼ୀ ଠାକୁରାଣୀ ଯାତ୍ରାରେ ଦୁଇ ଜଣ ପୂଜକ କରୋନା ସଂକ୍ରମିତ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଅସ୍ଥାୟୀ ମଣ୍ଡପର ଦୁଇ ଜଣ ପୂଜକ । ଏହାପରେ ଯାତ୍ରାସ୍ଥଳ ଦେଶୀ ବେହେରା ସାହିକୁ ଜିଲ୍ଲା ପ୍ରଶାସନ ସିଲ କରିଛି । ସମ୍ପୃକ୍ତ ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା । ବୁଢ଼ୀ…

ବାଲେଶ୍ୱରରେ ମୁଖ୍ୟ ସଚିବ ଓ 5T ସଚିବ, ଉନ୍ନୟନମୂଳକ କାମର କଲେ ସମୀକ୍ଷା

ବାଲେଶ୍ୱର: ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ତାଙ୍କ ସହ 5T ସଚିବ ଭି. କେ. ପାଣ୍ଡିଆନ୍ ଓ ପୂର୍ତ୍ତ ସଚିବ କ୍ରିଷନ କୁମାର ମଧ୍ୟ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେମାନେ ବାଲେଶ୍ୱରରେ ବିଭିନ୍ନ ଉନ୍ନୟନମୂଳକ କାମ ସମୀକ୍ଷା…

ଓଡ଼ିଶାରୁ ୧,୭୮୪ କରୋନା ପଜିଟିଭ୍, ନୂଆପଡ଼ାରେ ସଂଖ୍ୟା ଟପିଲା ୩୦୦

ଭୁବନେଶ୍ୱର: ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ସଂକ୍ରମଣରେ ବ୍ରେକ ଲାଗୁନି । ରାଜ୍ୟରେ ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୭ଶହ ୮୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧ହଜାର ୩୫ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍…

ଶତକ ହାସଲରୁ ରାହୁଲ ବଂଚିତ: ରାଜସ୍ଥାନ ସମ୍ମୁଖରେ ୨୨୨ ରନର ବିଶାଳ ଲକ୍ଷ୍ୟ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ସୋମବାର ଲୋକେଶ ରାହୁଲ ଏବଂ ଦୀପକ ହୁଡାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପଞ୍ଜାବ କିଙ୍ଗସ ୨୨୨ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରଖିଛି । ଟସ୍ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ପଞ୍ଜାବ ୨୦…

ସୁପ୍ରିମକୋର୍ଟର ଅର୍ଦ୍ଧେକ କର୍ମଚାରୀ କରୋନା ଆକ୍ରାନ୍ତ !

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କରୋନା ତାର କାୟା ବିସ୍ତାର କରିଛି । ରିପୋର୍ଟ ମୁତାବକ ସୁପ୍ରିମକୋର୍ଟର ୫୦ ପ୍ରତିଶତରୁ ଅଧିକ କର୍ମଚାରୀ କରୋନା ପଜିଟିଭ ଅଛନ୍ତି । କୋର୍ଟର ନ୍ୟାୟିକ ପ୍ରକ୍ରିୟାରେ ଯେପରି ବାଧା ସୃଷ୍ଟି ନ ହେବ ସେଥିନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକାଂଶ କାର୍ଯ୍ୟ ଭିଡିଓ…

ମମତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଇସି, ୨୪ ଘଂଟା ପ୍ରଚାର କରି ପାରିବେନି

କୋଲକତା: ନିର୍ବାଚନ କମିଶନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମମତା ଏପ୍ରିଲ ୭ ଏବଂ ୮ ନିର୍ବାଚନ ରାଲୀରେ ମୁସଲିମ ଭୋଟକୁ ନେଇ ଜନତାଙ୍କୁ ଉସୁକାଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ଇସିଙ୍କ ମମତାଙ୍କଠାରୁ ଉତର ଚାହିଁଥିଲା । ମାତ୍ର…

ଅଲିମ୍ପିକ ଚାମ୍ପିୟନକୁ ହରାଇଲା ଭାରତୀୟ ହକି ଦଳ

ଭୁବନେଶ୍ୱର:ଏଫଆଇଏଚ ପ୍ରୋ ହକି ଲିଗରେ ଭାରତୀୟ ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । କ୍ରମାଗତ ଦ୍ୱିତୀୟ ଥର ଭାରତ ଅଲିମ୍ପିକ ଚାମ୍ପିୟନ ଆର୍ଜେଂଟିନାକୁ ୩-୦ ଗୋଲରେ ପରାସ୍ତ କରିଛି । ପୂର୍ବରୁ ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚରେ ଭାରତ ଶୁଟଆଉଟରେ ୩-୨ ଗୋଲରେ ବିଜୟୀ ହୋଇଥିଲା ।…

ରାଜସ୍ଥାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ସୋମବାର ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଶୃଙ୍ଖଳିତ ଦଳ ପଞ୍ଜାବ କିଙ୍ଗ୍‌ସକୁ ଭେଟିବ । ଟସ୍ ଜିତି ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁସାମସନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ଷ୍ଟିଭ ସ୍ମିଥଙ୍କ ସ୍ଥାନରେ ସେ ଏବେ ଦଳର ନେତୃତ୍ୱ ଭାର…