Latest Odisha News

BREAKING NEWS

Browsing Category

ଫିଚର

୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର, ଟିଟିଲାଗଡ଼ ସବୁଠୁ ତତଲା

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ୱସ୍ତି, ଆସୁଛି କାଳବୈଶାଖୀ ବର୍ଷା । ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଲାଗି ରହିଥିବା ବେଳେ ଆସନ୍ତା ୮ ତାରିଖରୁ ୧୧ ଯାଏ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଆଜି ରାଜ୍ୟର ୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ତତଲାଗଡ଼…

ମୋଇନ ଅଲୀ କ୍ରିକେଟର ନ ହୋଇଥିଲେ ଆତଙ୍କବାଦୀ ହୋଇଥାନ୍ତେ କହି ଅଡୁଆରେ ତସଲିମା

ନୂଆଦିଲ୍ଲୀ: ବିବାଦୀୟ ଲେଖିକା ତସଲିମା ନସରୀନ ପୁନର୍ବାର ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲୀ ଯଦି କ୍ରିକେଟ ଖେଳି ନ ଥାନ୍ତେ ତାହାହେଲେ ଆଇଏସଆଇଏସ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥାନ୍ତେ ବୋଲି କହିଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ତାଙ୍କୁ କଡା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ହିସାର ନା ରୋହତକରେ ହୋଇଥିଲା ମନୋହରଲାଲଙ୍କୁ କଳା ତେଲ ମାଡ ?

ଭୁୁବନେଶ୍ୱର: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଫିଙ୍ଗା ହୋଇଥିଲା କଳା ତେଲ । ଏହି ମାମଲାକୁ ନେଇ ସୋସିଆଲ ମିଡିଆରେ ଲୋକଙ୍କ ଅଜବ ଦାବି । ଅନ୍ୟପଟେ ଏକ ପୁରୁଣା ମାମଲା ସହ ଏହି ଘଟଣା ଯୋଡିଥିଲାବେଳେ ସାମ୍ନାକୁ ଆସିଛି ସତ କାହାଣୀ ।

କରୋନାରୁ ସୁସ୍ଥ ହେଲେ ଆଉ ୨୬୬ ଜଣ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୬୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୪୧୬କୁ ବୃଦ୍ଧି ପାଇଛି । ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ…

‘୪ ସପ୍ତାହ ମଧ୍ୟରେ ବିଶ୍ୱଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି’

ମସ୍କୋ:କରୋନା ମହମାରୀ ତାର ଦାଉ ସାଧୁଥିବା ବେଳେ ଏବେ ବିଶ୍ୱଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଏହା ଆମେ କହୁ ନାହୁଁ, ରୁଷିଆର ବରିଷ୍ଠ ମିଲିଟାରୀ ଆନାଲିଷ୍ଟ ପାଭେଲ ଫେଲଗେନହର କହିଛନ୍ତି । ଆଗାମୀ ୪ ସପ୍ତାହ ମଧ୍ୟରେ ବିଶ୍ୱ ଏକ ଭୀଷଣ ଯୁଦ୍ଧକୁ ସାମ୍ନା କରିବାକୁ ଯାଉଛି । ତେବେ…

ରାଜଧାନୀରେ ଶହେ ଟପିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ଏପ୍ରିଲରେ ପ୍ରତିଦିନ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଘଟୁଛି । ଗତକାଲି ରାଜଧାନୀରୁ ୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ସଂଖ୍ୟା ଶହେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଏମସି ଅଞ୍ଚଳରୁ ୧୦୧ଟି କୋଭିଡ୍ ପଜିଟିଭ୍ ମାମଲା ଚିହ୍ନଟ ହୋଇଛି । ସେଥି ମଧ୍ୟରୁ ୨୧ଟି…

ପଶ୍ଚିମ ଓଡ଼ିଶା ଯିବାକୁ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ଛତିଶଗଡ଼କୁ ଲାଗି ରହିଥିବା ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ମୁଖ୍ୟତଃ କରୋନା ସଂକ୍ରମଣ ମାମଲା ବଢ଼ିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାବ୍ୟକ୍ତ କରିଛନ୍ତି । ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବାରୁ ମୁଖ୍ୟ ଶାସନ ସଚିବ,…

ଦ୍ରୁତ ଗତିରେ ବ୍ୟାପୁଛି କରୋନାର ଦ୍ୱିତୀୟ ଲହର, ଆଗାମୀ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ: କେନ୍ଦ୍ର

ନୂଆଦିଲ୍ଲୀ: ଦିନକୁ ଦିନ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମଙ୍ଗଳବାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୯୬ ହଜାର ଟପିଛି । ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତାବ୍ୟକ୍ତ କରିବା ସହ ଆଗାମୀ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଆମେରିକା ପରେ ଭାରତ ଦୈନିକ ୧ ଲକ୍ଷ…

ମୁମ୍ବାଇ ଇଣ୍ଡିଆନ୍ସର କିରନ ମୋରେଙ୍କୁ କରୋନା

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଟ୍ୟାଲେଂଟ ସ୍କାଉଟ କିରନ ମୋରେ କରୋନା ସଂକ୍ରମିତ ହୋଇଛନ୍ତି । ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଏ ନେଇ ସୂଚନା ଦେଇଛି । ଆଇପିଏଲକୁ ଆଉ ହାତ ଗଣତି ଦିନ ରହିଛି । ମୋରେଙ୍କ ନିକଟରେ କୌଣସି ଲକ୍ଷଣ ଦେଖା ଯାଉ ନ ଥିଲେ ମଧ୍ୟ ତାଙ୍କ ଟେଷ୍ଟ ପଜିଟିଭ ଆସିଛି ବୋଲି…

ରାଜଧାନୀର ଗୋଟିଏ ଆପାର୍ଟମେଣ୍ଟରୁ ୧୦ ପିଜିଟିଭ୍ ଚିହ୍ନଟ, ସିଲ୍ ହେଲା ଆପାର୍ଟମେଣ୍ଟ

ଭୁବନେଶ୍ୱର: ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ପରେ ବିଏମସି ଭୁବନେଶ୍ୱର ଟଙ୍କପାଣି ରୋଡ୍‌ସ୍ଥିତ ତରୁ ଆପାର୍ଟମେଣ୍ଟକୁ ସିଲ୍ କରି ଦେଇଛି । ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଆପାର୍ଟମେଣ୍ଟକୁ ସିଲ୍ କରାଯାଇଛି । ଏହି ସମୟରେ ଆପାର୍ଟମେଣ୍ଟ ଭିତରୁ ବାହାରକୁ କେହି ଯାଇପାରିବେ ନାହି…