Latest Odisha News

BREAKING NEWS

Browsing Category

ଫିଚର

ତହସିଲଦାରଙ୍କ ଠାରୁ ୧ ଲକ୍ଷରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ତହସିଲଦାର । ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାଏକଙ୍କ ଠାରୁ କଟକ ଭିଜିଲାନ୍ସ ଡିଭିଜନ ନଗତ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରିଛି । ତହସିଲଦାର ବିଚିତ୍ରାନନ୍ଦ ଘରକୁ ଯାଉଥିବା ବେଳେ ଅପରାହ୍ଣ ପ୍ରାୟ ୩ଟା ୩୦ ସମୟରେ ଏତେ ପରିମାଣର ଟଙ୍କା ତାଙ୍କଠାରୁ ମିଳିଛି ।…

ଟୋକିଓ ଅଲିମ୍ପିକ୍ସରୁ ଓହରିଲା ଉତର କୋରିଆ

ଟୋକିଓ: ଆଗାମୀ ଟୋକିଓ ଅଲିମ୍ପିକ୍ସରୁ ଉତର କୋରିଆ ଓହରିଯାଇଛି । କରୋନାର ପ୍ରକୋପ ପୁନର୍ବାର ବଢ଼ୁଥିବାରୁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ୧୯୮୮ ଶୀତଯୁଦ୍ଧ ପରେ ପ୍ରଥମ ଥର ପାଇଁ ଉତର କୋରିଆ ଅଲିମ୍ପିକ୍ସରୁ ଓହରିଛି । ଜାପାନର ଅଲିମ୍ପିକ ମନ୍ତ୍ରୀ ତାମାୟୋ ମାରୁକାୱା କହିଛନ୍ତି, ଏ…

ୱାଙ୍ଖେଡ ଷ୍ଟାଡିୟମର ୩ ଗ୍ରାଉଣ୍ଡ ଷ୍ଟାଫଙ୍କୁ କରୋନା

ମୁମ୍ବାଇ: ଆଇପିଏଲର ଆଗାମୀ ସଂସ୍କରଣ ପୂର୍ବରୁ ମଙ୍ଗଳବାର ଆଉ ୩ଜଣ ୱାଙ୍ଖେଡ ଷ୍ଟାଡିୟମ ଷ୍ଟାଫ କରୋନା ସଂକ୍ରମିତ ହୋଇଛନ୍ତି । ମୁମ୍ବାଇ କ୍ରିକେଟ ଆସୋସିଏଶନ ଏହି ୩ଜଣ ଗ୍ରାଉଣ୍ଡ ଷ୍ଟାଫ କରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ କରିଛି । ଯାହା ଫଳରେ ଚିନ୍ତା ବଢ଼ିଛି । ପୂର୍ବରୁ ଆଉ ୧୦ ଷ୍ଟାଫ ଏହି…

ସିଲିକନ୍ ଇନିଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ରେଡ୍ କରୁଛି ବିଏମସି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍ ହେଲା ଭୁବନେଶ୍ୱରରେ ଥିବା ସିଲିକନ୍ ଇନିଷ୍ଟିଚ୍ୟୁଟ୍ । ବିଏମସି ଆଜି ସିଲ୍ କରିଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସିଲିକନ୍…

ଟିକାର ଘୋର ଅଭାବ: ବ୍ରହ୍ମପୁରରେ କିଛି ସେଣ୍ଟରରେ ଟିକାକରଣ ବନ୍ଦ !

ବ୍ରହ୍ମପୁର: ଟିକା ନଥିବାରୁ ବନ୍ଦ ରହିବ ଟିକାକରଣ । ବ୍ରହ୍ମପୁରରୁ ଏଭଳି ଏଭଳି ଚିତ୍ର ସାମନାକୁ ଆସିଛି । ଟିକା ନଥିବାରୁ ସହରର କିଛି ସଂଣ୍ଟରରେ ଟିକାକରଣ ବନ୍ଦ ରହିବ । ଏନେଇ ଟିକାକରଣ କେନ୍ଦ୍ରରେ ସୂଚନା ଫଳକ ଲାଗିଛି । ଯେଉଁଠାରେ ଲେଖାଅଛି, ଟିକା ନଥିବାରୁ ଟିକାକରଣ ପ୍ରକ୍ରିୟା ବନ୍ଦ ରହିବ…

ଚେନାବ ନଦୀରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ‘ଆର୍କ୍ ବ୍ରିଜ୍’, ଏଫିଲ୍ ଟାଓ୍ବାରରୁ ବି ଉଚ୍ଚ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ନିର୍ମାଣ କରାଯାଉଛି। ଯାହାର ନାମ ରହିଛି "ଆର୍କ୍ ବ୍ରିଜ୍"। ୧୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ଭାରତର ସବୁଠାରୁ ବଡ ରେଳ ପ୍ରକଳ୍ପ। କେବଳ ଏତିକି ନୁହେଁ ନଦୀ ପତ୍ତନଠାରୁ ୩୫୯ ମିଟର ଉଚ୍ଚରେ ଏହି…

ଦିଲ୍ଲୀରେ ଲାଗିଲା ନାଇଟ୍ କର୍ଫ୍ୟୁ, ଆଜିଠୁ ଏପ୍ରିଲ ୧୦ ଯାଏ ବଳବତ୍ତର

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଲାଗିଲା ନାଇଟ୍ କର୍ଫ୍ୟୁ । ସଂକ୍ରମଣ ବଢୁଥିବାରୁ ଦିଲ୍ଲୀରେ ତତ୍କାଳ ରାତ୍ରକାଳୀନ କର୍ଫ୍ୟୁ ଜାରି ହୋଇଛି । ଆଜି ରାତି ୧୦ଟାରୁ ଲାଗୁ ହେବ । ଏପ୍ରିଲ ୩୦ ତାରିଖ ଯାଏ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗିବ । ଜରୁରୀ କାମ ନଥିଲେ ଘରୁ ନବାହାରିବା…

ରାଜ୍ୟରେ ଟିକାର ନିଅଣ୍ଟିଆ ସ୍ଥିତି: ଅଧିକ ନଆସିଲେ ବାଧାପ୍ରାପ୍ତ ହେବ ଟିକାକରଣ

ଭୁବନେଶ୍ୱର: ସେକେଣ୍ଡ ଓ୍ୱେଭ ସାଂଘାତିକ ହେଉଥିବା ବେଳେ ଜୋରଦାର ହୋଇଛି ଟିକାକରଣ ଅଭିଯାନ । ଏବେ ଓଡ଼ିଶାରେ ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି । ଟିକାକରଣ ତ୍ୱାରାନ୍ୱିତ ହୋଇଥିବା ବେଳେ ରାଜ୍ୟରେ ନିଅଣ୍ଟିଆ ସ୍ଥିତି ସ-ଷ୍ଟି ହୋଇଛି । ଆଜି ଅପରାହ୍ନରେ ୩ ଲକ୍ଷ ୪୯ ହଜାର ଟିକା ପହଞ୍ଚିବ…

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି. ରମନା, ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନ୍. ଭି. ରମନା । ତାଙ୍କ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୩ ତାରିଖରେ ଅବସର ନେବେ ପ୍ରଧାନ…

ଭବାନୀପାଟଣାରେ ସାପ୍ତାହିକ ହାଟ ବନ୍ଦ କଲା ପ୍ରଶାସନ

ଭବାନୀପାଟଣା: କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ଯୋଗୁଁ କଳାହାଣ୍ଡି ପ୍ରଶାସନ ପକ୍ଷରୁ ଭବାନୀପାଟଣାରେ ସାପ୍ତାହିକ ହାଟ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ଏହି କଟକଣା ଜାରି ରହିବ। ଜିଲ୍ଲାପାଳ ଗଭଲି ପରାଗ ହର୍ଷଦ କହିଛନ୍ତି ଯେ ପଡୋଶୀ ରାଜ୍ୟରେ କରୋନା ମାମଲା…