Latest Odisha News

BREAKING NEWS

Browsing Category

ଫିଚର

ରାଇନାଙ୍କ ଅର୍ଦ୍ଧଶତକ, ଧୋନୀ ଫେଲ୍‌: ଦିଲ୍ଲୀ ସମ୍ମୁଖରେ ୧୮୯ ରନର ଟାର୍ଗେଟ ରଖିଲା ଚେନ୍ନାଇ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଶନିବାର ଅନୁଷ୍ଠିତ ମୁକାବିଲାରେ ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ୧୮୯ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ରଖିଛି । ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ ।…

କୁଖ୍ୟାତ ଅପରାଧୀ ହାଇଦର ଫେରାର

କଟକ : ପୋଲିସକୁ ଚକମା ଦେଇ କୁଖ୍ୟାତ ଅପରାଧୀ ହାଇଦର ଫେରାର । କଟକ ଏସିସିବି ମେଡିକାଲରୁ ଚିକିତ୍ସାଧିନ ଅବସ୍ଥାରେ ଫେରାର ହୋଇଛି ହାଇଦର । ଏନେଇ ପୋଲିସ ଡିଜି ସ୍ପଷ୍ଟ କରିଛନ୍ତି । ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ପରେ ତାକୁ ଧରିବା ପାଇଁ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ । ଏକାଧିକ…

ଭାରତ-ଚୀନ ୧୧ତମ କମାଣ୍ଡରସ୍ତରୀୟ ବୈଠକ: ସୈନ୍ୟ ଅପସାରଣ କରିବାକୁ ଡ୍ରାଗନ ମନା କଲା

ନୂଆଦିଲ୍ଲୀ: ଭାରତ-ଚୀନ ୧୧ତମ କମାଣ୍ଡରସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଡ୍ରାଗନର ଏକଚାଟିଆ ନୀତି ଯୋଗୁ ବୈଠକ ବିଶେଷ ଫଳପ୍ରଦ ହୋଇ ନ ଥିଲା । ପୂର୍ବ ଲଦାଖର ଗୋଗ୍ରା ଏବଂ ହଟ ସ୍ପ୍ରିଙ୍ଗସ ସଂଘର୍ଷ ସ୍ଥାନରୁ ସୈନ୍ୟ ହଟାଇବା ପାଇଁ ଚୀନ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲା । ଲଦାଖର…

ଫୁରସତରେ ଚା’

ଜୀବନର ବ୍ୟସ୍ତତା ଭିତରେ ଟିକେ ଫୁରସତ ଦରକାର । ଆଉ ସେହି ଫୁରସତରେ ନିହାତି ଭାବେ ନିଜକୁ ତାଜା ରଖିବା ଜରୁରୀ । ଆଉ ଏନେଇ ସକାଳ ହେଉ କି ସଂଧ୍ୟା ଦରକାର ଚା’ କପ୍‌ଟିଏ । ଆଜିକାଲି ରାସ୍ତାକଡରେ ବିଭିନ୍ନ ଟି ଷ୍ଟଲ ଗୁଡିକରେ ଭେରାଇଟି ଚା’ସବୁ ମିଳୁଛି । ହେଲେ ସେହି ଚା’ଭିତରେ ତନ୍ଦୁରୀ ,…

ମହିଳା ରେସଲିଂ: ସୋନମ, ଅଂଶୁଙ୍କୁ ଟୋକିଓ ଅଲିମ୍ପିକ ଯୋଗ୍ୟତା, ସାକ୍ଷୀଙ୍କ ଆଶା ଧୂଳିସାତ୍‌

ନୂଆଦିଲ୍ଲୀ: ଭାରତର ମହିଳା ରେସଲର ସୋନମ ମଲିକ ଓ ଅଂଶୁ ମଲିକ ଟୋକିଓ ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି । ତେବେ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ ଯୋଗ୍ୟତା ହାସଲ କରିପାରି ନାହାନ୍ତି । କାଜକସ୍ତାନରେ ଚାଲିଥିବା ଏସିଆନ୍ ଅଲିମ୍ପିକ କ୍ୱାଲିଫିକେଶନର ୬୨ କିଗ୍ରା ବିଭାଗର…

ଆଭେଞ୍ଜର୍ସ ଏଣ୍ଡଗେମକୁ ପଛରେ ପକାଇଲା ଅବତାର, ଚୀନରେ ରି ରିଲିଜରେ ୨ ଦିନରେ ଆୟ କରିଛି ୯୦ କୋଟି !

ମୁମ୍ବାଇ: ବଲିଉଡରେ ୧୦୦, ୨୦୦ ଓ ୩୦୦ କୋଟି ଆୟକୁ ଏବେ ବହୁତ ବଡ ବ୍ୟବସାୟ ବୋଲି ଭାବି ନେଇଛି । ତେବେ ହଲିଉଡର ଶ୍ରେଷ୍ଠ ଆୟକାରୀ ଫିଲ୍ମରେ ପୁଣି ବାଜି ମାରିଛି ଅବତାର । ଚୀନରେ ଏବେ ଏହି ଫିଲ୍ମର ରି ରିଲିଜ କରାଯାଇଥିଲା । ମାତ୍ର ୨ ଦିନରେ ଅବତାର ୯୦ କୋଟି ଟଙ୍କା ଆୟ କରି ଆଭେଞ୍ଜର୍ସ…

କରୋନାରୁ ସୁସ୍ଥ ହେଲେ ଆଉ ୪୦୩ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଦୃତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୩୭୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ସୁସ୍ଥ ହୋଇଚନ୍ତି ୪୦୩ ଜଣ ଆକ୍ରାନ୍ତ । ସମସ୍ତେ ସୁସ୍ଥ ହେବା ପରେ ହସପିଟାଲରୁ ଡିସଚାର୍ଜ କରାଯାଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।…

ବକ୍ସ ଅଫିସ କଲେକ୍ସନରେ ମାଷ୍ଟରକୁ ପଛରେ ପକାଇଲା ପବନ କଲ୍ୟାଣଙ୍କ ଓକିଲ ସାବ

ମୁମ୍ବାଇ: ସାଉଥ ସୁପରଷ୍ଟାର ପବନ କଲ୍ୟାଣ ଅଭିନୀତ ଓକିଲ ସାବ ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଛି । ଏପରିକି ବିଜୟଙ୍କ ମାଷ୍ଟର ଫିଲ୍ମକୁ ମଧ୍ୟ ଏହା କଲେକ୍ସନରେ ପଛରେ ପକାଇ ଦେଇଛି । ଲକଡାଉନ ପରେ ମାଷ୍ଟର ଫିଲ୍ମର ଓପିନଂ କଲେକ୍ସନ ରେକର୍ଡକୁ ଓକିଲ ସାବ ଭାଙ୍ଗିଛି । ମାଷ୍ଟର ଫିଲ୍ମ ୩୫…

୬ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ତାଳଚେର ପୋଲିସ

ଅନୁଗୁଳ : ତାଳଚେର ପୋଲିସ ହାତରେ ବ୍ରାଉନସୁଗାର ବେପାରୀ । ବ୍ରାଉନସୁଗାର ବିକ୍ରି କରିବା ସମୟରେ ୬ ଜଣ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି ତାଳଚେର ପୋଲିସ । ସେମାନଙ୍କଠାରୁ ୧୩ ଗ୍ରାମର ଧଳା ଜହର ଜବତ ହୋଇଛି । ଏଥିସହ ସେମାନଙ୍କ ପାଖରୁ ବିପୁଳ ପରିମାଣର ଧଳା ଜହର ଜବତ କରିଛି ପୋଲିସ ।…

ଗିରଫ ହେଲେ କୋଟିପତି କିରାଣି

ଭୁବନେଶ୍ବର : ଗିରଫ ହେଲେ କୋଟିପତି କିରାଣି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କିରାଣି ଦିଲ୍ଲୀପ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଦିଲ୍ଲୀପଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।…