Latest Odisha News

BREAKING NEWS

Browsing Category

ଫିଚର

ଅପରେସନ୍ ହାଇଦର: ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ ପୋଲିସ ଡିଜି

ଭୁବନେଶ୍ୱର: କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ହାଇଦର ? ତାକୁ ଧରିବା ପାଇଁ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଚାଲିଛି । ବୈଠକରେ ଉପସ୍ଥିତ ଅଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ରେଞ୍ଜ ଡିଆଇଜି ଜୟ…

ବାଇକକୁ ପିଟିଲା ଟ୍ରକ: ଦମ୍ପତି ମୃତ, ଝିଅ ଗୁରୁତର

ଯାଜପୁର: ବାଇକକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଦମ୍ପତି ମୃତ । ୮ ବର୍ଷର ଝିଅ ଗୁରୁତର ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥର ନେଉଳପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ବାଇକରେ ସ୍ୱାମୀ-ସ୍ତ୍ରୀ ଓ ଝିଅ ଯାଉଥିବା ବେଳେ ଧକ୍କା ଦେଇଥିଲା ଟ୍ରକ ।…

ଟେନସନ୍ ଦେଉଛି ଛତିଶଗଡ଼: ସୀମାନ୍ତବର୍ତ୍ତୀ ଓଡ଼ିଶାର ୮ ଜିଲ୍ଲାରେ ମାଡୁଛି ମହାମାରୀ

ଭୁବନେଶ୍ୱର: ଓଡ଼ିଶାକୁ ଘାରିଛି ଛତିଶଗଡ଼ ଟେନସନ୍ । ସେଠି ବ୍ୟାପୁଛି ମହାମାରୀ । ଓଡ଼ିଶାରେ ବଢୁଛି ଦୈନିକ ସଂକ୍ରମଣ । ସୀମାନ୍ତ ୮ ଜିଲ୍ଲାରେ ଉପରମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଛତିଶଗଡ଼ରୁ ଚିହ୍ନଟ ହୋଇଛନ୍ତି ୧୧ ହଜାରରୁ ଅଧିକ ଆକ୍ରାନ୍ତ । ଏହି ସମୟରେ ଓଡ଼ିଶାରୁ…

ମହାରାଷ୍ଟ୍ରରେ ଲାଗିବ ଲକଡାଉନ୍ ? ଆଜି ଟାକ୍ସଫୋର୍ସ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ମୁମ୍ୱାଇ: ମହାରାଷ୍ଟ୍ରରେ ସଂକ୍ରମଣ ମହାରୂପ ଧାରଣ କରିଛି । ଦୈନିକ ୫୦ ହଜାରରୁ ଅଧିକ ସଂକ୍ରମିତ ହେଉଛନ୍ତି । ନିୟନ୍ତ୍ରଣ ବାହାରକୁ ଯାଉଛି ସ୍ଥିତି । ରାଜ୍ୟରେ ଲକଡାଉନ୍ ଲାଗୁ ହେବ କି ? ଏସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଆଜି…

ସୋପିଆନରେ ପୁଣି ଏନକାଉଣ୍ଟର, ଟଳିଲେ ୨ ଆତଙ୍କୀ

ସୋପିଆନ୍: ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର । ସୋପିଆନରେ ଆତଙ୍କାବୀଦ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିପେ ନିହତ ହୋଇଛନ୍ତି ଦୁଇ ଜଣ ଆତଙ୍କବାଦୀ । ମୃତ ଆତଙ୍କବାଦୀଙ୍କ ପରିଚୟ ମିଳି ପାରି ନାହିଁ । ତେବେ ସେମାନେ ଅଲ୍-ବଦ୍ରି ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣା…

ଆଜି ରାଜ୍ୟରୁ ୧୩୭୯ କରୋନା ପଜିଟିଭ୍, ଏସବୁ ଜିଲ୍ଲାରେ ବଢ଼ିଛି

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୩ଶହ ୭୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୮୦୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୭୧ଟି । ଆଜି ୩୦ଟି ଯାକ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ…

ଅପରେନସ୍ ହାଇଦର: କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ? ଖୋଜୁଛି ପୋଲିସର ୪ଟି ଟିମ୍

ଭୁବନେଶ୍ୱର: ପୋଲିସକୁ ଚକମା ଦେଇ କଟକ ଏସସିବିରୁ ଚମ୍ପଟ ମାରିଥିବା ଗ୍ୟାଙ୍ଗଷ୍ଟାର ହାଇଦର କେଉଁଠୁ ଲୁଚିଛି ? ତାକୁ ଖୋଜୁଛି ପୋଲିସ । ଗତକାଲିଠାରୁ ଏଯାଏ କୌଣସି ପତ୍ତା ମିଳିନି । ହାଇଦରକୁ ଖୋଜିବା ପାଇଁ ୪ଟି ସ୍ପେଶାଲ୍ ଟିମ୍ ଗଠନ କରାଯାଇଛି । ରେଲ୍‌ୱେ ଷ୍ଟେସନ, ବିମାନ ବନ୍ଦର,…

ଆଜିଠାରୁ ଦେଶବ୍ୟାପୀ ୫ଦିନିଆ ଟିକା ଉତ୍ସବ, ଅଧିକରୁ ଅଧିକ ଟିକାକରଣ ଲକ୍ଷ୍ୟ

ନୂଆଦିଲ୍ଲୀ: ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଉଛି ପାଞ୍ଚ ଦିନିଆ ଟିକା ଉତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଆସନ୍ତା ୧୪ ତାରିଖ ଯାଏ ଚାଲିବ । ଦେଶର ସବୁ ରାଜ୍ୟରେ ଏହି ଟିକା ଉତ୍ସବ ପାଳନ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ଏହି…

ଅନୁଗୁଳରୁ ବଡ଼ ଧରଣର ରାକେଟର ପର୍ଦ୍ଦାଫାଶ, ନକଲି ଡିଏଲ୍, ପ୍ୟାନ କାର୍ଡ ଜବତ

ଅନୁଗୁଳ : ଅନୁଗୁଳ ପୋଲିସକୁ ସଫଳତା । ପୋଲିସ ପଞ୍ଝାରେ ପଡ଼ିଛି ବଡ଼ ଧରଣର ରାକେଟ୍ । ନକଲି ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ, ଆଧାର କାର୍ଡ ଓ କୋଇଲା ଟ୍ରାଞ୍ଜିଟ ପାସ ରାକେଟର ପର୍ଦାଫାଶ କରିଛି ତାଳଚେର କୋଲିୟାରି ପୋଲିସ । ତାଳଚେର ସହରର ତିନୋଟି ଜେରକ୍ସ ଦୋକାନରେ ଏହି ନକଲି…

ଭୁବନେଶ୍ବରରୁ ୧୭୧ ନୂଆ କରୋନା ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଖ୍ୟାରେ ଦ୍ରୁତ ବୃଦ୍ଧି ଘଟୁଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୭୧ କରୋନା ଆକ୍ରାନ୍ତ । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ, ୧୨୬ ଜଣ ଲୋକାଲ କେସ୍ । ଏନେଇ ଟ୍ବିଟ୍ କରି ସୂଚନା…