Latest Odisha News

BREAKING NEWS

Browsing Category

ଫିଚର

ପୁଣି ମାତିଲେ ମାଓବାଦୀ, ଅଳ୍ପକେ ବର୍ତ୍ତିଲେ ଆଇଟିବିପି ଯବାନ !

ମାଲକାନଗିରି: ଛତିଶଗଡ ବିଜାପୁରରେ ସହିଦଙ୍କ ଜୁଇର ନିଆଁ ନଲିଭୁଣୁ, ପୁଣିଥରେ ସକ୍ରିୟ ହୋଇଛନ୍ତି ମାଓବାଦୀ । ଏକ ବଡ ଟାର୍ଗେଟରୁ ଅଳ୍ପକେ ବର୍ତ୍ତିଲେ ଯବାନ । ଛତିଶଗଡ କୁଶନାଡ କ୍ୟାମ୍ପର ୫୩ ବାଟାଲିୟନର ଆଇଟିବିପି ଯବାନମାନେ କୁମ୍ବିଂ ଅପରେସନରେ ଥିଲେ । ସେହି ସମୟରେ ମାଓବାଦୀମାନେ ସେମାନଙ୍କୁ…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ୫ ମୃତ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ପୁନର୍ବାର ହିଂସା ଘଟିବା ସହ ୫ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । କ୍ଷମତା ବଜାୟ ରଖିବା ଏବଂ ହାସଲ ନେଇ ପାର୍ଟିଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦିତା ଗଣତନ୍ତ୍ରକୁ ବଦନାମ କରୁଛି । ରିପୋର୍ଟ ମୁତାବକ କୁଚବିହାର ଅଂଚଳର ଜୋର ପାଟକିରେ ଟିଏମସି ଓ ବିଜେପି କର୍ମୀ…

ଆଇପିଏଲ: ଆଜି ଧୋନୀ ବନାମ ପନ୍ତ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଜିର ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି । ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଅବଶ୍ୟ ଧୋନୀଙ୍କ ତୁଳନାରେ ପନ୍ତଙ୍କୁ ଏହି ମ୍ୟାଚରେ ବହୁତ…

ଆଉ ୨ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୨୬କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ମୃତ୍ୟୁସଂଖ୍ୟା ପ୍ରଥମ ଲହର ଅପେକ୍ଷା କମ୍ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୭୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା । ଆଉ ୨ କରୋନା ମୃତ୍ୟୁକୁ ମିଶାଇ ରାଜ୍ୟରେ କୋଭିଡ୍ ମୃତ୍ୟୁସଂଖ୍ୟା…

କଳାହାଣ୍ଡି ଓ ନୂଆପଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ACS

କଳାହାଣ୍ଡି: ଛତିଶଗଡ଼ ସୀମାନ୍ତବର୍ତ୍ତୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ଚାଲିଛି । ନିକଟରେ କରୋନା ସ୍ଥିତି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ପଶ୍ଚିମ ଓଡ଼ିଶା ଗସ୍ତ କରି ସ୍ଥିତି ଅନୁଧ୍ୟାନ…

ଚିଲିକାରେ ଇରାଓ୍ବାଡି ଡ଼ଲଫିନ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର: ଗତ ବର୍ଷ ଠାରୁ ଚଳିତ ଥର ଚିଲିକାରେ ଇରୱାଡି ଡଲଫିନ୍ ସଂଖ୍ୟାରେ ବହୁ ମାତ୍ରାରେ ବୃଦ୍ଧି ଘଟିଛି। ୨୦୨୦ ରେ ୧୪୬ ରହିଥିବା ବେଳେ ୨୦୨୧ ରେ ଏହି ସଂଖ୍ୟା ୧୬୨ କୁ ବୃଦ୍ଧି ପାଇଛି। ଫେବୃଆରୀରେ ଚିଲିକା ବିକାଶ ପ୍ରାଧିକରଣ (ସିଡିଏ) ଏବଂ ଷ୍ଟେଟ ୱାଇଲ୍ଡ ଲାଇଫ ୱିଙ୍ଗ ଦ୍ୱାରା…

ଜେଲରେ ପଶିଲା କରୋନା, ୧୬ କଏଦୀ ସଂକ୍ରମିତ

ବାରିପଦା: ଉତ୍ତର ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଜେଲରେ ପଶିଛି କରୋନା । ରାଇରଙ୍ଗପୁର ଉପକାରାଗାରର ୧୬ ଜଣ ଅନ୍ତେବାସୀ କୋଭିଡ୍ ସଂକ୍ରମିତ ଟିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ୨୬ଟି ନମୁନା ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠା ଯାଇଥିବା ବେଳେ…

SCB ମେଡିକାଲ ନର୍ସିଂ କଲେଜ ଅନ୍ୟାଦେଶ ଯାଏ ବନ୍ଦ

କଟକ: ଏସସିବି ମେଡିକାଲ ନର୍ସିଂ କଲେଜ ବନ୍ଦ । ଅନ୍ୟାଦେଶ ଯାଏ ବନ୍ଦ ରହିବ । କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନିର୍ଦ୍ଦେଶରେ ବନ୍ଦ ରହିବ ନର୍ସିଂ କଲେଜ । ଆଜି ସଂଧ୍ୟା ୫ଟା ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ଅନ୍ତେବାସୀଙ୍କୁ…

୭୦ ଦିନରେ ରାଜ୍ୟରେ ଦିଆଯାଇଛି ୪୦ ଲକ୍ଷ ଡୋଜ୍ ଟିକା

ଭୁବନେଶ୍ୱର: ଜାନୁଆରୀ ୧୬ ରାଷ୍ଟ୍ରୀୟ ଟିକାକରଣ ଦିବସରୁ ଆରମ୍ଭ ହୋଇଥିବା ଟିକାକରଣ ରାଜ୍ୟରେ ଜାରି ରହିଛି । ଏପ୍ରିଲ୍ ୯ ସୁଦ୍ଧା ୭୦ ଦିନ ଭିତରେ ଓଡ଼ିଶା ୪୦ ଲକ୍ଷ ଡୋଜ୍ କୋଭିଟ୍ ଟିକା ଦେଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେବା ସହ ଏଥିପାଇଁ…

କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୪ ମୃତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁର ସହରର ୱେଲଟ୍ରିଟ୍ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ କିଛି ଜଣ ଆହତ ହୋଇଛନ୍ତି । ଏହାକୁ ନେଇ ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ…