Latest Odisha News

BREAKING NEWS

Browsing Category

ଫିଚର

ବିଧାନସଭା ଗାନ୍ଧି ମୂର୍ତ୍ତି ତଳେ ରାତି ସାରା ଧାରଣା ଦେଲେ ବିଜେପି ବିଧାୟକ

ଭୁବନେଶ୍ୱର: ବାଚସ୍ପତିଙ୍କୁ ବିରୋଧ କରି ବିଧାନସଭା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିଜେପି ବିଧାୟକଙ୍କ ଧାରଣା । ସାରା ରାତି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଲେ ବିଜେପି ବିଧାୟକ । ଶନିବାର ବାଚସ୍ପତିଙ୍କ ଉପରକୁ ବିଜେପି ବିଧାୟକ ଇୟରଫୋନ୍, ଡଷ୍ଟବିନ୍ ସହ ଚପଲ ଫିଙ୍ଗିଥିଲେ…

ଆଜିଠୁ ସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: କୋଭିଡ୍ ସଂକ୍ରମଣ ପୁଣି ବଢ଼ିବା ପରେ ଶ୍ରୀମନ୍ଦିର ପ୍ରଶାସନ ପୁଣି ଥରେ ଏସଓପି ଜାରି କରିଛି । ନୂଆ ଏସଓପି ଅନୁସାରେ ଏଣିକି ରବିବାର ଶ୍ରୀମନ୍ଦିରରେ ବନ୍ଦ ରହିବ ଦର୍ଶନ । ଆଜିଠୁ ପ୍ରତି ରବିବାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇ ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ ।…

ଆଇପିଏଲରେ ବୋଲିଂ ରେକର୍ଡ: ଅମିତ ହ୍ୟାଟ୍ରିକ କିଙ୍ଗ, ମାଲିଙ୍ଗା ଶୀର୍ଷରେ

ଭୁବନେଶ୍ୱର: ଆଇପିଏଲ ଆଗାମୀ ସଂସ୍କରଣର ରୋମାଂଚ ଧିରେ ଧିରେ କ୍ରିକେଟପ୍ରେମୀଙ୍କୁ ଆହ୍ଲାଦିତ କଲାଣି । କରୋନା ଭୟ ବ୍ୟତୀତ ସେମାନଙ୍କ ମନରେ ଆଉ କିଛି ଚିନ୍ତା ନାହିଁ । ତେବେ ଆଇପିଏଲ ନିର୍ଦ୍ଧାରିତ ସମୟରେ ହେବ ବୋଲି ବିସିସିଆଇ ଓ ଆୟୋଜକ କମିଟି ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ ପାଇବା ପରେ…

ଆରପାରିରେ ସବୁଠାରୁ ବୟସ୍କ ଏସିୟାଟିକ୍ ସିଂହ ଧୀର

ଗୀର: ଗୁଜରାଟର ଗୀର ଜଙ୍ଗଲରେ ଶନିବାରୁ ସବୁଠାରୁ ବୟସ୍କ ସିଂହ ଧୀରର ମୃତ୍ୟୁ ଘଟିଛି । ୨୨ ବର୍ଷ ବଂଚି ଧୀର ରେକର୍ଡ କରିଥିଲା । ଏବେ କିଛି ଦିନ ଧରି ଅସୁସ୍ଥ ଥିବା ଧୀର ଆଜି ଆଉ ଆଖି ଖୋଲି ନ ଥିଲା । ଏହି ବୃଦ୍ଧ ସିଂହ ଖାଇବା ପିଇବା ମଧ୍ୟ କମାଇ ଦେଇଥିଲା । ସକ୍କରବାଜ ଚିଡିଆଖାନାର ଅଧିକାଂଶ…

ଭୁବନେଶ୍ବରରୁ ୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କାୟା ମେଲାଉଛି କରୋନା । ୨୪ ଘଣ୍ଟାରେ ରାଜ୍ୟରୁ ୪୫୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ମୋଟ ୭୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସେଥି ମଧ୍ୟରୁ ଭୁବନେଶ୍ବରରୁ କେବଳ ୭୧ ଜଣ…

ଶାରଦା ଚିଟଫଣ୍ଡ ଠକେଇ ମାମଲା: କୁଣାଳ, ଶତାବ୍ଦୀ ଓ ଦେବଯାନୀଙ୍କ ସମ୍ପତି ଜବତ

କୋଲକାତା: ଶାରଦା ଚିଟଫଣ୍ଡ ଠକେଇ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଶନିବାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି ତୃଣମୂଳ କଂଗ୍ରେସର ମୁଖପାତ୍ର କୁଣାଳ ଘୋଷ, ସାଂସଦ ଶତାବ୍ଦୀ ରାୟ ଓ ଦେବଯାନୀ ମୁଖାର୍ଜୀଙ୍କର ୩ କୋଟି ଟଙ୍କାର ସମ୍ପତି ଜବତ ହୋଇଛି । ପିଏମଏଲଏ ଅନୁସାରେ ସେମାନଙ୍କ…

ନିର୍ଦ୍ଧାରିତ ସମୟର ୫ଦିନ ପୂର୍ବରୁ ସରିଲା ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ବର : ଶେଷ ହେଲା ବିଧାନସଭା ଅଧିବେଶନ । ୫ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଛି ବିଧାନସଭା ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚଳିତ ଅଧିବେଶନରେ ମୋଟ ୨୬ଟି ବୈଠକ ବସିଥିଲା । ଯେଉଁଥିରେ ମୋଟ ୯ଟି ବିଲ୍…

ଦଣ୍ଡ ନାଚରେ ଲାଗିଲା କଟକଣା

ଗଞ୍ଜାମ : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ, ଦଣ୍ଡନାଚ ଉପରେ କଟକଣା ଲଗାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଦଣ୍ଡନାଚରେ କେବଳ ୨୫ ଜଣ ଲୋକ ଯୋଗ ଦେଇପାରିବେ ବୋଲି ଟ୍ବିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହାସହ ଜିଲ୍ଲାରେ କୌଣସି ପ୍ରକାର…

ଆଦିତ୍ୟ ନାରାୟଣ, ଶ୍ୱେତାଙ୍କୁ କରୋନା

ମୁମ୍ବାଇ: ମନୋରଞ୍ଜନ ଦୁନିଆରେ କରୋନା ପୁନର୍ବାର ତାର କାୟା ବିସ୍ତାର କରିବା ଆରମ୍ଭ କରିଛି । ମହାନ ଗାୟକ ଉଦିତ ନାରାୟଣଙ୍କ ପୁତ୍ର ଆଦିତ୍ୟ ନାରାୟଣଙ୍କ କରୋନା ଟେଷ୍ଟ ପଜିଟିଭ ଆସିଛି । ଇଣ୍ଡିଆନ ଆଇଡଲ ୧୨ର ହୋଷ୍ଟ ଆଦିତ୍ୟ ଏବଂ ତାଙ୍କ ପତ୍ନୀ ଉଭୟଙ୍କୁ କରୋନା ହୋଇଛି । ସୋସିଆଲ ସାଇଟରେ…

ଶ୍ରୀମନ୍ଦିର ପାଇଁ ନୂଆ ଗାଇଡଲାଇନ୍, ରବିବାର ଜଗା ଦର୍ଶନ ବନ୍ଦ

ପୁରୀ : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଶ୍ରୀମନ୍ଦିର ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତାକାଲିଠାରୁ ସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର । କୌଣସି ଭକ୍ତ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବେ ନାହିଁ । ସାନିଟାଇଜ୍‌ ପାଇଁ ଶ୍ରୀମନ୍ଦିରକୁ ପ୍ରତି…