Latest Odisha News

BREAKING NEWS

Browsing Category

ଫିଚର

କୋବ୍ରା ଯବାନ ରାକେଶ୍ୱର ସିଂ ମାନହାସଙ୍କୁ ଛାଡ଼ିଲେ ମାଓବାଦୀ

ମାଲକାନଗିରି: ମାଓବାଦୀଙ୍କ କବଳରୁ ମୁକୁଳିଲେ କୋବ୍ରା କମାଣ୍ଡର ରାକେଶ୍ୱର ସିଂ ମାନହାସ । ରାକେଶ୍ୱରଙ୍କୁ ମାଓବାଦୀ ଛାଡ଼ି ଦେଇଥିବା ନେଇ ସୂଚନା ଦେଇଛନ୍ତି ବସ୍ତର ଆଇ.ଜି ସୁନ୍ଦରରାଜ ପି । ବିଜାପୁର ଏନକାଉଣ୍ଟର ପରେ ନିଖୋଜ ଥିଲେ ରାକେଶ୍ବର । ରାକେଶ୍ୱରଙ୍କୁ ଅପହରଣ କରାଯାଇଥିବା ନେଇ ମାଓ…

କରୋନା ମହାମାରୀ ଯୋଗୁ ଘୁଂଚିଲା ଫ୍ରେଂଚ ଓପନ

ପ୍ୟାରିସ: କରୋନା ମହାମାରୀ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାକୁ ଲାଗିଥିବାରୁ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟକୁ ଆଉ ସପ୍ତାହେ ଘୁଂଚାଇ ଦିଅଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏହା ମେ ୨୩ରେ ହେବାକୁ ଥିବା ଏବେ ୩୦ରୁ ଆରମ୍ଭ ହେବ । କ୍ଲେ କୋର୍ଟରେ ଖେଳାଯାଉଥିବା ଏହି ଗ୍ରାଣ୍ଡ…

ଦିଦି ଏଥର ନିର୍ବାଚନ କମିଶନଙ୍କ ଉପରେ ରାଗିଲେ !

କୋଲକାତା:ପଶ୍ଚିମବଙ୍ଗ ନିର୍ବାଚନରେ ମୁସଲମାନ ଭୋଟରଙ୍କୁ ଏକତ୍ର ହେବା ପାଇଁ କହି ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୂଖ୍ୟ ମମତା ବାନାର୍ଜୀ ଅଡୁଆରେ ପଡିଛନ୍ତି । ତାଙ୍କୁ ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ ଜାରୀ କରାଯାଇଛି । ତେବେ ଦିଦି ତାଙ୍କ ତ୍ରୁଟି ସୁଧାରିବା ବଦଳରେ ନିର୍ବାଚନ…

ରାଜ୍ୟରୁ ସୁସ୍ଥ ହେଲେ ୨୨୮ କରୋନା ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୨୨୮ ଜଣ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ନୂଆପଡ଼ାରୁ ସର୍ବାଧିକ ୪୦ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୩୪ ଜଣ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୨୬…

ମିଶନ ଶକ୍ତିକୁ ମିଳିବ ଅବ୍ୟବହୃତ ସରକାରୀ ସମ୍ପତ୍ତି

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦିଆଯିବ । ଦୁଇ ମାସ ମଧ୍ୟରେ ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ହସ୍ତାନ୍ତର କରିବା…

ଟିକାର ଘୋର ଅଭାବ: କୋରାପୁଟ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ଠପ୍

କୋରାପୁଟ: ରାଜ୍ୟରେ ପର୍ଯ୍ୟାପ୍ତ ଟିକା ନାହିଁ । ଲକ୍ଷ୍ୟ ଧାର୍ଯ୍ୟ ହୋଇ ପାରୁନି । ଟିକା ଅଭାବରୁ କୋରାପୁଟ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ । ଜିଲ୍ଲାରେ କିଛି ବି ଟିକା ମହଜୁଦ ନାହିଁ । ଫଳରେ ସମସ୍ତ ୮୯ଟି ସେଣ୍ଟରରେ ବନ୍ଦ ରହିଛି ଟିକାକରଣ । ଏହି ସୂଚନା ଦେଇଛନ୍ତି କୋରାପୁଟ ସିଡିଏମଓ…

ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ କିମ୍ବା ସଟଡାଉନ୍ ହେବ କି ? ଏକଥା କହିଲେ ବିଏମସି କମିଶନର

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଏବେ ଦୈନିକ ସଂକ୍ରମଣ ବଢୁଛି । ସେଥିରୁ ଅଧିକାଂଶ ସଂକ୍ରମିତ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି । ପ୍ରତିଦିନ ଶହେରୁ ଅଧିକ ପଜିଟିଭ୍ ବିଏମସି ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି । ଏଭଳି ସ୍ଥିତିରେ ଏବେ ନାଇଟ କର୍ଫ୍ୟୁ, ସଟଡାଉନ୍ କି ଲଡଡାଉନ୍ କଥା ଚିନ୍ତା କରାଯାଇ…

ଧର୍ମଶାଳାରେ ସୂଚନା ଅଧିକାର କର୍ମୀଙ୍କ ଉପରେ ବୋମାମାଡ଼ ଘଟଣାରେ ୩ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଇମାମନଗର ଅଞ୍ଚଳରେ ସୂଚନାଧିକାର କର୍ମୀ ସର୍ବେଶ୍ୱର ବେଉରାଙ୍କ ଉପରେ ବୋମାମାଡ଼ ଘଟଣା । ବୋମାମାଡ଼ରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଗିରଫ ୩ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିବ ପୋଲିସ । ୩…

ପୁଣି ବିବାଦ ଘେରରେ ବାଂଲାଦେଶୀ ଲେଖିକା ତସଲିମା ନାସରିନ୍

ଭୁବନେଶ୍ୱର: ପୁଣି ବିବାଦ ଘେରକୁ ଚାଲି ଆସିଛନ୍ତି ବାଂଲାଦେଶୀ ଲେଖିକା ତସଲିମା ନାସରିନ୍ । ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲୀଙ୍କୁ ଟାର୍ଗେଟ କରି ବିରୋଧର ଶିକାର ହୋଇଛନ୍ତି । ପୂର୍ବରୁ ମଧ୍ୟ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବା ସହ ବିରୋଧୀ ଲେଖା ପାଇଁ ତାଙ୍କୁ ବହୁବାର ହତ୍ୟା ଧମକ ମିଳିଛି ।…

ଅଧିକ ସଂକ୍ରମିତ ରାଜ୍ୟରୁ ଓଡ଼ିଶା ଆସିଲେ RT-PCR ଟେଷ୍ଟ ସହ କ୍ୱାରେଣ୍ଟାଇନ କରାଯିବ, ଖୁବଶୀଘ୍ର ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କଡ଼ାକଡ଼ି ହେଲାଣି କଟକଣା । ଏଣିକି ଅଧିକ ସଂକ୍ରମିତ ରାଜ୍ୟର ଓଡ଼ିଶା ଆସିଲେ ସମସ୍ତଙ୍କର RT-PCR ଟେଷ୍ଟ କରାଯିବ । ସଂକ୍ରମିତ ପଡ଼ୋଶୀ ରାଜ୍ୟରୁ ଫେରିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରାଯିବ । ୭ ଦିନରେ ସଂଗରୋଧରେ ରଖାଯିବ…