Latest Odisha News

BREAKING NEWS

Browsing Category

ଫିଚର

IPL ପୂର୍ବରୁ ବାଙ୍ଗାଲୋର ଟିମର ଆଉ ଜଣେ ଖେଳାଳି କରୋନା ପଜିଟିଭ୍

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର । ଆଇପିଏଲକୁ ଏବେ କରୋନା ଭୟ । ଜଣଙ୍କ ପରେ ଜଣେ ଖେଳାଳି ସଂକ୍ରମିତ ହେଉଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ଆଉ ଜଣେ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟର ତଥା ଆରସିବିର…

କାରରେ ଏକୁଟିଆ ଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ବ୍ୟାପୁଛି କରୋନା । ବର୍ଦ୍ଧିତ ସଂକ୍ରମଣକୁ ଦେଖି କଟକଣା କଡ଼ାକଡ଼ି ହେଲାମି । ଏଭଳି ସ୍ଥିତିରେ ବଡ଼ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏଣିକି ଏକାକୀ କାରରେ ଯାଉଥିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କାରକୁ ପବ୍ଲିକ ପ୍ଲେସ (ସର୍ବସାଧାରଣ ସ୍ଥାନ) ଓ ମାସ୍କୁ…

ରାଜ୍ୟରେ ଟିକାର ଘୋର ଅଭାବ: ୪୦୦ କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଗୋଟିଏ ପଟେ କରୋନା ବ୍ୟାପୁଛି । ଅନ୍ୟପଟେ ରାଜ୍ୟରେ ଟିକାର ଘୋର ଅଭାବ । ଟିକା ନଥିବାର ରାଜ୍ୟରେ ଏବେ ୪୦୦ଟି କେନ୍ଦ୍ରରେ ବନ୍ଦ ରହିଛି ଟିକାକରଣ । ଏନହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଆବଶ୍ୟକ ଟିକା ନଥିବାରୁ ଟିକାକରଣ ଲକ୍ଷ୍ୟ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ପାଇଁ ପଶ୍ଚିମ ଓଡ଼ିଶା ଗଲେ ଉନ୍ନୟନ କମିଶନର

ଭୁବନେଶ୍ୱର: ଛତିଶଗଡ଼ ଯୋଗୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗତକାଲି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଆଜି ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ତି…

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ମୁଦ୍ରାନୀତି ସମୀକ୍ଷା କରି ସୁଧହାର ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ୨୦୨୨ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତିର ସମୀକ୍ଷା କରି ରେପୋରେଟକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି । ସେହିପରି ରିଭର୍ସ ରେପୋ ୩.୩୫…

ଦୁଇ ଜଣଙ୍କୁ କଚାଡି ମାରିଲା ଦନ୍ତା

ଅନୁଗୋଳ: ମାରି ଦେଲା ଦନ୍ତା ହାତୀ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଚନ୍ଦ୍ରପୁର ଗାଁରେ ଦନ୍ତା ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଜଣେ ବୃଦ୍ଧ ଓ ଜଣେ ମହିଳା ଅଛନ୍ତି । ମହୁଲ ଗୋଟାଉଥିବା ବେଳେ ଚନ୍ଦ୍ରପୁର ଗାଁର ଦେବୀନାଳି ନିକଟରେ ମହିଳାଙ୍କୁ କଚାଡି…

ଓଡ଼ିଶାରୁ ଦିନକରେ ୭୯୧ କରୋନା ପଜିଟିଭ୍, ସୁନ୍ଦରଗଡ଼ ଓ ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ମାରିଲା ସେଞ୍ଚୁରୀ

ଭୁବନେଶ୍ୱର: ରାଜ୍ୟରେ ପାଖାପାଖି ୮୦୦ ହେଲାଣି ଦୈନିକ ସଂକ୍ରମଣ । ହୁ ହୁ ହୋଇ ବଢ଼ି ଚାଲିଛି । ବିଭିନ୍ନ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ଟପିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୯୧ ପଜିଟିଭ୍ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୫୯ ଓ ଲୋକାଲେ…

ଦେଶରେ ଆଜି ସବୁ ରେକର୍ଡ ଟପିଗଲା କରୋନାର ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ମାରୁଛି ଲମ୍ବା ଲମ୍ଫ । ଦେଶରେ ସଂକ୍ରମଣର ନୂଆ ରେକର୍ଡ । ଦୈନିକ ସଂକ୍ରମଣ ଆଜି ସର୍ବୋଚ୍ଚ ସ୍ତର ଛୁଇଁଛି । ଦିନକରେ ଚିହ୍ନଟ ହୋଇଛନ୍ତି ଲକ୍ଷେ ୧୫ ହଜାର ନୂଆ ଆକ୍ରାନ୍ତ । ଯାହାକି ଦେଶରେ ମହାମାରୀ ଆରମ୍ଭ ହେବା ପରଠୁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଗତ ୨୪ ଘଣ୍ଟାରେ…

ଥାନା ଭିତରେ ପଶି ଅଭିଯୋଗକାରୀ ଦମ୍ପତିଙ୍କୁ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର: ଥାନା ଭିତରେ ଅଭିଯୋଗକାରୀଙ୍କୁ ହାଣିଲେ ଦୁର୍ବୃତ୍ତ । ପୋଲିସ ଉପସ୍ଥିତିରେ ଏକାଧିକ ଲୋକ ସଂଘବଦ୍ଧ ଆକ୍ରମଣ କଲେ । ଥାନାରେ ଅଭିଯୋଗ କରିବାକୁ ଯାଇଥିବା ଦୁଇ ଜଣଙ୍କୁ ମାରଣାସ୍ତ୍ରରେ ହାଣି ଲହୁଲୁହାଣ କଲେ । ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଭିତରେ ଏଭଳି ଅଭାବନୀୟ ଘଟଣା ଘଟିଛି ।…

ଆଜିଠୁ ରାଜ୍ୟରେ କୋଭିଡ୍ କଟକଣା କଡ଼ାକଡ଼ି: ଚାଲିବ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରି କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରିବା ଉପରେ ଗତକାଲି ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ କୋଭିଡ୍ କଟକଣାକୁ ମାନିବା ଓ ରାଜ୍ୟରେ ପୋଲିସ ମୁତୟନ କରି ଲୋକଙ୍କୁ ସଚେତନ…