Latest Odisha News

BREAKING NEWS

Browsing Category

ଫିଚର

ଚୀନର ଯୁଦ୍ଧ ଧମକକୁ ତାଇୱାନର ବେଖାତିର, ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବୁ !

ତାଇପେ: ଚୀନର ଯୁଦ୍ଧ ଧମକକୁ ତାଇୱାନ ବେଖାତିର ଭାବେ ଉତର ଦେଇଛି । ନିଶ୍ୱାସ ଥିବା ପର୍ଯ୍ୟନ୍ତ ଲଢ଼େଇ କରିବୁ ବୋଲି ବିଦେଶ ମନ୍ତ୍ରୀ ଜୋସେଫ ବୁ କହିଛନ୍ତି । ଏବେ କିଛି ଦିନ ହେବ ଚୀନ ଉଦ୍ଦେଶ୍ୟମୂଳକ ଭାବେ ତାଇୱାନ ସମୁଦ୍ର ସୀମା ନିକଟରେ ଜୋରଦାର ଅଭ୍ୟାସ ଜାରୀ ରଖିଛି । ଯାହା ଫଳରେ ଉଭୟ ଦେଶ…

ଛତିଶଗଡ଼ ରାୟପୁରରେ ଲକଡାଉନ୍

ରାୟପୁର : ଦେଶରେ ମୁଣ୍ଡ ଟେକୁଛି କରୋନା ସଂକ୍ରମଣ । ଦୃତ ଗତିରେ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ମୁକାବିଲା ପାଇଁ ପୁଣି ଥରେ ଫେରିଛି ଲକଡାଉନ । କରୋନାର ଦ୍ବିତୀୟ ଲହରରେ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ମୁକାବିଲା ପାଇଁ ବଡ଼ ପଦକ୍ଷେପ ଛତିଶଗଡ଼ ସରକାର । ଆସନ୍ତା ୯ ତାରିଖରୁ ରାଜ୍ୟର…

ସିଲ୍ ହେଲା ରାମ ମନ୍ଦିର କମ୍ୟୁନିଟି ହଲ୍

ଭୁବନେଶ୍ବର : ରାଜ୍ୟରେ ଦୃତ ଗତିରେ ବବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୦୦ ଅଧିକ ପଜିଟିଭ୍ । ସଂକ୍ରମଣକୁ ରୋକିବା ପାଇଁ ଚଢ଼ାଉ ଅଭିଯାନକୁ କଡ଼ାକଡି କରାଯାଉଛି । ଏହି କ୍ରମରେ ଆଜି ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି…

ନର୍ସିଂହୋମ, ଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ ସେଣ୍ଟରରେ ସିଏମସିର ଚଢ଼ାଉ

କଟକ : କରୋନା ପାଇଁ କଟକରେ କଠୋର ହୋଇଛି ସିଏମସି । ସାମାଜିକ ଦୂରତା ସହ ମାସ୍କ ଚେକିଂକୁ କଡ଼ାକଡ଼ି କରିଛି ଏନଫୋର୍ସମେଣ୍ଟ ଟିମ୍ । ରାଣୀହାଟ ଓ ମଙ୍ଗଳାବାଗ୍ ଅଞ୍ଚଳରେ ଥିବା ବିଭିନ୍ନ ନର୍ସିଂ ହୋମ୍, ଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଚଢାଉ କରିଛି ସ୍ବତନ୍ତ୍ର ସ୍କ୍ବାଡ । କରୋନା…

କାରରେ ଏକୁଟିଆ ଯାତ୍ରା କରୁଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏଣିକି କାରରେ ଏକୁଟିଆ ଯାତ୍ରା କରୁଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କାରକୁ ସର୍ବସାଧାରଣ ସ୍ଥାନ କହିବା…

ରାଜଧାନୀରୁ ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ମହିଳାଙ୍କ ସମେତ ୫ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଭୁବନେଶ୍ୱର ଘାଟିକିଆ ଅଞ୍ଚଳରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଚଢ଼ାଉ କରି ଜବତ କରିଛି ସ୍ପେଶାଲ୍ ସ୍କ୍ୱାଡ୍ । ପ୍ୟାକେଟରେ ଗଞ୍ଜେଇ ସବୁ ଭର୍ତ୍ତି କରାଯାଇଥିଲା । ଜବତ ଗଞ୍ଜେଇର ଓଜନ ପାଖାପାଖି ଦେଢ଼ କ୍ୱିଣ୍ଟାଏଲ ହେବ । ଏହି…

ରାଜ୍ୟରେ ଅଧିକ କଡ଼ାକଡ଼ି ହେବ ନାଇଟ୍ କର୍ଫ୍ୟୁ, କାମ ନଥାଇ ବାହାରିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ଆହୁରି କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ । ବର୍ତ୍ତମାନ ୧୦ ଜିଲ୍ଲାରେ ରାତି ୧୦ରୁ ସକାଳ ୫ଟା ଯାଏ ଏନଫୋର୍ସମେଣ୍ଟ ଅଧିକ କଡ଼ାକଡ଼ି କରାଯାଉଛି । ପଡୋଶୀ ଛତିଶଗଡ଼ରୁ ସୀମାବର୍ତ୍ତି ଜିଲ୍ଲାକୁ ଆସୁଥିବା ଲୋକଙ୍କ ବାବଦାରେ ଅନୁଧ୍ୟାନ କରାଯାଉଛି । ଏନେଇ ଜିଲ୍ଲାପାଳ ଓ ପୋଲିସ…

ବିଜାପୁର ବର୍ବରତା: ମାଓ ସଙ୍ଗଠନ ଜାରି କଲା ବନ୍ଦୀ ଯବାନଙ୍କ ସଦ୍ୟ ଫଟୋ !

ମାଲକାନଗିରି: ବିଜାପୁର ଟେକେଲଗୁଡା ଏନକାଉଣ୍ଟର ମାମଲା । ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ କୋବ୍ରା ଯବାନ ରାଜେଶ୍ୱର ସିଂ ମାନହାସ । ଏହି ଘଟଣାକୁ ନେଇ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା । ଏପରିକି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ମାମଲାରେ ପରୋକ୍ଷ ଭାବେ ସାମିଲ ହୋଇଥିଲେ…

ପିପିଲିରେ ଭର୍ଚୁଆଲ୍ ପ୍ରଚାର କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ପ୍ରଚାର କାର୍ଯ୍ୟକ୍ରମ ଚାଲିବ । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲରେ ଭୋଟ୍ ମାଗିବେ ନବୀନ । କେଉଁ ତାରିଖରେ ପ୍ରଚାର କରିବେ…

୧୦ କୋଟି ଟଙ୍କାରେ ଉର୍ବଶୀ ସାଇନ କଲେ ତାମିଲ ଫିଲ୍ମ

ମୁମ୍ବାଇ:ବଲିଉଡରେ ନାମ କମାଇବା ପରେ ଏବେ ଉର୍ବଶୀ ରୌତଲା ସାଉଥ ଫିଲ୍ମ ଆଡେ ମୁହାଁଇଛନ୍ତି । ତାମିଲର ଏକ ଫିଲ୍ମରେ ଅଭିନୟ କରିବା ପାଇଁ ଉର୍ବଶୀଙ୍କୁ ୧୦ କୋଟି ଟଙ୍କା ମିଳିଛି । ଫିଲ୍ମର ନାମ ଘୋଷଣା ହୋଇ ନ ଥିଲେ ମଧ୍ୟ ଏହାର ଶୁଟିଂ ଆରମ୍ଭ ହୋଇଯାଇଛି । ସାଉଥର ଏହି ଫିଲ୍ମରେ ସେ ଜଣେ…