Latest Odisha News

BREAKING NEWS

Browsing Category

ଫିଚର

ହାଇକୋର୍ଟରେ ଉପାସନାଙ୍କ ଆଗୁଆ ଜାମିନ ଆବେଦନ

ଭୁବନେଶ୍ବର : ନୟାପଲ୍ଲୀ ଅଞ୍ଚଳରେ ଭଡାଟିଆଙ୍କୁ ଆକ୍ରମଣ ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଉପାସନା ମହାପାତ୍ର । ବିଜେପି ନେତ୍ରୀ ଉପାସନାଙ୍କ ସହ ସ୍ବାମୀ ଶୁଭ୍ରାଂଶୁ ବିଶ୍ବାଳ ମଧ୍ୟ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ପ୍ରଣବ ରାୟଙ୍କ ଘରେ ପଶି ଭଙ୍ଗାରୁଜା ଘଟଣାରେ…

ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ପ୍ରଭାବ

ଭୁବନେଶ୍ୱର: ଦିନରେ ପ୍ରଚଣ୍ଡ ଖରା ଓ ଅପରାହ୍ନରେ ପବନ, ଘୂର୍ଣ୍ଣିଝଡ ସହ ବର୍ଷା । ଏହା ଥିଲା ଆଜିର ଟ୍ୱିନ ସିଟିର ଦୃଶ୍ୟ । ସନ୍ଧ୍ୟା ନ ହେଉଣୁ ଘୂର୍ଣ୍ଣିଝଡରେ ଚାରିଆଡ ଅନ୍ଧାର ହୋଇଯାଇଥିଲା । ହଠାତ୍ ପବନର ବେଗ ୪୦ରୁ ୬୦ କିମି ବେଗରେ ବୋହିଥିଲା । ଆଜିର କାଳବୈଶାଖୀ ସମ୍ପର୍କରେ ପୂର୍ବରୁ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ସଂକ୍ରମଣ ମଧ୍ୟରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୮୯ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । କଟକରୁ ସର୍ବାଧିକ ୨୫ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼,…

ଯାଦୁଗର ଅକ୍ଷୟଙ୍କ ଅତରଂଗୀ ରେ ଫିଲ୍ମର ଶୁଟିଂ ସମ୍ପୂର୍ଣ୍ଣ

ମୁମ୍ବାଇ:ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ଅତରଂଗୀ ରେ ଶୁଟିଂ ସମ୍ପୂର୍ଣ୍ଣ ହୋଇଛି । ଇନଷ୍ଟାଗ୍ରାମରେ ସେ ଏ ନେଇ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ସେ ଏଥିନେଇ ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ସେ ଜଣେ ଯାଦୁଗରର ଭୂମିକା କରୁଥିବା ସ୍ପଷ୍ଟ ହୋଇଛି । ଆନନ୍ଦ ଏଲ ରାୟଙ୍କ…

ଭାରତ-ଇଂଲଣ୍ଡ ୩ୟ ଦିନିକିଆ କ୍ରିକେଟ ମ୍ୟାଚ: ବିଜୟ ହିଁ ଏକମାତ୍ର ବିକଳ୍ପ

ପୁଣେ: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ରବିବାର ଏଠାରେ ଖେଳାଯିବ । ଉଭୟ ଟିମ୍ ଗୋଟିଏ ଲେଖାଁଏ ମ୍ୟାଚରେ ବିଜୟ ହାସଲ କରିଥିବାରୁ ନିର୍ଣ୍ଣାୟକ ମୁକାବିଲା ଯିଏ ଜିତିବ ସେ ସିରିଜ ହାତେଇବ । ଅନ୍ୟ ଅର୍ଥରେ ଉଭୟ ଟିମ୍ ବିଜୟ ହିଁ ଏକମାତ୍ର ବିକଳ୍ପ ରହିଛି ।…

ମିସାଇଲ ଆଟାକ ପରେ ଇସ୍ରାଏଲର ମାଲବାହକ ଜାହାଜ ଭାରତରେ ପଂହଚିଲା

ନୂଆଦିଲ୍ଲୀ: ଇସ୍ରାଏଲରର ଏକ ଜାହାଜ ତାଞ୍ଜାନିଆରୁ ଭାରତ ଅଭିମୁଖେ ଆସୁଥିବା ବେଳେ ଏହା ଉପରେ ମିସାଇଲ ଆକ୍ରମଣ ହୋଇଥିଲା । ଏଥିରେ ମାଲବାହକ ଜାହଜଟି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏହା ଶେଷରେ ଭାରତର ମୁନ୍ଦ୍ରା ବନ୍ଦରରେ ପଂହଚିଛି । ଇରାନ ଏହି ଆକ୍ରମଣ କରିଛି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ…

ବଢିଲା ବିଦ୍ୟୁତ ଦର, ଏପ୍ରିଲ ୪ରୁ ଲାଗୁ

ଭୁବନେଶ୍ୱର: ୨୦୨୧-୨୨ ପାଇଁ ବିଦ୍ୟୁତ ବୃୃଦ୍ଧିକୁ ଓଇଆରସିଙ୍କ ମଂଜୁରୀ ମିଳିଛି । ୟୁନିଟ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯାଇଛି । ଗତବର୍ଷ ତୁଳନାରେ ୫.୬୦ ପ୍ରତିଶତ ବଢିଛି । ଆସନ୍ତା ଏପ୍ରିଲ ୪ ତାରିଖରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ସୂଚନା…

ଓଡ଼ିଶାରେ ଖୋଲିବ ୧୫୬୭ ନୂଆ ଅଙ୍ଗନୱାଡି କେନ୍ଦ୍ର

ଭୁବନେଶ୍ୱର: ଓଡିଶାରେ ୧୫୬୭ ନୂଆ ଅଙ୍ଗନୱାଡି କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଶନିବାର ଦିନ ରାଜ୍ୟସଭାରେ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ। ବର୍ତ୍ତମାନ ଓଡିଶାରେ ୬୨,୧୭୧ ଅଙ୍ଗନୱାଡି କେନ୍ଦ୍ର ଅଛି। ଏଥିସହିତ ମନ୍ତ୍ରୀ କହିଛନ୍ତି ଯେ ୭୮୪୪…

ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ ପ୍ରତିଯୋଗିତାରେ ହ୍ୟାଟ୍ରିକ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଜୟନ୍ତୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର :ବେଙ୍ଗାଳୁରୁରେ ଚାଲିଥିବା ୧୯ତମ ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ ପ୍ରତିଯୋଗିତାରେ ହ୍ୟାଟ୍ରିକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଓଡ଼ିଆ ଝିଅ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରେ ଜୟନ୍ତୀଙ୍କର ଉତ୍ତୋରତର…

ପିପିଲି ଉପନିର୍ବାଚନ, ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ ରୁଦ୍ର ମହାରଥୀ

ପୁରୀ: ପିପିଲି ଯୁଦ୍ଧ ଘୋଷଣା ହୋଇ ସାରିଛି । ଲଢ଼େଇ ପାଇଁ ଯୋଦ୍ଧା ବି ପ୍ରସ୍ତୁତ । ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ‌ଙ୍କୁ ଟିକେଟ୍ ଦେଇଛି । ଏଯାବତ୍ କଂଗ୍ରେସ ପ୍ରାର୍ଥୀ…