Latest Odisha News

BREAKING NEWS

Browsing Category

ଫିଚର

ସଚିନ୍ ତେନ୍ଦୁଲକରଙ୍କୁ କରୋନା, ପୂରା ପରିବାରର ହେଲା କୋଭିଡ୍ ଟେଷ୍ଟ

ମୁମ୍ବାଇ: ମାଡ଼ି ଚାଲିଛି ମହାମାରୀ କରୋନା । କରୋନାର ଦ୍ୱିତୀୟ ଲହରୀରେ ଦେଶରେ ସବୁଠୁ ଅଧିକ ସଂକ୍ରମଣ ମାମଲା ମହାରାଷ୍ଟ୍ରରୁ ଆସୁଛି । ସେହି ମହାରାଷ୍ଟ୍ରରୁ ଆସିଛି ଆଉ ଏକ ବଡ଼ ଖବର । ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ…

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ଅଭିଯୁକ୍ତ ବିବନ ପରିବାର ଲୋକଙ୍କୁ ସିବିଆଇର ପଚରାଉଚରା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ଗତକାଲି ସିବିଆଇର ୨ ଜଣିଆ ଟିମ୍ ଅଞ୍ଜନା ମିଶ୍ରଙ୍କୁ ଭେଟି ଆଲୋଚନା କରିଥିଲେ । ଆଜି ବାରଙ୍ଗ ନରଣପୁର ଗାଁରେ ଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ପରିବାର ଲୋକଙ୍କୁ ସିବିଆଇର ପଚରାଉଚରା କରୁଥିବା ଜଣାପଡ଼ିଛି ।…

ରାଜ୍ୟରେ ପୁଣି ୨୦୦ ଟପିଲା ଦୈନିକ ସଂକ୍ରମଣ, ୧ ମୃତ

ଭୁବନେଶ୍ୱର: ଦେଶରେ କରୋନା କାୟା ବଢୁଥିବା ବେଳେ ଓଡ଼ିଶାରେ ମଧ୍ୟ ଦୈନିକ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୧୦ ନୂଆ ଆକ୍ରାନ୍ତ । ଏହା ପୂର୍ବରୁ ୨୩୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୪ ଓ…

ରାଜଧାନୀରେ ଗଂଜେଇ ଚାଲାଣ କରୁଥିବା ୨ ମହିଳା ସମେତ ୩ ଗିରଫ

ଭୁବନେଶ୍ୱର: ଗଂଜେଇ ଚୋରା ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ । ଭୁବନେଶ୍ୱର ତମାଣ୍ଡୋ ରାଜରାସ୍ତାରେ ଚେକିଂ ବେଳେ ପ୍ରାୟ ୫୦ କିଲୋଗ୍ରାମ ଗଂଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ । ତେବେ ଏହି ଗଂଜେଇ ଚାଲାଣରେ ସଂପୃକ୍ତ ଥିବା ଦୁଇ ମହିଳାଙ୍କ ସମେତ ତିନି…

କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ୨ ଜଣଙ୍କୁ ନିଯୁକ୍ତି ଦେଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦରେ ଉଚ୍ଚଶିକ୍ଷା ବିଭାଗ ୨ ଜଣଙ୍କୁ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରିଛି । ଏମାନେ ନିଯୁକ୍ତି ତାରିଖ ଠାରୁ ୬ ବର୍ଷ ଯାଏ ଅଥବା ୭୦ ବର୍ଷ ବୟସ ହେବା ଯାଏ କାର୍ଯ୍ୟ କରିବେ । ପଣ୍ଡିତ ରବି ଶଙ୍କର ଶୁକ୍ଲା ବିଶ୍ୱ ବିଦ୍ୟାଳୟ…

ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ

କୋଲକାତା: ପଶ୍ଚିମବଙ୍ଗ ଓ ଆସାମରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ବାଙ୍କୁରା, ପୁରୁଲିଆ, ଝାରାଗ୍ରାମ ଓ ପୂର୍ବ ମେଦିନୀପୁର ଜିଲ୍ଲାର ୩୦ଟି ଆସନ ଓ ଆସାମର ୪୭ଟି ଆସନରେ ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରେ ସକାଳ…

ବେୟାରଷ୍ଟୋଙ୍କ ଧୂଆଁଧାର ଶତକ, ୬ ଓ୍ବିକେଟରେ ଜିତିଲା ଇଂଲଣ୍ଡ

ପୁଣେ : ପୁଣେରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଇଂଲଣ୍ଡର ଦମଦାର ବିଜୟ । ବେୟାରଷ୍ଟୋଙ୍କ ଶତକ ଓ ଷ୍ଟୋକ୍ସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତକୁ ୬ ଓ୍ବିକେଟରେ ହରାଇଛି ଇଂଲଣ୍ଡ । ଏହି ବିଜୟ ସହ ତିନି ମ୍ୟାଚ ବିଶିଷ୍ଟ ସିରିଜ୍ ୧-୧ରେ ବରାବର ରହିଛି । ୩୩୭ ରନର ବିଜୟ ଲକ୍ଷ୍ୟକୁ ନେଇ…

ମୋଦିଙ୍କୁ ବ୍ୟକ୍ତିଗତ ଟାର୍ଗେଟ କଲେ ମମତା, ଖାଲି ଦାଢ଼ି ବଢ଼ୁଛି ଆଉ କିଛି ନୁହେଁ..

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ମୂଖ୍ୟ ମମତା ବାନାର୍ଜୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିଗତ ଟାର୍ଗେଟ କରିଛନ୍ତି । ସେ ସମାଲୋଚନା କରି କହିଛନ୍ତି ଯେ, ଶିଳ୍ପ ଏବଂ ବିକାଶ ବୃଦ୍ଧି କରାଇବା ବଦଳରେ ସେ କେବଳ ତାଙ୍କ ଦାଢ଼ି ବଢ଼ାଉଛନ୍ତି । ବିଜେପିକୁ ଆକ୍ଷେପ…

ନିର୍ବାଚନ ପୂର୍ବରୁ ହିଂସା: ଟିଏମସି ପାର୍ଟି ଅଫିସରେ ବିସ୍ଫୋରଣ, ୩ ଆହତ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଯାହା ହେବ ବୋଲି ଆଶା କରାଯାଉଥିଲା ତାହା ଘଟିବାରେ ଲାଗିଛି । ଏହାର ଆଉ ଏକ ପ୍ରମାଣ ହେଲା ଶୁକ୍ରବାର ଟିଏମସି ଅଫିସରେ ବିସ୍ଫୋରଣ । ବଙ୍କୁରା ଜିଲାର ଜୋୟପୁରରେ ଥିବା ଏହି ଅଫିସରେ ବିସ୍ଫୋରଣ ଘଟିବା ଫଳରେ ୩ଜଣ ଟିଏମସି କର୍ମୀ ଆହତ ହୋଇଛନ୍ତି । ବାମପନ୍ଥୀ ଓ…

୨୮ରୁ ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କଟକଣା ଲଗାଇଛନ୍ତି ମହାରାଷ୍ଟ୍ର ସରକାର । ଆସନ୍ତା ୨୮ ତାରିଖରୁ ସମଗ୍ର ମହାରାଷ୍ଟ୍ରରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ମଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାରା ରାଜ୍ୟରେ ନାଇଟ୍…