Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତାକାଲିଠାରୁ ଲିଙ୍ଗରାଜଙ୍କ ସେବାୟତଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ବର : ଆସନ୍ତାକାଲିଠାରୁ ଲିଙ୍ଗରାଜଙ୍କ ସେବାୟତଙ୍କୁ ଦିଆଯିବ କରୋନା ଟିକା । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରତିଦିନ ୫୦ ଜଣ ଲେଖାଏଁ ସେବାୟତଙ୍କୁ ଟିକାକରଣ କରାଯିବ । କରୋନା ଟିକା ନେବେ ଲିଙ୍ଗରାଜ ମନ୍ଦିରର ପ୍ରାୟ ତିନି ଶହରୁ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ନୀତା ଅମ୍ବାନୀ ଓ ବନାରସ୍ ହିନ୍ଦୁ ୟୁନିଭର୍ସିଟି ମାମଲା

ଭୁବନେଶ୍ୱର: ନୀତା ଅମ୍ବାନୀଙ୍କୁ ମିଳିଥିଲା ବନାରସ୍ ହିନ୍ଦୁ ୟୁନିଭର୍ସିଟିରୁ ଡାକରା । ସାଜିଥାନ୍ତେ ଭିଜିଟିଂ ପ୍ରଫେସର୍ । କିଛି ଏପରି ଦାବି କରିଥିଲେ ଏକାଧିକ ଖବର ପ୍ରକାଶନ ସଂସ୍ଥା । ହେଲେ ଶେଷରେ ସାମ୍ନାକୁ ଆସିଛି ସମ୍ପୂର୍ଣ୍ଣ ଭିନ୍ନ କଥା । ଅନ୍ୟପଟେ ସତମିଛକୁ ତର୍ଜମା ନକରି…

କାୟା ମେଲାଉଛି କରୋନା, ଅହମ୍ମଦାବାଦରେ ସମସ୍ତ ପାର୍କ ବନ୍ଦ

ଗୁଜରାଟ : ଗୁଜରାଟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା । ସଂକ୍ରମଣ ବଢୁଥିବା ଚିନ୍ତାରେ ପ୍ରଶାସନ । କିଭଳି ସଂକ୍ରମଣକୁ ରୋକିହେବ ସେନେଇ ଗୁଜରାଟର ବିଭିନ୍ନ ସ୍ଥାନରେ ଲାଗିଲାଣି କଟକଣା । ଏହାକୁ ଦୃଷ୍ଟିରେ ରଖି ଅହମ୍ମଦାବାଦ ସହରର ସମସ୍ତ ପାର୍କକୁ ବନ୍ଦ ରଖିବାକୁ…

ବାଲେଶ୍ବରରେ ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣା, ୮ ଅଭିଯୁକ୍ତ ଗିରଫ

ବାଲେଶ୍ବର : ଟ୍ରଲର ମାଲିକ ବିଜୟ ପ୍ରଧାନଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ କାର୍ଯ୍ୟାନନୁଷ୍ଠାନ । ହତ୍ୟା ଘଟଣାରେ ସଂପୃକ୍ତ ୮ ଜଣଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ୨ ରାଉଣ୍ଡ ଗୁଳି ସମେତ ମାରଣାସ୍ତ୍ର ଜବତ କରାଯାଇଛି । ତେବେ…

ଭଁସାଲୀଙ୍କ ଆଗାମୀ ୱେବସିରିଜରେ ଅଭିନୟ କରିବେ ଆଲିୟା !

ମୁମ୍ବାଇ: ଗଙ୍ଗୁବାଇ କାଠିୟାବାଡିରେ ଆଲିୟା ଭଟ୍ଟଙ୍କ ଅଭିନୟରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲୀ ପ୍ରଭାବିତ ହୋଇଛନ୍ତି । ଏହି ଫିଲ୍ମର ସମାପ୍ତି ପରେ ସେ ତାଙ୍କର ବହୁ ପ୍ରତୀକ୍ଷିତ ହୀରା ମଣ୍ଡିର ଶୁଟିଂ ଆରମ୍ଭ କରିବେ । ଏହି ୱେବ ସିରିଜରେ ଭଁସାଲୀ ତାଙ୍କ ପ୍ରିୟ ହୀରୋଇନ ଆଲିୟା ମୂଖ୍ୟ…

ଟିଏମସି ଜାରି କଲା ଇସ୍ତାହାର, ଯୁବକଙ୍କୁ ନିଯୁକ୍ତି ଓ ଚାଷୀଙ୍କୁ ମିଳିବ ସହାୟତା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ଘୋଷଣା ପତ୍ର ଜାରି କରିଛି ତୃଣମୂଳ କଂଗ୍ରେସ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ଉନ୍ମୋଚନ କରିଛନ୍ତି । ଇସ୍ତାହାରରେ ବର୍ଷକ ମଧ୍ୟରେ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତି…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନାକୁ ନେଇ ଦେଶରେ ବଢୁଛି ଚିନ୍ତା । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଟିକାକରଣ ଅଭିଯାନ ବି ଜାରି ରହିଛି । ଏହାରି ଭିତରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୬୧ କରୋନା ଆକ୍ରାନ୍ତ । ଅନୁଗୁଳ ଓ ସମ୍ବଲପୁରରୁ ୯ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ, ମୟୂରଭଞ୍ଜ ଓ…

ସାମ୍ବାଦିକଙ୍କୁ ଟିକା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି

ଭୁବନେଶ୍ବର : ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ଟିକାକରଣରେ ସାମିଲ ପାଇଁ ଚିଠି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେହିପରି ସମ୍ମୁଖ ଯୋଦ୍ଧା ଭାବେ କାମ କରୁଥିବା ଆଉ କିଛି ବର୍ଗଙ୍କୁ ଏହି ଟିକାକରଣରେ…

ବଦଳିଲେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ

ମୁମ୍ବାଇ : ବଦଳିଲେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ । ତାଙ୍କୁ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଛି । ପରମବୀରଙ୍କ ସ୍ଥାନରେ ହେମନ୍ତ ନଗରାଲେଙ୍କୁ ମୁମ୍ବାଇ ପୋଲିସର କମିଶନର ପଦରେ କରାଯାଇଛି ନିଯୁକ୍ତି । ପରମବୀରଙ୍କୁ ମୁମ୍ବାଇ ପୋଲିସ କମିଶନର ପଦରୁ ହଟାଇବା ନେଇ ଟ୍ବିଟ କରି…

ମମତାଙ୍କ ବଡ଼ ଘୋଷଣା, ପଶ୍ଚିମବଙ୍ଗରେ ମାଗଣାରେ ମିଳିବ କରୋନା ଟିକା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତିକି ବଢୁଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳ ପକ୍ଷରୁ ଦିଆଯାଉଛି କାହିଁ କେତେ କଣ ପ୍ରତିଶ୍ରୁତି । ଗଡ ଦଖଲ ପାଇଁ ଜୋରସୋରେ ଚାଲିଛି ପ୍ରଚାର । ଏହି କ୍ରମରେ ଝାରଗ୍ରାମର…