Latest Odisha News

BREAKING NEWS

Browsing Category

ଫିଚର

୬ ଜିବି ଡାଟାର ପ୍ରମାଣ ଗୃହ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି: ଦେବେନ୍ଦ୍ର ଫଡନିବେଶ

ମୁମ୍ବାଇ: ପରମବୀର ସିଂ ଲେଟର ବୋମାରେ ମହାରାଷ୍ଟ୍ର ସରକାର ଏବଂ ଉଦ୍ଧବ ଠାକରେ ସଙ୍କଟରେ ପଡିଯାଇଛନ୍ତି । ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନିବେଶ ଗୃହ ମନ୍ତ୍ରଣାଳୟକୁ ୬ଜିବି ଡାଟାର ପ୍ରମାଣ ଯୋଗାଇଛି । ଫଡନିବେଶ ଅଭିଯୋଗ ଆଣିଛନ୍ତି ଯେ, ପୂର୍ବତନ ଗୋଇନ୍ଦା ଅଧିକାରୀ ରଶ୍ମି ଶୁକ୍ଲାଙ୍କ…

ହୃଦଘାତରେ AIADMK ରାଜ୍ୟସଭା ସାଂସଦ ମହମ୍ମଦ ଜନଙ୍କ ପରଲୋକ

ଚେନ୍ନାଇ : AIADMK ରାଜ୍ୟସଭା ସାଂସଦ ମହମ୍ମଦ ଜନଙ୍କ ପରଲୋକ । ହୃଦଘାତରେ ସାଂସଦ ମହମ୍ମଦ ଜନଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କ ୭୩ ବର୍ଷ ବୟସ ହୋଇଥିଲା । ତାମିଲନାଡୁରୁ ଏଆଇଏଡିଏମକେ ପକ୍ଷରୁ ରାଜ୍ୟସଭାରୁ ପ୍ରତିନିଧିତ୍ବ କରୁଥିଲେ ମହମ୍ମଦ ଜନ । ଗତ ୨୦୧୧…

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା, ଦରକାର ପଡ଼ିଲେ ମିନି କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ବର : ମହାମାରୀ କରୋନା ସ୍ଥିତିକୁ ଦେଖି ରାଜ୍ୟରେ ଟେଷ୍ଟିଂ ସାଙ୍ଗକୁ ସର୍ଭେଲାନ୍ସ ବଢ଼ାଯିବ । ଏଥିସହ ପୋଲିସ ଯାଞ୍ଚକୁ ମଧ୍ୟ କଡ଼ାକଡ଼ି କରାଯିବ । ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ସମସ୍ତ…

ଘରୋଇ ମାଟିରେ ଦ୍ରୁତ ୧୦,୦୦୦ ରନ କଲେ କୋହଲି

ପୁଣେ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । କୋହଲି ଘରୋଇ ମାଟିରେ ଦ୍ରୁତ ୧୦୦୦୦ ରନ ସଂଗ୍ରହ କରିଛନ୍ତି । ୧୯୫ ଇନିଂସରେ କୋହଲି ଏହି ସଫଳତା ହାସଲ କରିଛନ୍ତି । ଏଥିସହ ସେ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଅଜବ ପ୍ରଚାର ପାଇଁ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅଜବ ପ୍ରଚାର । ଭାଇରାଲ୍ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁରୁଣା ଫଟୋ । ଦାବି ହୋଇଛି ମୋଦି ୩୧ ବର୍ଷ ପୂର୍ବେ ପାକିସ୍ତାନରୁ ବିସ୍ଥାପିତ ହିନ୍ଦୁଙ୍କୁ ରାଜସ୍ଥାନରେ ଭେଟିଥିଲେ । ହେଲେ ଛାନ୍‌ଭିନ୍‌ରେ ସାମ୍ନାକୁ ଆସିଛି ଭିନ୍ନ ତଥ୍ୟ ।…

ଗବର ଶତକରୁ ବଂଚିତ, ଇଂଲଣ୍ଡ ସମ୍ମୁଖରେ ୩୧୮ ରନର ବିଜୟ ଲକ୍ଷ୍ୟ

ପୁଣେ:ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳ ସମ୍ମୁଖରେ ୩୧୮ ରନର ବିଜୟ ଲକ୍ଷ୍ୟ ରଖିଛି । ଭାରତ ୫୦ ଓଭରରେ ୫ ଉଇକେଟ ହରାଇ ୩୧୭ ରନ କରିଥିଲା । ଟସ୍ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ…

ଆମ ଶରୀର ପାଇଁ ଖଜୁରୀ କେତେ ଜରୁରୀ…

ଖଜୁରୀରେ ଏମିତି ନ୍ୟୁଟ୍ରିଏଣ୍ଟ୍ସ ରହିଛି, ଯାହା ସ୍ବାସ୍ଥ୍ୟ ସହିତ ସୁନ୍ଦରତାକୁ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।  ଖଜୁରୀକୁ ଫ୍ରୁଡ୍ସ ସାଲାଡରେ ମିକ୍ସ କରି ଖାଇପାରିବେ । ନଚେତ ଡ୍ରାଏଫ୍ରୁଡ୍ସ ସହିତ ମଧ୍ୟ ଖାଇପାରିବେ ।  ଖଜୁରୀରେ ପେଣ୍ଟଥେନିକ ଏସିଡ ରହିଛି । ଏହାଦ୍ବାର ଡେଡ…

ଚିନ୍ତାଜନକ: ୭ ବର୍ଷରେ ୮୦୦ ଯବାନ କରିଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ: ଭାରତୀୟ ଯବାନଙ୍କ ନିକଟରେ ଆତ୍ମହତ୍ୟା ପ୍ରବୃତି ବୃଦ୍ଧି ପାଉଛି ! ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ୨୦୧୪ରୁ ଏ ପର୍ଯ୍ୟନ୍ତ ୮୦୦ ଯବାନ ଆତ୍ମହତ୍ୟା କରିଛନ୍ତି । ଏଥିରେ ସ୍ଥଳସେନାର ୫୯୧, ବାୟୁସେନାର ୧୬୦ ଓ ନୌସେନାର ୩୬ ଜଣ ଯବାନ…

ରାଜ୍ୟ ବାହାରୁ ଫେରିଥିଲେ ପ୍ରଶାସନକୁ ଜଣାଇବା ପାଇଁ ଆହ୍ୱାନ ଦେଲେ ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଦୈନିକ ସଂକ୍ରମଣ ବଢୁଥିବାରୁ ମୁକାବିଲା ନେଇ ସରକାର ସଜାଗ ଅଛନ୍ତି । ବାହାରୁ ଫେରୁଥିବା ଲୋକଙ୍କ ଉପରେ ଏବେ ନଜର । କାହାର ଘରକୁ କିମ୍ବା ଘର ପାଖରେ କେହି ବାହାରୁ ଫେରିଥିଲେ ତୁରନ୍ତ ପ୍ରଶାସନକୁ ଜଣାଇବାକୁ କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ…

ମାର୍ଚ୍ଚରେ ଦୈନିକ କରୋନା ସଂକ୍ରମଣ ଫେବ୍ରୁଆରୀ ତୁଳନାରେ ବଢ଼ିଛି ପାଞ୍ଚ ଗୁଣା

ନୂଆଦିଲ୍ଲୀ: ପୁଣି ଥରେ ମହାମାରୀ ଦେଖାଇଛି ମହାରୂପ । ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଏବେ ଦୈନିକ ଚିହ୍ନଟ ହେଉଛନ୍ତି ୪୦ ହଜାରରୁ ଅଧିକ ପଜିଟିଭ୍ । ବର୍ଷେ ତଳେ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଲକଡାଉନ୍ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ସେତେବେଳେ ସଂକ୍ରମିତଙ୍କ ସଂଖ୍ୟା ଥିଲା…