Latest Odisha News

BREAKING NEWS

Browsing Category

ଫିଚର

ତିନି ଦିନିଆ ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି

ଭୁବନେଶ୍ବର : ତିନି ଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି । ଏହି ଅବସରରେ ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତିନି ଦିନିଆ ଓଡ଼ିଶା…

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନେଇ ଚିନ୍ତା ବଢୁଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନର ନିଦ ହଜିଲାଣି । କିନ୍ତୁ ଏସବୁ ଭିତରେ ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୮୨ କରୋନା ଆକ୍ରାନ୍ତ । ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । କଟକ ଓ ସୁନ୍ଦରଗଡ଼ରୁ ୧୩ ଜଣ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ପଶ୍ଚିମବଙ୍ଗ ନିର୍ବାଚନ ସହ ଯୋଡିଲା ଇଭିଏମ୍ ଜବତ ମାମଲା

ଭୁବନେଶ୍ୱର: ପଶ୍ଚିମବଙ୍ଗ ନିର୍ବାଚନ ତାତିକୁ ଆହୁରି ଉତ୍ତପ୍ତ କରିଛି ଇଭିଏମ୍ ଜବତ ମାମଲା । ଦାବି ହୋଇଛି ବିଜେପି ନେତାଙ୍କ ଘରେ ପୋଲିସ ଚଢାଉ କରିଥିଲା । ଚଢାଉରେ ଗୋଟିଏ କି ଦୁଇଟି ନୁହେଁ ୬୬ଟି ଇଭିଏମ୍ ଜବତ ହୋଇଥିଲା । ସୋସିଆଲ ମିଡିଆରେ ଏ ନେଇ ହଟଚମଟ ସୃଷ୍ଟି ହୋଇଥିଲାବେଳେ ଘଟଣା କିନ୍ତୁ…

ଭୁବନେଶ୍ବରକୁ କରୋନା ଚିନ୍ତା, କଡ଼ାକଡ଼ି ହେବ କଟକଣା

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନେଇ ବଢ଼ିଲା ଚିନ୍ତା । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏବେ କଡ଼ାକଡ଼ି ହେବ କଟକଣା । ଏହି କ୍ରମରେ ଓଡ଼ିଶାରେ ପୁଣି ଶହେ ଅତିକ୍ରମ କରିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ କରୋନାକୁ ନେଇ ବଢ଼ିଛି ରାଜଧାନୀର ଭୁବନେଶ୍ବରର ଚିନ୍ତା । ଆକ୍ରାନ୍ତଙ୍କ…

ଜିଲ୍ଲା କୋଭିଡ୍ ମୁକ୍ତ ତଥାପି ମାଲକାନଗିରିରେ କାହିଁକି ଲାଗୁ ହେଲା ରାତ୍ରୀକାଳୀନ କର୍ଫ୍ୟୁ ?

ମାଲକାନଗିରି: ଲାଗୁ ହେଲା ନାଇଟ୍ କର୍ଫ୍ୟୁ । ମାଲକାନଗିରି ଜିଲ୍ଲାରେ ଆସନ୍ତାକାଲି ଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ମାର୍ଚ୍ଚ ୨୩ ତାରିଖ ରାତିରୁ ମାର୍ଚ୍ଚ ୩୧ ତାରିଖ ଯାଏ ରାତ୍ରୀକାଳୀନ କର୍ଫ୍ୟୁ ନେଇ ମାଲକାନଗିରି…

ଅର୍ଦ୍ଧେନ୍ଦୁ ହାତେଇଲେ ଶ୍ରେଷ୍ଠ ଅଭିନେତା ଖିତାବ

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ । ହେଲେ ଦିନେ ଏହି ନାଁ ବୋଧ ହୁଏ ସମସ୍ତଙ୍କ ପାଇଁ ଅଜଣା ଥିଲା । ଅର୍ଦ୍ଧେନ୍ଦୁଙ୍କର ନଥିଲେ କେହି ଗଡ୍ ଫାଦର୍ କି ସେ କୌଣସି ଷ୍ଟାର୍‌କିଡ୍ ବି ନୁହଁନ୍ତି । କେବଳ ନିଖୁଣ ଅଭିନୟ, ଅକ୍ଳାନ୍ତ ପରିଶ୍ରମ ଓ ସରଳ…

ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟ: ପ୍ରି-କ୍ୱାର୍ଟରରେ ଓଡିଶା ଭେଟିବ ପଣ୍ଡିଚେରୀକୁ

ଭୁବନେଶ୍ୱର: ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶା ପ୍ରି-କ୍ୱାର୍ଟରରେ ପଣ୍ଡିଚେରୀକୁ ଭେଟିବ । ୫ ଲିଗ୍ ମ୍ୟାଚରୁ ପ୍ରଥମରୁ ଝାଡଖଣ୍ଡ ନିକଟରୁ ପରାଜିତ ହେବା ପରେ ଓଡିଶା ପ୍ରଭାବୀ ପ୍ରଦର୍ଶନ କରି କ୍ରମାଗତ ୪ ମ୍ୟାଚରେ ବିଜୟୀ ହୋଇଥିଲା । ହାଇଦ୍ରାବାଦ, ତ୍ରିପୁରା,…

ଭାରତ-ଇଂଲଣ୍ଡ ଦିନିକିଆ ସିରିଜ ୨୩ ମାର୍ଚ୍ଚରୁ : ବିଶ୍ୱର ଏକ ନମ୍ବର ଟିମ୍ ହେବା ପାଇଁ ଟିମ୍ ଇଣ୍ଡିଆ ନିକଟରେ ସୁଯୋଗ

ପୁଣେ: ଟି୨୦ ସିରିଜରେ ଚମତ୍କାର ବିଜୟ ହାସଲ କରିବା ପରେ ଟିମ୍ ଇଣ୍ଡିଆ ୨୩ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ୨୩, ୨୬ ଓ ୨୮ ମାର୍ଚ୍ଚରେ ୩ଟି ଯାକ ଦିନିକିଆ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ…

ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୋଧୀ ଛାଟ, ୪ ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁ‌ଷ୍ଠାନ

ଭୁବନେଶ୍ୱର: ୪ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କଠାରେ ପୁଣି ବାଜିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୋଧୀ ଛାଟ । ସେମାନଙ୍କ ବିରୋଧରେ ଆଜି ଦୃଢ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯାଇଛି । ଏହି ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବା ବେଳେ ଆଉ…

୪୫କୁ ବୃଦ୍ଧି ପାଇଲା XIMBରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସଂଗ୍ରହ କରାଯାଉଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା । ଆଜି ସକାଳ ସୁଦ୍ଧା ଏହି ଶିକ୍ଷାନୁଷ୍ଠାନରେ ୨୩ ଜଣ…