Latest Odisha News

BREAKING NEWS

Browsing Category

ଫିଚର

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଫରେଷ୍ଟ ଗାର୍ଡଙ୍କ ଠାରୁ ନେଉଥିଲେ ଲାଞ୍ଚ

ନୟାଗଡ଼: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର । ନୟାଗଡ଼ ଛେମୁଣ୍ଡିଆ ସେକ୍ସନରେ ବନ୍ୟପ୍ରାଣୀ ଫରେଷ୍ଟର ବାବେ କାର୍ଯ୍ୟ କରୁଥିବା ଗୋଲେଖ ବିହାରୀ ବେହାରଙ୍କୁ ଭିଜିଲାନ୍ସ ଧରିଛି । ଗୋଲେଖ ୩୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭୁବନେଶ୍ୱର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଛେମୁଣ୍ଡିଆ ଫରେଷ୍ଟ…

ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ, ୨ ମୃତ

ଯାଜପୁର : ଯାଜପୁର କୁଆଖିଆ ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଆମ୍ବୁଲାନ୍ସ ଡ୍ରାଇଭର ମାନସ ରଞ୍ଜନ ସିଂ ହୋଇଥିବା ବେଳେ, ଅନ୍ୟ ଜଣଙ୍କ ପରିଚୟ…

ଭାଙ୍ଗିଲା ଜାତୀୟ କବାଡି ପ୍ରତିଯୋଗିତା ଦର୍ଶକ ଗ୍ୟାଲେରୀ, ୧୦୦ରୁ ଅଧିକ ଆହତ

ହାଇଦ୍ରାବାଦ : ଜାତୀୟ ଜୁନିୟର କବାଡ଼ି ପ୍ରତିଯୋଗିତାରେ ଅଘଟଣ । ତେଲେଙ୍ଗାନାର ସୁରିୟାପେଟରେ ୪୭ତମ ଜାତୀୟ ଜୁନିୟର କବାଡ଼ି ପ୍ରତିଯୋଗିତା ଚାଲିଥିବା ବେଳେ ଭୁଷୁଡ଼ି ପଡ଼ିଲା ଷ୍ଟାଡିୟମର ଗ୍ୟାଲେରୀ । ଦର୍ଶକ ଗ୍ୟାଲେରି ଭୁଷୁଡ଼ି ପଡ଼ିବାରୁ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ…

ଜାତୀୟ ଫିଲ୍ମ ପୁରସ୍କାର: ଶାବନା ୫, କଙ୍ଗନା ୪

ମୁମ୍ବାଇ: କଙ୍ଗନା ରାନାୱତ ତାଙ୍କ ଫିଲ୍ମ କ୍ୟାରିୟରରେ ୪ର୍ଥ ଥର ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ହାତେଇଛନ୍ତି । ମଣିକର୍ଣ୍ଣିକା ଓ ପଙ୍ଗା ପାଇଁ ସେ ଚଳିତ ବର୍ଷ ଏହି ପୁରସ୍କାର ପାଇଛନ୍ତି । ଏଥିସହ କଙ୍ଗନା ଅଭିନେତ୍ରୀ ଭାବେ ସର୍ବାଧିକ ଥର ଜାତୀୟ ପୁରସ୍କାର ହାସଲ…

ପୁରୁଣା ବସ୍ କିଣେଇ ଦେବେ କହି ଠକି ନେଇଥିଲେ ସାଢ଼େ ୫ ଲକ୍ଷ ଟଙ୍କା

କଟକ: ବେଙ୍ଗଳୁରୁରେ ବିକ୍ରି ହେଉଛି ପୁରୁଣା ବସ୍ । ଦାମ୍ ମାତ୍ର ସାଢ଼େ ୫ ଲକ୍ଷ ଟଙ୍କା । ଏମିତି ବିଶ୍ୱାସ ଜନ୍ମାଇ ଠକ ଜଣଙ୍କ କଟକର ପ୍ରକାଶ ଚନ୍ଦ୍ର ନାୟକଙ୍କ ଠାରୁ ସାଢ଼େ ୫ ଲକ୍ଷ ଟଙ୍କା ନେଇ ଯାଇଥିଲେ । ବସ୍ ତ ବସ୍ ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲା ଅଭିଯୁକ୍ତ । ୨୦୧୮ ମସିହାରେ…

ତାମିଲନାଡୁ ନିର୍ବାଚନ ପାଇଁ ବିଜେପି ଜାରି କଲା ଇସ୍ତାହାର

ଚେନ୍ନାଇ : ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ବିଜେପି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ଭି.କେ ସିଂଙ୍କ ଏହି ଇସ୍ତାହାର ଜାରି କରିଛନ୍ତି । ତେବେ ଏହି ଇସ୍ତାହାରରେ କୃଷକଙ୍କ ସହ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇଛି । ବିଜେପିର ଘୋଷଣା ଅନୁସାରେ,…

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ, PMAYରେ ୧୩.୯୫ ଲକ୍ଷ ହିତାଧିକାରୀଙ୍କୁ…

ନୂଆଦିଲ୍ଲୀ: ସୋମବାର ବିଜେଡି ସାଂସଦ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀ ସାଧବୀ ନିରଞ୍ଜନ ଜ୍ୟୋତିଙ୍କୁ ଭେଟିଛନ୍ତି । ଗ୍ରାମାଞ୍ଚଳରେ ସମସ୍ତଙ୍କୁ ବାସଗୃହ ଲାଗି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆୱାସ୍ ଯୋଜନା କରିଛନ୍ତି । ବିଶେଷକରି ଗ୍ରାମାଞ୍ଚଳରେ ଆର୍ଥିକ ଦୁର୍ବଳ ଘର ନଥିବା…

ଏଥର ୧୦୦ ଫୁଟ ଉଚ୍ଚ ଟାୱାରରେ କରିହେବ ଡିନର !

ରୋମ: ୧୦୦ ଫୁଟ ଉଚ୍ଚ ଟାୱାରରେ ଏଥର କରି ହେବ ଡିନର । ସବୁଜିମା ଭରା ପରିବେଶରେ ନିର୍ମିତ ହୋଇଥିବା ଏହି ଟାୱାର ଉପରକୁ ପର୍ଯ୍ୟଟକଙ୍କୁ ଡ୍ରୋନ ମାଧ୍ୟମରେ ପଂହଚାଯିବ । ଇଟାଲୀରେ ନିର୍ମିତ ହେଉଥିବା ଏହି ଟାୱାରରେ ନାମ ଭର୍ଟିପୋର୍ଟସ ରଖାଯାଇଛି । ରୋମର କମ୍ପାନୀ ଗିୟୋନକାର୍ଲ ଜେମା ଡିଜାଇନ…

ଖଣିଜ ଚୋରା କାରବାରରେ ସମ୍ପୃକ୍ତି ଅଭିଯୋଗରେ ୬ ଗିରଫ

କେନ୍ଦୁଝର : ବଡ଼ବିଲ ପୋଲିସକୁ ବଡ଼ ସଫଳତା । ଦୁଇ ଖଣିଜ ମାଫିଆ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏଥିସହ ୪ଟି ଟ୍ରେଲର, ଗୋଟିଏ ଲୋଡ଼ର ମେସିନ୍ ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି ବଡ଼ବିଲ ପୋଲିସ୍ । ତେବେ ଏହି ଘଟଣାରେ ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି । ସୂଚନା…

ପରମବୀରଙ୍କ ଲେଟର ବୋମା: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବୀ

ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରବୀର ସିଂଙ୍କ ଲେଟର ବୋମା ମହାରାଷ୍ଟ୍ର ସରକାରକୁ ସଙ୍କଟରେ ପକାଇଛି । ଏଥିରୁ ମୁକୁଳିବା ପାଇଁ ଏନସିପି ଓ ଶିବସେନା ମୁଣ୍ଡ ଖର୍ଚ୍ଚ କରୁ୍‌ଥିବା ବେଳେ ବିରୋଧୀ ବିଜେପି ଆକ୍ରମଣାତ୍ମକ ପନ୍ଥା ଆପଣାଇଛି । ସୋମବାର କେନ୍ଦ୍ର ମନ୍ତ୍ରୀ ତଥା…