Latest Odisha News

BREAKING NEWS

Browsing Category

ଫିଚର

ଭିଜିଲାନ୍ସ ଜାଲରେ ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଘର ସମେତ ୬ଟି ସ୍ଥାନରେ ଏହି ଭିଜିଲାନ୍ସ ଚଢଉ ଚାଲିଛି । ରାୟଗଡ଼ା ଭିଜିଲାନ୍ସ ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକଙ୍କ ନେତୃତ୍ୱରେ ୪ ଜଣିଆ ଟିମ ଏହି ଚଝଉ…

କଟକରେ ୧୨ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ଲିଙ୍କରୋଡ୍ ସ୍ଥିତ ଏକ ଶିକ୍ଷାନୁଷ୍ଠାନର ପ୍ରାୟ ୧୨ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ, କରୋନା ଲକ୍ଷଣ ଦେଖାଯିବା ପରେ ସମ୍ପୃକ୍ତ ଛାତ୍ରଛାତ୍ରୀ ମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। ତନ୍ମଧ୍ୟରେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ୍…

ହେଲମେଟ୍ ନ ପିନ୍ଧି ଟ୍ରକ ଚଳାଉଥିବାରୁ ଡ୍ରାଇଭରଙ୍କୁ ହଜାରେ ଟଙ୍କା ଫାଇନ୍!

ଗଂଜାମ: ଟ୍ରକ ଚଳାଇବା ବେଳେ ହେଲମେଣ୍ଟ ପିନ୍ଧି ନ ଥିବାରୁ ହଜାରେ ଟଙ୍କା ଫାଇନ ପକାଇଛି ରାଜ୍ୟ ଟ୍ରାଫିକର ଏନଫୋର୍ସମେଣ୍ଟ ଶାଖା । ଏହା ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି କଥାଟା ସତ । ଏପରି ଏକ ଘଟଣା ଘଟିଛି ଗଂଜାମରେ । ପ୍ରମୋଦ କୁମାର ସ୍ୱାଇଁ ନାମକ ଏହି ଟ୍ରକ ଡ୍ରାଇଭରଙ୍କ ନାଁରେ ଏହି…

ଦେଶର ଏହି ସହରରେ ଆଜିଠୁ ନାଇଟ୍ କର୍ଫ୍ୟୁ

ମୁମ୍ବାଇ: ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଦେଶର ଅନେକ ରାଜ୍ୟ ତଥା ସହରରେ ପୁଣିଥରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ମହାରାଷ୍ଟ୍ରର ନାଗପୁର, ଆକୋଲା, ପୁଣେ ଏବଂ ଗୁଜୁରାଟର ଅହମ୍ମଦାବାଦ ସମେତ ୪ ଟି ସହରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ସେହିପରି ମଧ୍ୟପ୍ରଦେଶର…

ଆସନ୍ତାକାଲିଠାରୁ ଲିଙ୍ଗରାଜଙ୍କ ସେବାୟତଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ବର : ଆସନ୍ତାକାଲିଠାରୁ ଲିଙ୍ଗରାଜଙ୍କ ସେବାୟତଙ୍କୁ ଦିଆଯିବ କରୋନା ଟିକା । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରତିଦିନ ୫୦ ଜଣ ଲେଖାଏଁ ସେବାୟତଙ୍କୁ ଟିକାକରଣ କରାଯିବ । କରୋନା ଟିକା ନେବେ ଲିଙ୍ଗରାଜ ମନ୍ଦିରର ପ୍ରାୟ ତିନି ଶହରୁ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ନୀତା ଅମ୍ବାନୀ ଓ ବନାରସ୍ ହିନ୍ଦୁ ୟୁନିଭର୍ସିଟି ମାମଲା

ଭୁବନେଶ୍ୱର: ନୀତା ଅମ୍ବାନୀଙ୍କୁ ମିଳିଥିଲା ବନାରସ୍ ହିନ୍ଦୁ ୟୁନିଭର୍ସିଟିରୁ ଡାକରା । ସାଜିଥାନ୍ତେ ଭିଜିଟିଂ ପ୍ରଫେସର୍ । କିଛି ଏପରି ଦାବି କରିଥିଲେ ଏକାଧିକ ଖବର ପ୍ରକାଶନ ସଂସ୍ଥା । ହେଲେ ଶେଷରେ ସାମ୍ନାକୁ ଆସିଛି ସମ୍ପୂର୍ଣ୍ଣ ଭିନ୍ନ କଥା । ଅନ୍ୟପଟେ ସତମିଛକୁ ତର୍ଜମା ନକରି…

କାୟା ମେଲାଉଛି କରୋନା, ଅହମ୍ମଦାବାଦରେ ସମସ୍ତ ପାର୍କ ବନ୍ଦ

ଗୁଜରାଟ : ଗୁଜରାଟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା । ସଂକ୍ରମଣ ବଢୁଥିବା ଚିନ୍ତାରେ ପ୍ରଶାସନ । କିଭଳି ସଂକ୍ରମଣକୁ ରୋକିହେବ ସେନେଇ ଗୁଜରାଟର ବିଭିନ୍ନ ସ୍ଥାନରେ ଲାଗିଲାଣି କଟକଣା । ଏହାକୁ ଦୃଷ୍ଟିରେ ରଖି ଅହମ୍ମଦାବାଦ ସହରର ସମସ୍ତ ପାର୍କକୁ ବନ୍ଦ ରଖିବାକୁ…

ବାଲେଶ୍ବରରେ ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣା, ୮ ଅଭିଯୁକ୍ତ ଗିରଫ

ବାଲେଶ୍ବର : ଟ୍ରଲର ମାଲିକ ବିଜୟ ପ୍ରଧାନଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ କାର୍ଯ୍ୟାନନୁଷ୍ଠାନ । ହତ୍ୟା ଘଟଣାରେ ସଂପୃକ୍ତ ୮ ଜଣଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ୨ ରାଉଣ୍ଡ ଗୁଳି ସମେତ ମାରଣାସ୍ତ୍ର ଜବତ କରାଯାଇଛି । ତେବେ…

ଭଁସାଲୀଙ୍କ ଆଗାମୀ ୱେବସିରିଜରେ ଅଭିନୟ କରିବେ ଆଲିୟା !

ମୁମ୍ବାଇ: ଗଙ୍ଗୁବାଇ କାଠିୟାବାଡିରେ ଆଲିୟା ଭଟ୍ଟଙ୍କ ଅଭିନୟରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲୀ ପ୍ରଭାବିତ ହୋଇଛନ୍ତି । ଏହି ଫିଲ୍ମର ସମାପ୍ତି ପରେ ସେ ତାଙ୍କର ବହୁ ପ୍ରତୀକ୍ଷିତ ହୀରା ମଣ୍ଡିର ଶୁଟିଂ ଆରମ୍ଭ କରିବେ । ଏହି ୱେବ ସିରିଜରେ ଭଁସାଲୀ ତାଙ୍କ ପ୍ରିୟ ହୀରୋଇନ ଆଲିୟା ମୂଖ୍ୟ…

ଟିଏମସି ଜାରି କଲା ଇସ୍ତାହାର, ଯୁବକଙ୍କୁ ନିଯୁକ୍ତି ଓ ଚାଷୀଙ୍କୁ ମିଳିବ ସହାୟତା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ଘୋଷଣା ପତ୍ର ଜାରି କରିଛି ତୃଣମୂଳ କଂଗ୍ରେସ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ଉନ୍ମୋଚନ କରିଛନ୍ତି । ଇସ୍ତାହାରରେ ବର୍ଷକ ମଧ୍ୟରେ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତି…