Latest Odisha News

BREAKING NEWS

Browsing Category

ଫିଚର

ରୋନାଲ୍ଡୋଙ୍କୁ ୨୫୨ କୋଟିରେ ବିକିବ ଯୁଭେଂଟସ

ଲିସବନ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କୁ ଯୁଭେଂଟସ କ୍ଲବ ଟ୍ରାନ୍ସଫର କରିବା ଲକ୍ଷ୍ୟରେ ରହିଛି । ରିପୋର୍ଟ ମୁତାବକ ଯୁଭେଂଟସ ୨୫୨ କୋଟିରେ ରୋନାଲ୍ଡୋଙ୍କୁ ଛାଡିବାକୁ ରାଜି ଅଛି । ୟୁଇଏଫଏ ଚାମ୍ପିୟନ୍ସ ଲିଗରେ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିବାରୁ କ୍ଲବ ଏହି…

ଷଣ୍ଢ ଓ ମହାରାଷ୍ଟ୍ର ଭାୟା ମାଲକାନଗିରି !

ମାଲକାନଗିରି: ଷଣ୍ଢ କରିବ ବାସ୍ତୁଦୋଷର ଉପଚାର । ଟଙ୍କା ଦେଲେ ହେବ ରିଷ୍ଟ ଖଣ୍ଡନ । ମହାରାଷ୍ଟ୍ରରୁ ଆସିଥିଲେ ୪ଜଣ । ମାଲକାନଗିରିରୁ ୪୮ ହଜାର ଟଙ୍କା ଠକି ଚମ୍ପଟ୍ ମାରିଥିଲେ । ଶେଷରେ ସେମାନଙ୍କୁ ମହାରାଷ୍ଟ୍ରରୁ ଗିରଫ କରିଥିଲା ମାଲକାନଗିରି ପୋଲିସ । ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ,…

ଭାଇରାଲ୍ ହେଲା ମାଓବାଦୀଙ୍କ ମହିଳା ଦିବସ ଭିଡିଓ

ମାଲକାନଗିରି: ମାଓବାଦୀ ପାଳିଥିଲେ ଆନ୍ତର୍ଜାତୀୟ ମହିଳା ଦିବସ । ଆୟୋଜିତ ସମାବେଶରେ ସାମିଲ ହୋଇଥିଲେ ଶତାଧିକ ମହିଳା ଓ ପୁରୁଷ । ଶୋଭାଯାତ୍ରାଠୁ ଆରମ୍ଭ ହୋଇ ପ୍ରଜାମେଳିରେ ସମାପ୍ତ ହୋଇଥିଲା ସମାବେଶ । ଆଗାମୀ ଦିନରେ ମାଓ ସଙ୍ଗଠନରେ ଅଧିକରୁ ଅଧିକ ମହିଳା ସାମିଲ ହେବା ନେଇ ସୂଚନା ରହିଛି ।…

ଯାଁଳା ଫାଣ୍ଡି ଭିତରୁ ନରକଙ୍କାଳ ଉଦ୍ଧାର ମାମଲାରେ ଫାଣ୍ଡି ଅଧିକାରୀ ବହିଷ୍କୃତ

ଭୁବନେଶ୍ୱର: ଯାଁଳା ଫାଣ୍ଡି ଭିତରେ ଥିବା ଏକ ସିଜ୍ ଗାଡ଼ିରୁ ମହିଳାଙ୍କ ନରକଙ୍କାଳ ଉଦ୍ଧାର ମାମଲାରେ ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ସସପେଣ୍ଡ କରାଯାଇଛି । ତାଙ୍କୁ ଭୁବନେଶ୍ୱର ଡିସିପି ସସପେଣ୍ଡ କରିଛନ୍ତି । ଡିସିପିଙ୍କ କହିବାନୁଯାୟୀ, 'ଗଞ୍ଜାମ ପୋଲିସର ଏହି ସିଜ ଗାଡି…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ବାପୁଙ୍କ ପାଇଁ ବିବାଦରେ ରାହୁଲ୍ ଗାନ୍ଧୀ !

ଭୁବନେଶ୍ୱର: ଜାତିର ପିତା ବାପୁ ତଥା ମହାତ୍ମା ଗାନ୍ଧୀଙ୍କୁ ନେଇ ଅଡୁଆରେ କଂଗ୍ରେସ୍ ନେତା ରାହୁଳ ଗାନ୍ଧୀ । ବାପୁ କୁଆଡେ ଇସଲାମ୍‌ରୁ ଅହିଂସା ଧର୍ମ ଆପଣାଇଥିଲେ । ହେଲେ ଏହି କଥା ଆମେ ନୁହେଁ ବରଂ ଏକ ଭିଡିଓ ବାରମ୍ବାର ଏହାକୁ ସତ ବୋଲି କହୁଛି ।

ଶତାଦ୍ଦୀ ଏକ୍ସପ୍ରେସର କୋଚ୍‌ରେ ନିଆଁ

ଉତ୍ତରାଖଣ୍ଡ: ଦିଲ୍ଲୀରୁ ଡେରାଡୁନ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସର ଏକ କୋଚରେ ନିଆଁ । ସର୍ଟ ସର୍କିଟ ପାଇଁ ଟ୍ରେନରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଥିରେ କେହି ମୃତାହତ ହୋଇ ନ ଥିବାର ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଶତାଦ୍ଦୀ ଏକ୍ସପ୍ରେସର ସି-୪ କୋଚରେ ଏହି…

ଅନ୍ତର୍ଜାତୀୟ ମହିଳା ଦିବସରେ ସଶସ୍ତ୍ର ମାଓବାଦୀଙ୍କ ପ୍ରଜାମେଳି, ପୋଲିସକୁ ଚ୍ୟାଲେଞ୍ଜ

ମାଲକାନଗିରି: ଆଦିବାସୀ ଅଞ୍ଚଳରେ ମାଓବାଦୀଙ୍କ ପ୍ରଜାମେଳି । ମହିଳାଙ୍କୁ ସଶସ୍ତ୍ର ଓ ମଜଭୁତ୍ ଲାଗି ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ପାଳୁଥିବା ବେଳେ ପ୍ରଜାମେଳି କରି ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ମାଓବାଦୀ । ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ…

ଶିମିଳିପାଳ ବନାଗ୍ନି, ସ୍ଥିତି ଅନୁଧ୍ୟାନ କରି ଫେରିଲେ କେନ୍ଦ୍ରୀୟ ଟିମ

ବାରିପଦା: ଶିମିଳିପାଳରେ ଲାଗିଥିବା ନିଆଁକୁ ଅନୁଧ୍ୟାନ କରିବାକୁ ଯାଇଥିବା ଏକ ୩ ଜଣିଆ ଟିମ ଆଜି ପ୍ରତ୍ୟାବର୍ତ୍ତନ କରିଛନ୍ତି। ସୂଚନା ଅନୁଯାୟୀ ସେମାନେ ଗୁରୁବାର ଦିନ ଶିମିଳିପାଳରେ ପ୍ରଵେଶ କରିଥିଲେ। ପରେ ପ୍ରଥମେ ଠାକୁରମୁଣ୍ଡା, କରଞ୍ଜିଆ ରେଞ୍ଜ ଅଞ୍ଚଳ ପରିଦର୍ଶନ କରି ସାରି ଯଶୀପୁରରେ…

ପ୍ରଥମରୁ ଅଷ୍ଟମ ଶ୍ରେଣୀ ସବୁ ପାସ୍, ଜୁନରୁ ଆରମ୍ଭ ହୋଇପାରେ ଶିକ୍ଷା ବର୍ଷ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ବର୍ଷେ ହେଲାଣି ହୋଇପାରୁନି ପାଠପଢ଼ା । ଗତବର୍ଷ ମାର୍ଚ୍ଚ ଅଧାରୁ ବନ୍ଦ ହୋଇଥିବା ପ୍ରାଥମିକ ବିଦ୍ୟାଳୟ ଏଯାଏ ଖୋଲିନି । ଅନ୍ୟପଟେ ଅନ୍ୟ ରାଜ୍ୟରେ ବଢ଼ୁଥିବା କରୋନା ମାମଲା ଡରାଇଲାଣି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଗୃହରେ ବିରୋଧୀ-ଶାସକ ମୁହାଁମୁହିଁ, ବିଧାନସଭା ୪ଟା ଯାଏ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ଜାରି ରହିଛି ହଟ୍ଟଗୋଳ । ମଣ୍ଡିରେ ଧାନକିଣା ଅବ୍ୟବସ୍ଥାକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଛି । ଗତକାଲି ଭଳି ଆଜି ବି ମଣ୍ଡି ତାତିରେ ଚାଲି ପାରିନି ବିଧାନସଭା । ପ୍ରଥମେ ପ୍ରଶ୍ନକାଳରେ ବିରୋଧୀ-ଶାସକ ଗୃହରେ ମୁହାଁମୁହିଁ ହୋଇଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ…