Latest Odisha News

BREAKING NEWS

Browsing Category

ଫିଚର

କ୍ୱାଡ୍ ସମ୍ମିଳନୀରେ ଉଠିଲା ଭାରତ-ଚୀନ ପ୍ରସଙ୍ଗ

ନୂଆଦିଲ୍ଲୀ: ଶୁକ୍ରବାର ଭର୍ଚୁଆଲରେ କ୍ୱାଡ୍ ସମ୍ମିଳନୀ ବୈଠକ ହୋଇଥିଲେ । ଏଥିରେ ଏଲଏସରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ପ୍ରସଙ୍ଗ ଉଠିଛି । ପ୍ରସଙ୍ଗରେ ସମସ୍ତ ଦେଶର ନେତା ଭାରତକୁ ସମର୍ଥନ କରିବା ସହ ସହାନୁଭୂତି ଜଣାଇଛନ୍ତି । ୨୦୨୧ ଜୁନରେ ବ୍ରିଟେନରେ ଜି୭ ଶିଖର ବୈଠକ ବେଳେ କ୍ୱାଡ୍…

ପାକିସ୍ତାନ କହୁଛି, ବିଜେପି ଶ୍ରୀଲଙ୍କାରେ ବ୍ରାଞ୍ଚ ଖୋଲିଛି

ଭୁବନେଶ୍ୱର: ଭାରତର ଏକ ରାଜନୈତିକ ଦଳକୁ ନେଇ ପାକିସ୍ତାନର ଅଜବ ଦାବି । ଶ୍ରୀଲଙ୍କାରେ ଖୋଲିଛି ଭାରତୀୟ ଜନତା ପାର୍ଟିର ବ୍ରାଂଚ । ଏ ନେଇ ଅନେକ ଫଟୋ ଓ ରୋମାଂଚକର ପୋଷ୍ଟ ବି ସୋସିଆଲ୍ ମିଡିଆରେ ସାମ୍ନାକୁ ଆସିଛି । ଏ କଥା ସତ ଯେ, ଶ୍ରୀଲଙ୍କାରେ ଭାରତୀୟ ଜନତା ପାର୍ଟିର ନାଁ ଉଠିବା ସହ ଏକ ଦଳ…

ଉମରକୋଟରେ ଗୁଳିମାଡ଼, ବ୍ୟବସାୟୀ ଗୁରୁତର

ଉମରକୋଟ : ଉମରକୋଟରେ ବ୍ୟବସାୟୀଙ୍କୁ ଗୁଳିମାଡ଼ । ପିଏନବି ଶାଖା ଆଗରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଟି. ସଞ୍ଜୀବ ସୁବୁଦ୍ଧି ନାମକ ଜଣେ ବ୍ୟବସାୟୀ ବ୍ୟାଙ୍କ ଆଗରେ ବାଇକ୍ ଧରି ଛିଡ଼ା ହୋଇଥିବା ବେଳେ, ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ ପରେ…

ରାଜ୍ୟରେ ଗଠନ ହେଲା କରୋନା କମିଟି

ଭୁବନେଶ୍ବର : ମହାରାଷ୍ଟ୍ର ସମେତ ଦେଶର କିଛି ରାଜ୍ୟରେ ଦୃତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ଏଥିପାଇଁ ଲୋକଙ୍କ ମନରେ ପଶିଲାଣି ଛନକା । ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ, ରାଜ୍ୟରେ ସତର୍କ ହୋଇଉଠିଛି ସ୍ବାସ୍ଥ୍ୟ ବିଭାଗ । କରୋନା ମହାମାରୀକୁ ଦେଖି ଜନସ୍ବାସ୍ଥ୍ୟ…

ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ହାରିଲା ଭାରତ, ୮ ଓ୍ବିକେଟରେ ଜିତିଲା ଇଂଲଣ୍ଡ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଟି-ଟ୍ବେଣ୍ଟି ମ୍ୟାଚରେ ହାରିଲା ଭାରତ । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତକୁ ୮ ଓ୍ବିକେଟରେ ହରାଇଛି ଇଂଲଣ୍ଡ । ଏଥିସହ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଇଂଲିଶ ଟିମ୍ । ଦମଦାର ବୋଲିଂ ପାଇଁ ଜୋଫ୍ରା…

ମାର୍ଚ୍ଚ ୨୮ରୁ ଝାରସୁଗୁଡ଼ାରୁ ଚେନ୍ନାଇକୁ ଉଡିବ ବିମାନ

ଭୁବନେଶ୍ୱର: ସ୍ପାଇସଜେଟ୍ ପକ୍ଷରୁ ମାର୍ଚ୍ଚ ୨୮ ତାରିଖରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ଚେନ୍ନାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଝାରସୁଗୁଡା ବିମାନବନ୍ଦରର ନିର୍ଦ୍ଦେଶକ କିଶୋର ସେନାପତିଙ୍କ ସୂଚନା ଅନୁଯାୟୀ, ସପ୍ତାହରେ ପ୍ରତିଦିନ ବିମାନ ସେବା ଉପଲବ୍ଧ ହେବ।…

ପଥର ଖାଇ ୩୨ ବର୍ଷ ହେଲା ବଂଚି ରହିଛନ୍ତି ଏହି ୮୦ ବର୍ଷର ବୃଦ୍ଧ, ଡାକ୍ତର ବି ଚକିତ !

ସତାରା: ମହାରାଷ୍ଟ୍ରର ସତାରାରେ ଜଣେ ୮୦ ବର୍ଷୀୟ ବୃଦ୍ଧ ପଥର ଖାଇ ବଂଚି ରହିଛନ୍ତି । ବିଶ୍ୱାସ ନ ହେଲେ ବି ଘଟଣାଟି ସତ । ୩୨ ବର୍ଷ ହେବ ରାମଭାଉ ଭୋଡକେ ପ୍ରତ୍ୟେକ ଦିନ ୨୫୦ ଗ୍ରାମ ପଥର ଖାଉଛନ୍ତି । ତାଙ୍କୁ ଆଖ ପାଖ ଲୋକ ପଥରବାଲା ବାବା ବୋଲି ଡାକୁଛନ୍ତି । ୧୯୮୯ରେ ମୁମ୍ବାଇରେ କାମ କରୁଥିବା…

ଶ୍ରେୟସ ଆୟରଙ୍କ ଦମଦାର ବ୍ୟାଟିଂ, ଇଂଲଣ୍ଡ ଆଗରେ ୧୨୫ ରନର ବିଜୟ ଲକ୍ଷ୍ୟ

ଅହମ୍ମଦାବାଦ : ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍‌ ଜାରି ରହିଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍‌ ହରାଇ ରନ ୧୨୪ ରନ ସଂଗ୍ରହ କରିଛି ଭାରତ । ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡ ଆଗରେ ୧୨୫ ରନ୍…

ଜୋମାଟୋ କେସରେ ନୂଆ ଟ୍ୱିଷ୍ଟ, ଆସନ୍ତୁ ଜାଣିବା କଣ କହିଲେ ଡେଲିଭେରୀ ବୟ

ବେଙ୍ଗାଲୁର: ବେଙ୍ଗାଲୁରରେ ଅର୍ଡର କ୍ୟାନସଲ କରିବା ଯୋଗୁ ଜଣେ ଜୋମାଟା ବୟ ହିତେଶା ଚନ୍ଦ୍ରାନୀ ନାମକ କଂଟେଟ କ୍ରିଏଟରଙ୍କ ନାକ ଫଟାଇବା ଖବର ଏବେ ସବୁଠାରେ ଚର୍ଚ୍ଚାର କାରଣ ସାଜିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଯୁବତୀଙ୍କ ପ୍ରତି ସମସ୍ତଙ୍କର ସମବେଦନା ଥିଲା । ତେବେ ବୁଧବାର ଡେଲିଭରୀ ବୟଙ୍କ…

ପୁଣେରେ ମାର୍ଚ୍ଚ ୩୧ ତାରିଖ ଯାଏଁ ସ୍କୁଲ, କଲେଜ ବନ୍ଦ

ପୁଣେ : ମହାରାଷ୍ଟ୍ରରେ ଜଟିଳ ରୂପ ନେଉଛି ମହାମାରୀ କରୋନା । ଦିନକୁ ଦିନ ସ୍ଥିତି ବିଗୁଡୁଥିବା ବେଳେ, ଆଗୁଆ ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର । ସଂକ୍ରମଣ ପାଇଁ ରାଜ୍ୟର ବିଭିନ୍ନ ସହରରେ କଟକଣା ଲଗାଟାଇଥିବା ବେଳେ, ଏବେ ପୁଣେ ପାଇଁ ସତର୍କତା ମୂଳକ ପଦକ୍ଷେ ନେଇଛନ୍ତି ମହାରାଷ୍ଟ୍ର…