Latest Odisha News

BREAKING NEWS

Browsing Category

ଫିଚର

‘କୃଷି ଓଡିଶା’ରେ ଚଳିତ ବର୍ଷର ମାସ୍କଟ ଛତୁ

ଭୁବନେଶ୍ୱର: ମାର୍ଚ୍ଚ ୧୫ରୁ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା’ ଆରମ୍ଭ ହେବ । ଅପରାହ୍ନ ସାଢେ ୫ଟାରେ ବରମୁଣ୍ଡା ଖେଳ ପଡିଆରେ ଏହାର ଉଦଘାଟନ ହେବ । ତେବେ ଚଳିତ ବର୍ଷର ମାସ୍କଟ ରହିଛି ଛତୁ । ତେବେ ଚଳିତ ବର୍ଷ ଛତୁକୁ ମାସ୍କଟ ରଖାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି…

ବଜେଟରେ ନାହିଁ ଅର୍ଥ ବ୍ୟବସ୍ଥା, ବନ୍ଦ ହେଲା ବିଜୁ ଯୁବ ବାହିନୀ

ଭୁବନେଶ୍ୱର: ରାଜ୍ୟରେ ଏବେ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ଷମ ନାହିଁ । ବିଧାୟକ ଭବାନୀ ଭୋଇଙ୍କ ପ୍ରଶ୍ନର ଉତ୍ତର ଦେଇ ଏଭଳି ସୂଚନା ଦେଇଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାନସଭାରେ ଉତ୍ତର ରଖି ବିଜୁ ଯୁବ ବାହିନୀ ବନ୍ଦ ହୋଇଥିବା ମନ୍ତ୍ରୀ କହିଛନ୍ତି ।…

ମଣ୍ଡି ତାତିରେ ଗୃହ ଅଚଳ, ଯୋଗାଣ ମନ୍ତ୍ରୀ ବିବୃତି ରଖିବାକୁ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ଭଳି ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ଲାଗି ରହିଛି । ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭର ପ୍ରଥମ ଦିନରୁ ଧାନ କିଣା ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ପ୍ରଶ୍ନକାଳ ଚାଲି…

ଏମିତି ପୁଅ କାହାକୁ ନମିଳୁ, ନିଜ ମାଆକୁ ଇଟାରେ ଛେଚି ମାରିଦେଲା

କେନ୍ଦୁଝର: ମାଆକୁ ମାରି ଦେଲା ପୁଅ । ଯେଉଁ ପୁଅ ବୃଦ୍ଧାବସ୍ଥାରେ ଆଶାର ବାଡ଼ି ହେବ ବୋଲି ଭାବିଥିଲା, ସେଇ ପୁଅ ସାଜିଲା ସୈତାନ । ନିଜ ମାଆକୁ ଇଟାରେ ଛେଚି ଅତି ନିର୍ମମ ଭାବରେ ହତ୍ୟା କରିଛି ପୁଅ । କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ୨ ନମ୍ବର ୱାର୍ଡ଼ରେ ଏଭଳି ଅଭାବନୀୟ ଓ ଲୋମଟାଙ୍କୁରା…

୧୦ ହଜାର ରନ୍ କ୍ଲବରେ ମିତାଲି ରାଜ, ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବରେ ରେକର୍ଡ

ନୂଆଦିଲ୍ଲୀ: ସିନିୟର ମହିଳା କ୍ରିକେଟର ମିତାଲି ରାଜଙ୍କୁ ଆଉ ଏକ ସଫଳତା । ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍ କ୍ଲବରେ ନିଜ ନାଁ ଲେଖାଇଛନ୍ତି । କ୍ରିକେଟର ସବୁ ଫର୍ମାଟରେ ୧୦ହଜାର ରନ୍ ସଂଗ୍ରହ କରିବାରେ ମିତାଲି ହୋଇଛନ୍ତି ଦେଶର ପ୍ରଥମ ମହିଳା କ୍ରିକେଟର । ସେହିପରି ବିଶ୍ୱରେ ଦ୍ୱିତୀୟ…

ବାପାଙ୍କ ଜାଲ୍ ଦସ୍ତଖତ କରି ଆକାଉଣ୍ଟରୁ ଝିଅ ନେଇଗଲା ୪୦ ଲକ୍ଷ ଟଙ୍କା

ସୁନ୍ଦରଗଡ଼: ଜାଲ୍ ଦସ୍ତଖତରେ ୪୦ ଲକ୍ଷ ଚଳୁ । ବାପାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରିନେଲା ଝିଅ । ଏମିତି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ । ଏନେଇ ବାପା ପୋଲିସରେ ଝିଅ ବିରୋଧରେ ଏତଲା ଦେଇଛନ୍ତି । ଏହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚା ଚାଲିଛି । ଥାନାରେ ହୋଇଥିବା ଅଭିଯୋଗ…

ଅପରାଧିଙ୍କୁ ଧରିବାରେ ପୋଲିସକୁ ସହୟତା କରିବ ‘ଅତିଥି’

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧ ଘଟାଇ ଅପରାଧିମାନେ ବିଭିନ୍ନ ହୋଟେଲରେ ଆତ୍ମଗୋପନ କରୁଛନ୍ତି । ଏଣିକ ଅପରାଧିଙ୍କୁ ଧରିବ ‘ଅତିଥି’ । ପୋଲିସର ନୂଆ ଆପ୍ ‘ଅତିଥି’ । ଏହି ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୋଲିସ । ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୋଲିସକୁ…

ବୁର୍ଲା ଭୀମସାରରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ, ତଦନ୍ତ କରୁଛି ଆଣ୍ଟି ରାଗିଂ ସେଲ୍

ସମ୍ୱଲପୁର: ବୁର୍ଲା ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ଆଣ୍ଡ ରିସର୍ଚ୍ଚରେ (ଭୀମ୍‌ସାର) ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଏମବିବିଏସ୍ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଏହାପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭୀମ୍‌ସାର ଡିନ୍‌ । ଆଣ୍ଟି ରାଗିଂ…

ଆରମ୍ଭରୁ ଧାନ ତାତି, ବିଧାନସଭା ସାଢ଼େ ୧୧ଟା ଯାଏ ମୁତଲବୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ମଣ୍ଡିରୁ ଧାନ ନ ଉଠିବା ପ୍ରସଙ୍ଗ ଉଠାଇଥିଲା । ବିଧାନସଭାରେ କଂଗ୍ରେସ ବିଧାୟକ ହୋହଲ୍ଲା ଆରମ୍ଭ କରିଥିଲେ । ବିଜେପି ବିଧାୟକ ବି ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗକୁ ନେଇ…

ଲଢ଼େଇ ହେବ ଜୋରଦାର: ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-ଟ୍ୱେଣ୍ଟି

ଅହମ୍ମଦାବାଦ: ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଟି-ଟ୍ୱେଣ୍ଟି ସିରିଜ । ସନ୍ଧ୍ୟା ୭ଟାରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଟି-ଟ୍ୱେଣ୍ଟିର ଶ୍ରେଷ୍ଠ ଦୁଇଟି ଦଳ ମଧ୍ୟରେ ମୁକାବିଲା । ତେଣୁ ଲଢ଼େଇ ଜୋରଦାର ହେବା ଆଶା କରାଯାଉଛି । ଟେଷ୍ଟରେ ଇଂଲଣ୍ଡ ପରାସ୍ତ…