Latest Odisha News

BREAKING NEWS

Browsing Category

ଫିଚର

କୁଳଡିହା ଅଭୟାରଣ୍ୟରେ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ

ନୀଳଗିରି : କୁଳଡିହା ଅଭୟାରଣ୍ୟରେ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । କୁଳଡିହା ସଂରକ୍ଷିତ ଅଭୟାରଣ୍ୟର ୨୦୫ ପଏଣ୍ଟରେ ଲାଗିଥିବା ନିଆଁ ଆୟତ୍ତ ହୋଇଥିବା ବେଳେ, ଏବେ ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀଙ୍କ ସହ ଡିଏଫଓ ବିଶ୍ବରାଜ…

ଦେବୀ ସୀତା ହେବା ପାଇଁ ବଲିଉଡରେ ଚାଲିଛି ପ୍ରତିଦ୍ୱନ୍ଦ୍ୱିତା, ଦୌଡରେ ସାମିଲ ହେଲେ କରୀନା

ମୁମ୍ବାଇ: ବଲିଉଡ ଟ୍ରେଣ୍ଡ ବଦଳିଛି । ଏବେ ହିନ୍ଦୁ ଧର୍ମ ଏବଂ ଏହାର ଦେବ ଦେବୀଙ୍କ ଭୂମିକା କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି । କୃତି ସେନନ ଓ ଦୀପିକା ପାଦୁକୋନଙ୍କ ପରେ ଏବେ ମାଆ ସୀତାଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ସୈଫ ଅଲୀ ଖାଁଙ୍କ ପତ୍ନୀ ତଥା ଅଭିନେତ୍ରୀ…

ଭଦ୍ରକରୁ ୧୧୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ

ଭଦ୍ରକ : ପୁଣି ଜବତ ହେଲା ଧଳା ଜହର । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ଛକ ନିକଟରୁ ୧୧୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ବ୍ରାଉନସୁଗାର ଚାଲାଣ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରାଯାଇଛି । ଭଦ୍ରକ ଜିଲ୍ଲାରେ ବେଆଇନ ଭାବେ…

ରାଜ୍ୟ ସରକାର ବଢ଼ାଇଲେ କରୋନା ଟେଷ୍ଟିଂ ଅବଧି

ଭୁବନେଶ୍ବର : ଦେଶରେ ବ‍ଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ମାମଲା ଦିନକୁ ବଢ଼ି ଚାଲିଥିବା ବେଳେ, ସତର୍କ ହେଲେଣି ସରକାର । ଏହାକୁ ଦୃଷ୍ଟିରେ ରଖି କରୋନା ଟେଷ୍ଟିଂ ବଢ଼ାଇବାକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । କରୋନା ଟେଷ୍ଟିଂ ଅବଧିକୁ ଏପ୍ରିଲ ୩୦ ତାରିଖ ଯାଏଁ ବଢ଼ାଇଛନ୍ତି ରାଜ୍ୟ…

ହସପିଟାଲରୁ ଡିସଚାର୍ଜ ହେଲେ ମମତା ବାନାର୍ଜୀ

କୋଲକାତା : ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରୁ ଡିସଚାର୍ଜ ହେଲେ ମମତା ବାନାର୍ଜୀ । ନନ୍ଦିଗ୍ରାମରେ ମନ୍ଦିରରୁ ଫେରୁଥିବା ବେଳେ ଆହତ ହୋଇଥିବା ମମତା ବାନାର୍ଜୀ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଦିଦି ହସ୍ପିଟାଲରୁ ଏକ ହୁଇଲ ଚେୟାରରେ ବସି ବାହାରକୁ…

ପ୍ରଥମେ ବ୍ୟାଟିଂ କରି ଅସୁବିଧାରେ ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ଜବାବରେ ଟିମ୍ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରି ଅସୁବିଧାରେ ପଡିଛି । ଖବର ହସ୍ତଗତ ହେଲା ବେଳକୁ ଭାରତ ୬ ଓଭରରେ ୨୨ ରନରେ ୩ଟି…

ରାଜ୍ୟରୁ ଆଉ ୯୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୯୨ କରୋନା ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ସମ୍ବଲପୁରରୁ ୧୩ ଓ ସୁନ୍ଦରଗଡ଼ରୁ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଯାଜପୁରରୁ ୯ ଜଣ, ମୟୂରଭଞ୍ଜରୁ ୮, ବରଗଡ଼ ଓ ପୁରୀରୁ ୬ ଜଣ…

ତିରଥ ସିଂହ ରାଓ୍ବତଙ୍କ ମନ୍ତ୍ରିମଣ୍ଡଳରେ ୧୧ ନୂଆ ଚେହେରା

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାଓ୍ବତ ନିଜର କ୍ୟାବିନେଟ୍‌ ବିସ୍ତାର କରିଛନ୍ତି । ନିଜ ମନ୍ତ୍ରିମଣ୍ଡଳରେ ୧୧ ଜଣ ନୂଆ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥିରେ ବଂଶୀଧର ଭଗତ, ସତପାଲ ମହାରାଜ, ହରକ ସିଂହ…

କିଏ କହିଲେ ଚିନ୍ତା କରନ୍ତୁ ନାହିଁ, ମୁଁ ଜିତିବି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଜିତିବା ପାଇଁ ବିଜେପି ଏବଂ ଟିଏମସି ସମସ୍ତ ପ୍ରକାର ରଣନୀତି ଆପଣାଇବାରେ ଲାଗିଛନ୍ତି । ଟିଏମସିର ମୂଖ୍ୟ ମମତା ବାନାର୍ଜୀଙ୍କ ବିରୋଧରେ ନନ୍ଦିଗ୍ରାମ ଆସନରୁ ବିଜେପିର ଶୁଭେନ୍ଦୁ ଅଧିକାରୀ ନାମାଙ୍କନ ଭରିଛନ୍ତି । ହଳଦିଆରେ ପଦଯାତ୍ରା ବେଳେ…

ସଲମାନଙ୍କ ପୂର୍ବତନ ପ୍ରେମିକାଙ୍କ ଚାଂଚଲ୍ୟକର ବୟାନ: ୫ ଓ ୯ରେ ଯୌନ ଶୋଷଣ, ୧୪ରେ ଦୁଷ୍କର୍ମ କରାଯାଇଥିଲା

ମୁମ୍ବାଇ: ସଲମାନ ଖାଁଙ୍କ ପୂର୍ବତନ ପ୍ରେମିକା ସୋମି ଅଲୀ ଶୁକ୍ରବାର ଚାଂଚଲ୍ୟକର ବୟାନ ଦେଇଛନ୍ତି । ନୋ ମୋର ଟିୟର୍ସ ନାମକ ଏନଜିଓ ଚଳାଉଥିବା ସୋମି କହିଛନ୍ତି ପାକିସ୍ତାନରେ ଥିବା ବେଳେ ୫ ଓ ୯ ବର୍ଷ ବୟସରେ ମୋତେ ଯୌନ ନିର୍ଯ୍ୟାତନା ଦିଆଯାଇଥିଲା । ୧୪ ବର୍ଷ ବୟସରେ ମୋ ସହିତ ଦୁଷ୍କର୍ମ…