Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୭୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୦ କରୋନା ଆକ୍ରାନ୍ତ । ଏମାନେ ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୧ ଜଣ ସୁସ୍ଥ ହୋଇଥିବା ବେଳେ, ବାଲେଶ୍ବର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି…

ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ରେକର୍ଡ ଭାଙ୍ଗିଲେ ରୋନାଲ୍ଡୋ

ନୂଆଦିଲ୍ଲୀ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ସୋମବାର ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ସର୍ବାଧିକ ଗୋଲ ରେକର୍ଡ ଭାଙ୍ଗିଛନ୍ତି । ପେଲେ ୭୬୭ ଓଭରାଲ ଗୋଲ ସ୍କୋର କରିଥିବା ବେଳେ ରୋନାଲ୍ଡୋ ୭୭୦ ଗୋଲ…

ମଲ୍ଟିପ୍ଲେକ୍ସ ସହ ପ୍ରତିଯୋଗିତା କରିବାକୁ ପ୍ରସ୍ତୁତ ହେଲା ରାଜଧାନୀର ପୁନଃନିର୍ମିତ ସ୍ୱାତୀ ସିନେମା ହଲ

ଭୁବନେଶ୍ୱର: ରାଜଧାନୀରେ ସିନେପଲିସ୍ ଓ ଆଇନକ୍ସ ଭଳି ମଲ୍ଟିପ୍ଲେକ୍ସ ସ୍କ୍ରିନରେ ଫିଲ୍ମ ଦେଖିବାକୁ ଦର୍ଶକ ପସନ୍ଦ କରୁଥିବା ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ସହରର ବହୁ ପୁରୁଣା ଏସ୍ କମ୍ପେ୍ଳକ୍ସର ସ୍ୱାତୀ ସିନେମା ହଲକୁ ଏପରି ନୂଆ ଢଙ୍ଗରେ ପ୍ରସ୍ତୁତ କରାଯାଇଛି । ପୁନଃନିର୍ମାଣ କରାଯାଇ…

ଷ୍ଟ୍ରିଟ୍ କ୍ରାଇମ୍ ରୋକିବାକୁ କମିଶନରେଟ୍ ପୋଲିସ ଜାରି କଲା ହ୍ୱାଟ୍ସଆପ୍ ନମ୍ବର

ଭୁବନେଶ୍ୱର: କମିଶନରେଟ୍ ପୋଲିସର ମୁଣ୍ଡବ୍ୟଥା ବଢାଇଛି ସହରରେ ବଢ଼ୁଥିବା ଅପରାଧ । ଛିନତାଇରୁ ରାହାଜାନୀ ଆଉ ମର୍ଡର ସବୁକିଛି ଦିନ ଦ୍ୱିପ୍ରହରରେ ଘଟୁଛି ରାଜଧାନୀର ରାସ୍ତାରେ । ଏସବୁ ଉପରେ ଲଗାମ୍ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ବିଚ୍ ରାସ୍ତାରେ କୌଣସି ଅପରାଧ…

ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବସ୍

ପୁରୀ : ପୁରୀ ବସଷ୍ଟାଣ୍ଡରେ ଅଭାବନୀୟ ଘଟଣା । ବସଷ୍ଟାଣ୍ଡରେ ନିଆଁ ଲାଗି ଜଳିଗଲା ୩ଟି ବସ୍ । ବସଷ୍ଟାଣ୍ଡରେ ୩ଟି ବସ୍ ଛିଡା ହୋଇଥିବା ବେଳେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ବସଟି ଜଳୁଥିବା ବେଳେ, ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁସାରେ,…

ଉଦଘାଟିତ ହେଲା କୃଷି ଓଡ଼ିଶା ୨୦୨୧

ଭୁବନେଶ୍ବର : ଉଦଘାଟିତ ହୋଇଛି କୃଷି ଓଡ଼ିଶା ୨୦୨୧ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ କୃଷି ଓଡ଼ିଶାକୁ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ସାଥିରେ…

ମମତାଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଲେ ଶୁଭେନ୍ଦୁ

କୋଲକାତା: ବିଜେପିର ଶୁଭେନ୍ଦୁ ଅଧିକାରୀ ସୋମବାର ମୁଖ୍ୟମନ୍ତ୍ରୀ ତଥା ଟିଏମସିର ମୂଖ୍ୟ ମମତା ବାନାର୍ଜୀଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ନାମାଙ୍କନ ପତ୍ର ସତ୍ୟପାଠରେ ମମତା ତାଙ୍କ ବିରୋଧରେ ଥିବା ୬ ମାମଲାର ତଥ୍ୟ ଦେଇ ନାହାନ୍ତି । ଶୁଭେନ୍ଦୁ ଏ ନେଇ ନିର୍ବାଚନ ଆୟୋଗଙ୍କ…

ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ପଦକ୍ଷେପକୁ ନେଇ ଖୁସି ବ୍ୟକ୍ତ କଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟ ସରକାର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏକ ଟ୍ୱିଟରେ ସେ ଲେଖିଛନ୍ତି ଯେ, ଏହା ଭୁବନେଶ୍ୱରର ଲୋକଙ୍କ ମିଳିତ ଉଦ୍ୟମ । ଏଥି ସହ ସେ ଲେଖିଛନ୍ତି ଯେ, 'ଭୁବନେଶ୍ୱରବାସୀଙ୍କ…

ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିଛି । ଏ ନେଇ ସାଧାରଣଲୋକ ଅସନ୍ତୋଷ ବ୍ୟକ୍ତ କରିବାରରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, 'ହାଇକୋର୍ଟଙ୍କ ରାୟ ଆସିବା ଯାଏଁ ପୁରୁଣା ଦରରେ ଟିକସ…

ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ବିବାହ କଲେ କ୍ରିକେଟର ଜସ୍‌ପ୍ରୀତ ବୁ‌ମ୍ରା

ଗୋଆ: ଭାରତୀୟ କ୍ରିକେଟର ଜସପ୍ରୀତ ବୁ‌ମ୍ରା ଆଜି ଟିଭି ଉପସ୍ଥାପିକା ସଞ୍ଜାନା ଗଣେଶନଙ୍କ ହାତ ଧରିଛନ୍ତି । ସୋସିଆଲ ମିଡିଆରେ ବୁ‌ମ୍ରା ବିବାହ ଫଟୋ ସେୟାର କରିଛନ୍ତି । ଗୋଆରେ ଅଳ୍ପ କିଛି ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହୋଇଛି । “Love, if it finds you worthy,…