Latest Odisha News

BREAKING NEWS

Browsing Category

ଫିଚର

ଶିମିଳିପାଳ ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ, ବନ୍ଧୁକ ଜବତ

ବାରିପଦା: ଶିମିଳିପାଳ ପୋଡ଼ାଡିହା ରେଞ୍ଜରେ ନିଆଁ ଲଗାଉଥିବା ବେଳେ ଜଣେ ଶିକାରୀ ଗିରଫ । ତାକୁ ଧରିଛି ବନ ବିଭାଗ ଟିମ୍ । ଗିରଫ ଶିକାରୀଙ୍କ ନାଁ ଅନ୍ତରା ସିଂ । ତାଙକ୍ ନିକଟରୁ ୭ କିଲୋ ଝିଙ୍କ ମାଂସ ସହ ଏକ ଦେଶୀ ବନ୍ଧୁକ ଓ କୁରାଢ଼ୀ ଜବତ ହୋଇଛି । ନିଆଁ ଲଗାଉଥିବା ବେଳେ ତାଙ୍କୁ ଧରିଛି ବନ…

ଦେଶରେ ଆଜି ୨୨ ହଜାର ପାର କଲା କରୋନା ସଂକ୍ରମଣ, ୧୨୬ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଆଜି ୨୦ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୨ହଜାର ୮୫୪ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧୨ଲକ୍ଷ ୮୫ହଜାର ୫୬୧କୁ ବୃଦ୍ଧି ପାଇଛି ।…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆରୋଗ୍ୟ କାମନା କଲେ ନବୀନ

ଭୁବନେଶ୍ୱର: ନନ୍ଦିଗ୍ରାମରେ ପ୍ରଚାର ବେଳେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଛନ୍ତି । ତାଙ୍କ ବାମ ପାଦରେ ଗଭୀର ଆଘାତ ଲାଗିଛି । ସେ ଗତରାତିରେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ…

ଓମ୍ ନମଃ ଶିବାୟ: ବାଲୁକା କଳାରେ ମହାଦେବଙ୍କ ଆରାଧନା

ପୁରୀ: ବାଲୁକାକଳାରେ ଦେବ ଦେବ ମହାଦେବଙ୍କ ଆରାଧନା । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳା ନିର୍ମାଣ କରି ଶିବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଶିବଲିଙ୍ଗ ସହ ବାଲିରେ ନିର୍ମାଣ କରିଛନ୍ତି ହର-ପାର୍ବତୀଙ୍କ ପ୍ରତିମୂର୍ତ୍ତି । ଏହାସହ…

ଜାଗରରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ ମନା, ମନ୍ଦିର ପରିସରରେ ୧୪୪ ଧାରା

ଆଠଗଡ଼(କଟକ): ମହାଶିବରାତ୍ରି ପାଇଁ ଆଜି ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ । କଟକ ଜିଲ୍ଲାର ପ୍ରମୁଖ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଜାଗର ପାଇଁ ଜାରି ହୋଇଛି ୧୪୪ ଧାରା । କୋଭିଡ୍ ପାଇଁ କଟକଣା ଜାରି କରିଛି ପ୍ରଶାସନ । ଏବର୍ଷ ଶିବରାତ୍ରିରେ ବାବାଙ୍କୁ ଦର୍ଶନ କରି ପାରିବେନି ଭକ୍ତ ।…

ଡିଭାଇଡର ଡେଇଁ କଣ୍ଟେନରରେ ପିଟିହେଲା ସ୍କର୍ପିଓ, ୮ ଜଣଙ୍କର ମୃତ୍ୟୁ

ଆଗ୍ରା: ମହାଶିବରାତ୍ରିରେ ମର୍ମନ୍ତୁଦ ଦୁର୍ଘଟଣା । ୮ ଜଣଙ୍କର ଅକାଳ ବିୟୋଗ ହୋଇଛି । ଆହତ ହୋଇଛନ୍ତି ଚାରି ଜଣ । ଭାରସାମ୍ୟ ହରାଇ ଡିଭାଡର ଡେଇଁ ରାସ୍ତାର ଅନ୍ୟପଟରେ ଯାଉଥିବା କଣ୍ଟେନର ସହ ପିଟିହେଲା ସ୍କର୍ପିଓ । ଉତ୍ତରପ୍ରଦେଶ ଆଗ୍ରା ହାଇଓ୍ୱରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ହସ୍ପିଟାଲ ବେଡରେ ମମତା ବାନାର୍ଜୀ, ବିଜେପି କହିଲା ନାଟକ କରୁଛନ୍ତି ଦିଦି

କୋଲକାତା: ହସ୍ପିଟାଲରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତକାଲି ନନ୍ଦିଗ୍ରାମରେ ପ୍ରଚାର ବେଳେ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ସେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କୋଲକାତା ଏସଏସକେଏମ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ମମତାଙ୍କ ଗୋଡ଼ରେ ଆଘାତ…

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ, ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ନୀତିନିର୍ଘଣ୍ଟ ଅନୁସାରେ ନୀତିକାନ୍ତି ଚାଲିଛି । କୋଭିଡ୍ କଟକଣା ମଧ୍ୟରେ ଶ୍ରଦ୍ଧାଳୁ ମହାଦେବଙ୍କର ଦର୍ଶନ କରୁଛନ୍ତି । ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ମଧ୍ୟରେ ଭୋରରୁ ନୀତିକାନ୍ତି…

ସବୁଠୁ ଛୋଟ ଶିବଙ୍କ ମୂର୍ତ୍ତି ଓ ଶିବଲିଙ୍ଗ ତିଆରି କରି ପୁଣି ରେକର୍ଡ ଭାଙ୍ଗିଲେ ବ୍ରହ୍ମପୁରର ସତ୍ୟ ମହାରଣା

ବ୍ରହ୍ମପୁର: କ୍ଷୁଦ୍ର ମୂର୍ତ୍ତି କାରିଗର ରେଶମ ସହରର ସତ୍ୟ ମହାରଣା ନିଜର ପୂର୍ବ ରେକର୍ଡକୁ ପୁଣି ଭାଙ୍ଗିଲେ । ଏଥର ସେ ସବୁଠାରୁ ଛୋଟ ଶିବଙ୍କ ମୂର୍ତ୍ତି ଓ ଶିବ ଲିଙ୍ଗ ତିଆରି କରି ନିଜର ୨୦୧୭ ରେ କରିଥିବା ରେକର୍ଡକୁ ଭାଙ୍ଗିଛନ୍ତି । ଚଳିତ ଥର ସେ ଚକ ଖଡିକୁ କାଟିସବୁଠାରୁ ଛୋଟ ଅଢେଇ…

୬ ଥର ବିଶ୍ୱ ଚାମ୍ପିୟନ ମହିଳା ବକ୍ସର କହିଲେ ଟୋକିଓରେ ଶେଷ ଅଲିମ୍ପିକ୍ସ ଖେଳିବି

ନୂଆଦିଲ୍ଲୀ: ୬ ଥର ବିଶ୍ୱ ଚାମ୍ପିୟନ ହୋଇଥିବା ଭାରତୀୟ ମହିଳା ବକ୍ସର ମୋର କମ୍ ଟୋକିଓରେ ସେ ତାଙ୍କ କ୍ୟାରିୟରର ଶେଷ ଅଲିମ୍ପିକ୍ସ ଖେଳିବେ ବୋଲି କହିଛନ୍ତି । ଏବେ ମୋତେ ୩୮ ବର୍ଷ, ବକ୍ସିଂ ମୁକାବିଲାରେ ବୟସର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ସେଥିପାଇଁ ମୁଁ ସ୍ପଷ୍ଟ କରି ଦେବାକୁ ଚାହେଁ…