Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ସଂକ୍ରମଣ ମଧ୍ୟରେ ରାଜ୍ୟରୁ ଆସିଛି ଭଲ ଖବର । ଆଜି ରାଜ୍ୟରୁ ସୁସ୍ଥ ହୋଇ ଫେରିଛନ୍ତି ୭୦ ଜଣ କରୋନା ଆକ୍ରାନ୍ତ । ସମ୍ବଲପୁରରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବାଲେଶ୍ବର, ଯାଜପୁର,…

ଜମ୍ମୁ-କଶ୍ମୀର ପୋଲିସ ଜାରି କଲା ୯ ମୋଷ୍ଟ ୱାଟେଂଡ ଆତଙ୍କବାଦୀଙ୍କ ସୂଚୀ

ଶ୍ରୀନଗର: ଜମ୍ମୁ-କଶ୍ମୀର ପୋଲିସ ଶନିବାର ୯ ମୋଷ୍ଟ ୱାଟେଂଡ ଆତଙ୍କବାଦୀଙ୍କ ତାଲିକା ଜାରି କରିଛି । ଏମାନେ ଘାଟିରେ ଲୁଚି ଛପି ରହିବା ସହ ପୋଲିସ, ସେନା ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି । ପୋଲିସ ଏଥିନେଇ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ମଧ୍ୟ ମାଗିଛି । ଫଟୋ ଏବଂ ସେମାନଙ୍କ…

କଟକ ଶିଶୁଭବନ ଆଇସିୟୁରେ ଅଗ୍ନିକାଣ୍ଡ

କଟକ: କଟକ ଶିଶୁଭବନ ଆଇସିୟୁରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି । ଖବର ଦେବାରୁ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆହତ୍ତ କରିଥିଲା । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । କିଛି…

ରୋନାଲ୍ଡୋଙ୍କୁ ୨୫୨ କୋଟିରେ ବିକିବ ଯୁଭେଂଟସ

ଲିସବନ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କୁ ଯୁଭେଂଟସ କ୍ଲବ ଟ୍ରାନ୍ସଫର କରିବା ଲକ୍ଷ୍ୟରେ ରହିଛି । ରିପୋର୍ଟ ମୁତାବକ ଯୁଭେଂଟସ ୨୫୨ କୋଟିରେ ରୋନାଲ୍ଡୋଙ୍କୁ ଛାଡିବାକୁ ରାଜି ଅଛି । ୟୁଇଏଫଏ ଚାମ୍ପିୟନ୍ସ ଲିଗରେ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିବାରୁ କ୍ଲବ ଏହି…

ଷଣ୍ଢ ଓ ମହାରାଷ୍ଟ୍ର ଭାୟା ମାଲକାନଗିରି !

ମାଲକାନଗିରି: ଷଣ୍ଢ କରିବ ବାସ୍ତୁଦୋଷର ଉପଚାର । ଟଙ୍କା ଦେଲେ ହେବ ରିଷ୍ଟ ଖଣ୍ଡନ । ମହାରାଷ୍ଟ୍ରରୁ ଆସିଥିଲେ ୪ଜଣ । ମାଲକାନଗିରିରୁ ୪୮ ହଜାର ଟଙ୍କା ଠକି ଚମ୍ପଟ୍ ମାରିଥିଲେ । ଶେଷରେ ସେମାନଙ୍କୁ ମହାରାଷ୍ଟ୍ରରୁ ଗିରଫ କରିଥିଲା ମାଲକାନଗିରି ପୋଲିସ । ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ,…

ଭାଇରାଲ୍ ହେଲା ମାଓବାଦୀଙ୍କ ମହିଳା ଦିବସ ଭିଡିଓ

ମାଲକାନଗିରି: ମାଓବାଦୀ ପାଳିଥିଲେ ଆନ୍ତର୍ଜାତୀୟ ମହିଳା ଦିବସ । ଆୟୋଜିତ ସମାବେଶରେ ସାମିଲ ହୋଇଥିଲେ ଶତାଧିକ ମହିଳା ଓ ପୁରୁଷ । ଶୋଭାଯାତ୍ରାଠୁ ଆରମ୍ଭ ହୋଇ ପ୍ରଜାମେଳିରେ ସମାପ୍ତ ହୋଇଥିଲା ସମାବେଶ । ଆଗାମୀ ଦିନରେ ମାଓ ସଙ୍ଗଠନରେ ଅଧିକରୁ ଅଧିକ ମହିଳା ସାମିଲ ହେବା ନେଇ ସୂଚନା ରହିଛି ।…

ଯାଁଳା ଫାଣ୍ଡି ଭିତରୁ ନରକଙ୍କାଳ ଉଦ୍ଧାର ମାମଲାରେ ଫାଣ୍ଡି ଅଧିକାରୀ ବହିଷ୍କୃତ

ଭୁବନେଶ୍ୱର: ଯାଁଳା ଫାଣ୍ଡି ଭିତରେ ଥିବା ଏକ ସିଜ୍ ଗାଡ଼ିରୁ ମହିଳାଙ୍କ ନରକଙ୍କାଳ ଉଦ୍ଧାର ମାମଲାରେ ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ସସପେଣ୍ଡ କରାଯାଇଛି । ତାଙ୍କୁ ଭୁବନେଶ୍ୱର ଡିସିପି ସସପେଣ୍ଡ କରିଛନ୍ତି । ଡିସିପିଙ୍କ କହିବାନୁଯାୟୀ, 'ଗଞ୍ଜାମ ପୋଲିସର ଏହି ସିଜ ଗାଡି…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ବାପୁଙ୍କ ପାଇଁ ବିବାଦରେ ରାହୁଲ୍ ଗାନ୍ଧୀ !

ଭୁବନେଶ୍ୱର: ଜାତିର ପିତା ବାପୁ ତଥା ମହାତ୍ମା ଗାନ୍ଧୀଙ୍କୁ ନେଇ ଅଡୁଆରେ କଂଗ୍ରେସ୍ ନେତା ରାହୁଳ ଗାନ୍ଧୀ । ବାପୁ କୁଆଡେ ଇସଲାମ୍‌ରୁ ଅହିଂସା ଧର୍ମ ଆପଣାଇଥିଲେ । ହେଲେ ଏହି କଥା ଆମେ ନୁହେଁ ବରଂ ଏକ ଭିଡିଓ ବାରମ୍ବାର ଏହାକୁ ସତ ବୋଲି କହୁଛି ।

ଶତାଦ୍ଦୀ ଏକ୍ସପ୍ରେସର କୋଚ୍‌ରେ ନିଆଁ

ଉତ୍ତରାଖଣ୍ଡ: ଦିଲ୍ଲୀରୁ ଡେରାଡୁନ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସର ଏକ କୋଚରେ ନିଆଁ । ସର୍ଟ ସର୍କିଟ ପାଇଁ ଟ୍ରେନରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଥିରେ କେହି ମୃତାହତ ହୋଇ ନ ଥିବାର ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଶତାଦ୍ଦୀ ଏକ୍ସପ୍ରେସର ସି-୪ କୋଚରେ ଏହି…

ଅନ୍ତର୍ଜାତୀୟ ମହିଳା ଦିବସରେ ସଶସ୍ତ୍ର ମାଓବାଦୀଙ୍କ ପ୍ରଜାମେଳି, ପୋଲିସକୁ ଚ୍ୟାଲେଞ୍ଜ

ମାଲକାନଗିରି: ଆଦିବାସୀ ଅଞ୍ଚଳରେ ମାଓବାଦୀଙ୍କ ପ୍ରଜାମେଳି । ମହିଳାଙ୍କୁ ସଶସ୍ତ୍ର ଓ ମଜଭୁତ୍ ଲାଗି ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ପାଳୁଥିବା ବେଳେ ପ୍ରଜାମେଳି କରି ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ମାଓବାଦୀ । ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ…