Latest Odisha News

BREAKING NEWS

Browsing Category

ଫିଚର

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ସାଂସଦ ନା ଗ୍ୟାଙ୍ଗଷ୍ଟର, କିଏ ଧରିଛି ଗୋଡ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଘୁରିବୁଲୁଛି ପୂର୍ବତନ ସାଂସଦଙ୍କ ଭିଡିଓ । ଏନକାଉଣ୍ଟରରୁ ବର୍ତ୍ତିବାଲାଗି ବାରମ୍ବାର ନେହୁରା ହେଉଛନ୍ତି । ଏପରିକି ବେକରେ ଲେଖା ପକାଇ ବୁଲୁଛନ୍ତି । କିଛି ଏପରି ଦାବି କରି ଅନେକ ଲୋକ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ହେଲେ ଏହି ଭିଡିଓକୁ ନେଇ…

ପୋଲିସ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ପୋଲିସ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ଭୁବନେଶ୍ୱର କମିଶନରେଟ ପୋଲିସ କାର୍ଯ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୁଧାଂଶୁ ଷଡଙ୍ଗୀ ସ୍ଥାନରେ ସୌମେନ୍ଦ୍ର ଏହି ଦାୟିତ୍ୱ ମିଳିଛି । ୧୯୯୫ ବ୍ୟାଚ୍ ଆଇପିଏସ ଅଫିସର ସୌମେନ୍ଦ୍ର…

ଜଳୁଛି ଶିମିଳିପାଳ ଜଙ୍ଗଲ, ଜନବସତି ମୁହାଁ ବନ୍ୟପ୍ରାଣୀ

ଭୁବନେଶ୍ୱର : ଶିମିଳିପାଳ ଜଙ୍ଗଲରେ ନିଆଁ ଲିଭିବାର ନାଁ ନଉନି । ଗଛଲତା ଜଳି ପାଉଁଶ ହେଲାଣି । ଆଉ ଜୀବଜନ୍ତୁଙ୍କର କେଉଁଠି ମୃତ୍ୟୁ ହେଲାଣି ତ କେଉଁଠି ସେମାନେ ପ୍ରାଣ ବଞ୍ଚାଇବା ପାଇଁ ଏବେ ଜନବସତି ମୁହାଁ । ଜଙ୍ଗଲରୁ ଏକ ହରିଣ ଆସି କରଂଜିଆ ବନଖଣ୍ଡ ରରୁଁଆ ବିଟ ବୃନ୍ଦେଇ ପୋଷି ଗାଁରେ…

ଶିବରାତ୍ରୀରେ ତାଣ୍ଡବ ରଚିବ ଓଲିଉଡ

ଭୁବନେଶ୍ୱର: ଓଲିଉଡରେ ପୁଣିଥରେ ଆରମ୍ଭ ହୋଇଯାଇଛି ତଗଡା କମ୍ପିଟିସନ୍ । ପରସ୍ପରକୁ ଟକ୍କର ଦେବାକୁ ବକ୍ସ ଅଫିସକୁ ଓହ୍ଲାଇଲେଣି ଗୋଟିଏ ପରେ ଗୋଟିଏ ମୁଭି । ଏହି ଧାରାରେ ସାମିଲ ହୋଇ ରଲିଜ ଅପେକ୍ଷାରେ ରହିଛି ଆକ୍ସନ ଥ୍ରିଲର ମୁଭି ତାଣ୍ଡବ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲାବେଳେ ଏହାର…

ଆସନ୍ତୁ ଜାଣିବା କେତେ ବାଟ ଆଗେଇଛି ବୁମରାହଙ୍କ ବିବାହ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ବିବାହ ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ପେସ ବୋଲର ସଞ୍ଜନା ଗଣେଷନ ନାମକ ଜଣେ ମଡେଲ ଏବଂ ସ୍ପୋର୍ଟ୍ସ ଆଙ୍କରଙ୍କୁ ସେ ବିବାହ କରିବାକୁ ଯାଉଥିବାରୁ ଏ ନେଇ ସମସ୍ତ ଅପଡେଟ ଖବର ଜାଣିବାକୁ ପ୍ରଶଂସକମାନେ ଆଗ୍ରହୀ ହୋଇ…

ଜଙ୍ଗଲ ନିଆଁକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲ ଜଳୁଛି । ନିଆଁ ଲିଭାଇବା କାମରେ ଲାଗିଛନ୍ତି ବନ ବିଭାଗ, ଅଗ୍ନିଶମ ବାହିନୀ ସହ ଓଡ୍ରାଫ ଟିମ୍ । ଜଙ୍ଗଲରେ ଅଗ୍ନିକାଣ୍ଡ ନେଇ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା ଦାଏର ହୋଇଛି ।…

ଜାଗରରେ ମନ୍ଦିରରେ ଗହଳି ମନା, ଲାଗିବନି ମେଳା: ଜାରି କଲେ କଟକଣା

ଭୁବନେଶ୍ୱର: ଆଉ ଦିନକ ପରେ ମହାଶିବରାତ୍ରି । ତାପୂର୍ବରୁ ରାଜ୍ୟରେ ଜାଗର ଯାତ୍ରା ନେଇ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏବର୍ଷ ରାଜ୍ୟର ଶିବାଳୟ ପରିସର ଓ ବାହାରେ ଗହଳି ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ମେଳା ବସିବା ଉପରେ କଟକଣା ଜାରି ହୋଇଛି । ଜାଗରଯାତ୍ରା…

ରାଜ୍ୟରୁ ୫୭ ନୂଆ କରୋନା ସଂକ୍ରମିତ, ୧୭ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିଲେ ବି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳେ ରହିଛି । ଗତ ୨୪ ଘଣ୍ଟାରେ ୧୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୩ଟି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

କେବଳ ପାଟଦଣ୍ଡୁଆଙ୍କୁ ନେଇ ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା, ଦଣ୍ଡନାଚ ଅନୁମତି ଦେବେ ତହସିଲଦାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା ନେଇ ଜାରି ହୋଇଛି କୋଭିଡ୍ ଗାଇଡଲାଇନ୍ । କେବଳ ପାଟଦଣ୍ଡୁଆଙ୍କୁ ନେଇ ଦଣ୍ଡଯାତ୍ରା ଆୟୋଜନ ହେବ । ଦୁଇ ଶହ ଲୋକଙ୍କ ଭିତରେ ଦଣ୍ଡଯାତ୍ରା ପାଳନ କରାଯିବ । ମାସ୍କ ନଥିଲେ ମନ୍ଦିର ଭିତରେ ପ୍ରବେଶ ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଂସ୍କୃତିକ…

୨୪ ବର୍ଷ ପରେ ଯୁଦ୍ଧପୋତରେ ମହିଳା ଅଧିକାରୀ

ନୂଆଦିଲ୍ଲୀ: ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ନୌସେନା ଯୁଦ୍ଧ ଜାହାଜରେ ମହିଳା ଅଧିକାରୀ ନିୟୋଜିତ ହୋଇଛନ୍ତି। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତୀୟ ନୌସେନା ଏକ ଭିଡିଓ ଜାରି କରିଥିଲା। ଯେଉଁଥିରେ ଆଇଏନଏସ୍ ଶକ୍ତିରେ ପୋଷ୍ଟ ହୋଇଥିବା ଦୁଇ ମହିଳା ଅଧିକାରୀଙ୍କ ସମ୍ପର୍କରେ…