Latest Odisha News

BREAKING NEWS

Browsing Category

ଫିଚର

ଶିବରାତ୍ରି ପାଇଁ ଆଜିଠୁ ଲିଙ୍ଗରାଜ ମନ୍ଦିର ସେବାୟତ ଓ ପୋଲିସ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ଦିନେ ପରେ ମହାଶିବରାତ୍ରି । ଏକାମ୍ର କ୍ଷେତ୍ରରେ କୋଭିଡ୍ କଟକଣା ଭିତରେ ପାଳନ ହେବ । ତାପୂର୍ବରୁ ଲିଙ୍ଗରାଜ ମନ୍ଦିର ସେବାୟତ ଓ ପୋଲିସ କର୍ମଚାରୀଙ୍କର ହେବ କୋଭିଡ୍ ଟେଷ୍ଟ । ଆଜି କୋଭିଡ୍ ଟେଷ୍ଚ କରାଯିବ । ଗତକାଲି ଶିବରାତ୍ରି ନେଇ ବସିଥିବା ସମନ୍ୱୟ କମିଟି ବୈଠକରେ ଏହି…

ଆଜି ଦାୟିତ୍ୱ ନେବେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର: ଆଜି ଦାୟିତ୍ୱ ନେବେ ଟୁଇନ୍ ସିଟିର ନୂଆ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗତକାଲି ତାଙ୍କୁ ନୂଆ ନିଯୁକ୍ତି ମିଳିଥିଲା । ୧୯୯୫ ବ୍ୟାଚ୍‌ ଆଇପିଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହା ପୂର୍ବରୁ କ୍ରାଇମବ୍ରାଞ୍ଚର ଏଡିଜି ଥିଲେ । ନିଯୁକ୍ତି ମିଳିବା ପରେ ନୂଆ ପୋଲିସ…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁଓ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନାଁ ପର୍ଶୁରାମ ନାଏକ । ଏକକାଳୀନ ୩ଟି ସ୍ଥାନରେ ଚଢାଉ ଚଳାଇଛନ୍ତି ରାଉରକେଲା ଭିଜିଲାନ୍ସ ଡିଭିଜନର ଟିମ୍ ।…

ପୁରୀ ଲୋକନାଥ ମନ୍ଦିରରେ ଆଜି ପଙ୍କୋଦ୍ଧାର ଏକାଦଶୀ ନୀତି

ପୁରୀ: ପୁରୀ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଆଜି ଅନୁଷ୍ଠିତ ହେବ ପଙ୍କୋଦ୍ଧାର ଏକାଦଶୀ ନୀତି । କୋଭିଡ କଟକଣା ଭିତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଏହି ନୀତି ସମ୍ପନ୍ନ ହେବ । ଗମ୍ଭୀରା ଭିତରକୁ ପ୍ରବେଶ କରି ଦର୍ଶନ ଉପରେ କଟକଣା ଜାରି ହୋଇଛି । ମନ୍ଦିରଠାରୁ ୨୦୦ମିଟର…

ଟାଇମ୍ସ ନାଓ-ସିଭୋଟର୍ ଓପିନିଅନ୍ ପୋଲ: ବେଙ୍ଗଲରେ ଦିଦି, ଆସାମରେ କାଣ୍ଟେ କା ଟକ୍କର

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟ ନିର୍ବାଚନରେ କେଉଁଠି କିଏ ଗଢ଼ିବ ସରକାର ? ପ୍ରଚାର ମୈଦାନ ଏବେ କମ୍ପୁଛି । ଏହାରି ଭିତରେ ସାମନାକୁ ଆସିଛି ଟାଇମ୍ସ ନାଓ-ସିଭୋଟର ଓପିନିଅନ୍ ପୋଲ୍ । ପଶ୍ଚିମବଙ୍ଗରେ ଦିଦି ପୁଣି ଗଢ଼ିବେ ସରକାର । ମମତା ବାନାାର୍ଜୀଙ୍କ ନେତୃତ୍ୱରେ ବେଙ୍ଗଲରେ ଟିଏମସି କ୍ଷମତା…

ଜେଇଇ ମେନ୍: ଓଡ଼ିଶାରୁ ଟପ୍ପର ହେଲେ ଗୌତମ ଦାସ

ଭୁବନେଶ୍ୱର: ଓଡ଼ିଶାର ଗୌତମ ଦାସ ୯୯.୯୯ ପ୍ରତିଶତ ମାର୍କ ରଖି ଜେଇଇ ମେନରେ ରାଜ୍ୟ ଟପ୍ପର ହୋଇଛନ୍ତି। ସୋମବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ଫଳାଫଳ ଘୋଷଣା କରାଯାଇଛି। ବି.ଇ ଓ ବି.ଟେକ୍ ପାଇଁ କରାଯାଇଥିବା ଏହି ପରୀକ୍ଷାର ପେପର-୧ରେ ୯୯.୯୯୯୦୩୫୭ ଏନଟିଏ ସ୍କୋର…

କୋଲକାତା ଅଗ୍ନିକାଣ୍ଡରେ ଶୋକ ପ୍ରକାଶ କଲେ ମୋଦି, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

କୋଲକାତା: କୋଲକାତାର ବଡ ବଜାର ଅଞ୍ଚଳର ଷ୍ଟ୍ରେଣ୍ଡ ରୋଡରେ ଥିବା ୧୨ ମହଲାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ମୋଦି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେହିପରି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଓ ଆହତଙ୍କୁ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା…

ସମସ୍ତ ମହିଳା ଥାନା ଅଧିକାରୀଙ୍କ ସହ କଥା ହେଲେ ପୋଲିସ ଡିଜି, ନାରୀ ନିର୍ଯାତନାକାରୀଙ୍କ ବିରୋଧରେ ଦୃଢ଼…

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ରାଜ୍ୟର ସମସ୍ତ ମହିଳା ଥାନା ଅଧିକାରୀ ଓ ଏସଏଚଓଙ୍କ ସହ କଥା ହୋଇଛନ୍ତି । ଭିଡିଓ କନଫରେନ୍ସିଂରେ ଆୟୋଜିତ ଏହି ବୈଠକରେ ଏଡିଜି (ମୁଖ୍ୟାଳୟ), ଏଡିଜି କ୍ରାଇବ୍ରାଞ୍ଚ, ସମସ୍ତ ଜିଲ୍ଲାର ଏସପି ଆଦି ଯୋଗ ଦେଇଥିଲେ ।…

ସଡ଼କ ନିରାପତ୍ତା ନିୟମ କଡ଼ାକଡ଼ି ଲାଗୁ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ, ନଜରରେ ୨ ଚକିଆ

ଭୁବନେଶ୍ୱର: ରାଜ୍ୟରେ କଡ଼ାକଡ଼ି ହେବ ସଡ଼କ ନିରାପତ୍ତା ନିୟମ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୋଲିସ ଅଧିକାରୀ ଓ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଡ଼କ ଦୁର୍ଘଟଣା ଯୋଗୁଁ ଜୀବନହାନୀ ଘଟୁଛି । ଏହାକୁ ରୋକିବା ଲାଗି ସଡ଼କ ନିରାପତ୍ତା ନିୟମକୁ କଡ଼ାକଡ଼ି ଭାବେ…

ଦେଶର ଯୁବକ ଆମ ପୂର୍ବ ପୁରୁଷଙ୍କ ବଳିଦାନକୁ ମନେ ପକାଇବା ଉଚିତ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୭୫ ତମ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ବସିଥିଲା । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ- ସ୍ୱାଧୀନତାର ୭୫ ବର୍ଷ…