Latest Odisha News

BREAKING NEWS

Browsing Category

ଫିଚର

ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସଙ୍କୁ ଜେଲ ଦଣ୍ଡାଦେଶ

ପ୍ୟାରିସ: ଦୁର୍ନୀତି ଅଭିଯୋଗରେ ସୋମବାର ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜୀ ଦୋଷୀ ସାବ୍ୟସ୍ତ ହେବା ସହ ୧ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ ହୋଇଛନ୍ତି । ତାଙ୍କୁ ପ୍ରଥମେ ୩ ବର୍ଷ ପାଇଁ ଦଣ୍ଡିତ କରାଯାଇଥିଲା, ପରେ ୨ବର୍ଷ ଏଥିରୁ କଟା ଯାଇଥିଲା । ଦୁର୍ନୀତି ତଦନ୍ତ ଚାଲିଥିବା…

୨୦୨୨ରେ ସାମ୍ନା ସାମ୍ନି ହେବେ ରଣବୀର-ହ୍ରିତିକ

ମୁମ୍ବାଇ: ୨୦୨୨ରେ ରଣବୀର କାପୁର ଓ ହ୍ରିତିକ ରୋଶନ ମୁହାଁ ମୁହିଁ ହେବାକୁ ଯାଉଛନ୍ତି । ୨୦୧୯ରେ କବୀର ସିଂ ପରି ସୁପରହିଟ ଫିଲ୍ମ ଦେଇଥିବା ସନ୍ଦୀପ ରେଡ୍ଡର ବାଂଗା ଏଥର ରଣବୀରଙ୍କ ସହ ଆନିମଲ ଫିଲ୍ମ କରୁଛନ୍ତି । ସେହିପରି ୱାର ଫିଲ୍ମ କରିଥିବା ସିଦ୍ଧାର୍ଥ ଆନନ୍ଦ ହ୍ରିତିକଙ୍କୁ ନେଇ ଆକ୍ସନ…

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ରୋହିତ, ପନ୍ତ, ସୁନ୍ଦରଙ୍କୁ ବିଶ୍ରାମ ଦିଆଯାଇପାରେ !

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆ ରୋହିତ ଶର୍ମା, ଋଷଭ ପନ୍ତ ଓ ୱାଶିଂଟନ ସୁନ୍ଦରଙ୍କୁ ବିଶ୍ରାମ ଦେବା ପାଇଁ ଚିନ୍ତା କରୁଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆଇପିଏଲ ପରଠାରୁ ପନ୍ତ ଓ ସୁନ୍ଦର ନିୟମିତ କ୍ରିକେଟ ଖେଳି ଆସୁଛନ୍ତି । ରୋହିତ ଅବଶ୍ୟ ଆଇପିଏଲ…

କୋଇଲା ଦୁର୍ନୀତି : ସିବିଆଇ ଯାଂଚ ରଦ୍ଦକରିବା ନେଇ ଆବେଦନର ଶୁଣାଣୀ ଘୁଂଚିଲା

କୋଲକାତା: କୋଇଲା ଦୁର୍ନୀତି ମାମଲାରେ ସିବିଆଇ ଯାଂଚ ରଦ୍ଦ କରିବା ନେଇ କରାଯାଇଥିବା ଆବେଦନର ଶୁଣାଣୀକୁ ସୁପ୍ରିମକୋର୍ଟ ଘୁଂଚାଇ ଦେଇଛନ୍ତି । ଏହାର ପରବର୍ତୀ ଶୁଣାଣୀ ମାର୍ଚ୍ଚ ୧୦ରେ ହେବ । ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ଯାଂଚ ଯୁକ୍ତିଯୁକ୍ତ ନୁହେଁ ଦର୍ଶାଇ ଆବେଦନକାରୀ ତଥା…

ପ୍ରଶାନ୍ତ କିଶୋର ହେଲେ ଅମ୍ରିନ୍ଦର ସିଂଙ୍କ ମୂଖ୍ୟ ପରାମର୍ଶଦାତା

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂ ପୋଲ ଷ୍ଟ୍ରାର୍ଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କୁ ମୂଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି କରିଛନ୍ତି । ୨୦୨୨ରେ ପଞ୍ଜାବରେ ନିର୍ବାଚନ ହେବାକୁ ଅଛି । ୨୦୧୭ରେ ପ୍ରଶାନ୍ତ ଏବଂ ଅମ୍ରିନ୍ଦର ମିଳିତ ଭାବେ କାର୍ଯ୍ୟ କରି ସଫଳତା ହାସଲ କରିଥିଲେ ।…

କଙ୍ଗନାଙ୍କୁ ଜାମିନଯୁକ୍ତ ୱାରେଂଟ

ମୁମ୍ବାଇ:ବଲିଉଡର ଗୀତିକାର ଜାଭେଦ ଅଖତାର ଦାଏର କରିଥିବା ମାନହାନି ମାମଲାରେ ଅଭିନେତ୍ରୀ କଙ୍ଗନା ରାନାୱତ ଫସିଛନ୍ତି । ମୁମ୍ବାଇର ଏକ କୋର୍ଟ ତାଙ୍କ ବିରୋଧରେ ଜାମିନଯୁକ୍ତ ୱାରେଂଟ ଜାରି କରିଛି । କଙ୍ଗନା ଏହାର ଉତରରେ ଟୁଇଟ କରିଛନ୍ତି ଯେ, ଗିଦୋଡଙ୍କ ଏକ ଝୁଣ୍ଡ ଔର ଏକ ଶେରନୀ....ମଜା ଆ ଗୟା…

ବାଳୁଙ୍ଗା ପୁଅ: ଟଙ୍କା ନଦେବାରୁ ବାପାଙ୍କୁ ହାଣିଲା

ଢେଙ୍କାନାଳ: ପୁଅ ବାପାକୁ ହାଣିଲା । ଟଙ୍କା ମାଗିବାରୁ ବାପା ଦେଲେ ନାହିଁ । ଏତିକିରେ ରାଗିଗଲା ବାଳୁଙ୍ଗା ପୁଅ । କାତିରେ ବାପାଙ୍କ ଉପରେ ଚୋଟ ପକାଇଲା । ଢେଙ୍କାନାଳ ଜିଲ୍ଲା ସଦର ଥାନା ପାରିଖେଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଟଙ୍କା ନ ଦେବାରୁ ଉତ୍‌କ୍ଷିପ୍ତ ହୋଇ ବାପାକୁ କାତିରେ…

ସର୍ଜରୀ ପରେ ଫଟୋ ସେୟାର କଲେ ବିଗ୍ ବି

ମୁମ୍ୱାଇ: ସର୍ଜରୀ ସସପେନ୍ସ ଉପରୁ ପରଦା ହଟାଇଲେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ । ବ୍ଲଗ ଯୋଗେ ନିଜ ଫ୍ୟାନଙ୍କ ସହ ସ୍ୱାସ୍ଥ୍ୟବସ୍ଥା ସେୟାର କରିଛନ୍ତି । ବିଗ ବି କହିଛନ୍ତି ତାଙ୍କ ଆଖିରେ ସେ ଅସ୍ତ୍ରୋପଚାର କରାଇଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି । ସୁସ୍ଥତା କାମନା ସହ ତାଙ୍କ ପାଇଁ…

ଓଡ଼ିଶାରୁ ୮୬ ନୂଆ କରୋନା ରୋଗୀ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ୍ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୩୭ ହଜାର ୨୭୭ରେ ପହଞ୍ଚିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।…

ଅଫଲାଇନରେ ବି ହୋଇପାରିବ ଟିକାକରଣ ପାଇଁ ପଞ୍ଜିକରଣ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବରିଷ୍ଠ ନାଗରିକଙ୍କୁ ଟିକାକରଣ । ସେମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି । କୋ-ଓ୍ୱିନ୍ ଆପରେ ରେଜିଷ୍ଟ୍ରେସନ କରାଯାଉଛି । ରାଜ୍ୟରେ ଅଫଲାଇନରେ ବି ପଞ୍ଜିକରଣ କରିପାରିବେ । ଏନେଇ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ…