Latest Odisha News

BREAKING NEWS

Browsing Category

ଫିଚର

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସ୍ଵନକ୍ଷେତ୍ର ଦିବସ; ଆଜି ସନ୍ଧ୍ୟାରୁ ନେମାଳ ବଟ୍ଟରେ ଲାଗୁ ହେବ ୧୪୪ ଧାରା

କଟକ: ଆସନ୍ତାକାଲି ଆର୍ଥତ ମଙ୍ଗଳବାର ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସ୍ଵନକ୍ଷତ୍ର ଦିବସ। ଏହି ପରିପ୍ରେକ୍ଷୀରେ ଜନସମାଗମକୁ ଦୃଷ୍ଟିରେ ରଖି ନେମାଳ ବଟ୍ଟରେ ଲାଗୁ ହେବ ୧୪୪ ଧାରା । ଆଜି ସନ୍ଧ୍ୟା ୬ଟାରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବା ନେଇ ସୂଚନା ମିଳିଛି । ୨୩…

ଶାହାରୁଖଙ୍କ ପଠାନ ଫିଲ୍ମ ୨୦୨୨ରେ ରିଲିଜ ହେବ !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ପଠାନ ଚଳିତ ବର୍ଷ ରିଲିଜ ହେବନି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏବେ ଏହା ୨୦୨୨ରେ ରିଲିଜ ହେବ ବୋଲି ଜଣାପଡିଛି । ଜୀରୋ ଫିଲ୍ମ ପରେ ଶାହାରୁଖଙ୍କ ଆଉ କୌଣସି ବଡ ଫିଲ୍ମ ପରଦାକୁ ଆସି ନାହିଁ । ସିଦ୍ଧାର୍ଥ ଆନନ୍ଦ…

ପତ୍ନୀଙ୍କ ପରେ ଅଭିଷେକଙ୍କ ଶାଳୀଙ୍କୁ ସିବିଆଇର ସମନ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କ ପରେ ଏବେ ଶାଳୀ ମେନକା ଗମ୍ଭୀରଙ୍କୁ ସିବିଆଇ ସମନ ଜାରୀ କରିଛି । କୋଇଲା ଚୋରା ଚାଲାଣ ନେଇ ୨୪ ଘଂଟା ମଧ୍ୟରେ ମେନକାଙ୍କୁ ହାଜର ହେବା ପାଇଁ ସିବିଆଇ ପକ୍ଷରୁ କୁହାଯାଇଛି…

୨୦୨୨ରେ ଲଂଚ କରାଯିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଉତକ୍ଷେପଣ ୨୦୨୨ରେ ହେବ ବୋଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ମୁଖ୍ୟ କ.ଶିବନ କହିଛନ୍ତି । ଚନ୍ଦ୍ରଯାନ-୨ ପରି ଏଥିରେ ମଧ୍ୟ ଲ୍ୟାଣ୍ଡର ଓ ରୋଭର ରହିବ । ତେବେ ଚନ୍ଦ୍ରଯାନ-୩ର କକ୍ଷପଥ ରହିବ ନାହିଁ ବୋଲି ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୨୦୨୦…

ଆଉ ୨ ବିଧାୟକଙ୍କ ଇସ୍ତଫା, ସଙ୍କଟରେ ପୁଡୁଚେରୀ ସରକାର

ପୁଡୁଚେରୀ: ଫ୍ଲୋର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ପୁଡୁଚେରୀ ସରକାର ସଙ୍କଟରେ ପଡିଛି । ରବିବାର ଶାସକ କଂଗ୍ରେସ ଦଳର ବିଧାୟକ କେ.ଲକ୍ଷ୍ମୀନାରଣ ଏବଂ ଡିଏମକେର ଭେଙ୍କେଟସାନ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସାମୀ ଚିନ୍ତାରେ ପଡି ଯାଇଛନ୍ତି । ପୂର୍ବରୁ ମଲାଦି କ୍ରିଷ୍ଣାରାଓଙ୍କ…

୯ମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ଜିତିଲେ ଜୋକୋଭିଚ

ମେଲବୋର୍ଣ୍ଣ: ସର୍ବିୟାର ନୋଭାକ ଜୋକୋଭିଚ ୯ମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ରୁଷିଆର ଡେନିୟଲ ମେଦଭେଦେଭଙ୍କୁ ୭-୫, ୬-୨ ଓ ୬-୦ ସେଟରେ ପରାସ୍ତ କରିଥିଲେ । ଜୋକୋଭିଚଙ୍କ ଏହା ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । ଏହି ତାଲିକାରେ…

ଦାଦା ସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲ: ବାଜି ମାରିଲେ ଅକ୍ଷୟ, ଦୀପିକା

ମୁମ୍ବାଇ: ଦାଦା ସାହେବ ଇଂଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛନ୍ତି । ଏହାର ୫ମ ସଂସ୍କରଣରେ ତାହ୍ନାଜୀ ଦି ଅନସଙ୍ଗ ୱାରିୟର ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଛି । ଅକ୍ଷୟ କୁମାର ଲକ୍ଷ୍ମୀ ପାଇଁ ଏବଂ ଦୀପିକା ପାଦୁକୋନ ଛପାକ ଫିଲ୍ମ ନିମନ୍ତେ ଶ୍ରେଷ୍ଠ…

ଏଥର ସଂକ୍ରମଣରେ ପଡିବ ଶିକୁଳି, କରୋନା ପାଇଁ ଓଡିଶା ଆଲର୍ଟ

ଭୁବନେଶ୍ୱର: ଓଡିଶା ଛାତିରେ ପଶିଲା ଛତିଶଗଡର ଛନକା । ମହାରାଷ୍ଟ୍ର , ଛତିଶଗଡ ଓ ଅନ୍ୟ ରାଜ୍ୟର ସଂକ୍ରମଣର ସ୍ପିଡ୍‌କୁ ଦେଖି ଓଡିଶାରେ ବ୍ରେକ୍ ଲଗାଇବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ରାଜ୍ୟ ସରକରା ପୁଣି ଜାରି କରିଛନ୍ତି କଟକଣା । ଏସ୍‌ଆରସି ଏକ ଚିଠିରେ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା…

ଜଲେଶପଟ୍ଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଘଟଣାରେ ଜଣେ ଗିରଫ

ବାଲିଗୁଡା : ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ଙ୍କୁ ହତ୍ୟା ଧମକ ଅଭିଯୋଗ ଘଟଣାରେ ଜଣେ ଗିରଫ । ରାୟଗଡା ବିଷମକଟକ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି ତୁମୁଡିବନ୍ଧ ପୋଲିସ । କନ୍ଧମାଳ ଏସପିଙ୍କ ଏହି ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତିର ନାଁ ମହାଦେବ ବାବା । ସେ…

ପୋଲିସ ଏନକାଂଉଟରରେ ଟଳିଲା କାସଗଂଜ ସିପାହୀଙ୍କୁ ମାରିଥିବା ହତ୍ୟାକାରୀ

କାସଗଂଜ: କାସଗଂଜରେ ପୋଲିସ ସିପାହୀଙ୍କୁ ପିଟି ପିଟି ମାରିଥିବା ମୁଖ୍ୟ ଅଭିଯୁକ୍ତ ମୋତି ସିଂ ରବିବାର ପୋଲିସ ଏନକାଂଉଟରରେ ଟଳି ପଡିଛି । ମୋତି ଉପରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖା ଯାଇଥିଲା । ଏସଏଚଓ ଉପରେ ଆକ୍ରମଣ କରି ଛଡାଇ ନେଇଥିବା ପିସ୍ତଲକୁ ମଧ୍ୟ ପୋଲିସ ଜବତ କରିଛି ।…