Latest Odisha News

BREAKING NEWS

Browsing Category

ଫିଚର

RT-PCR ଟେଷ୍ଟିଂ ବଢ଼ାଇବା ପାଇଁ ସବୁ ରାଜ୍ୟକୁ କେନ୍ଦ୍ରର ଚିଠି, ସଂକ୍ରମଣ ବ୍ୟାପିବା ଆଶଙ୍କାରେ ପଦକ୍ଷେପ

ନୂଆଦିଲ୍ଲୀ: ଦେଶରେ ଅଚାନକ ବଢ଼ିଛି କରୋନା କାୟା । ଗତ ସପ୍ତାହେ ହେବ ନିୟମିତ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକ ଦୃଷ୍ଟିରେ ରଖି ସତର୍କ ରହିବା ପାଇଁ ସବୁ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛି । RT-PCR ଟେଷ୍ଟିଂ କ୍ଷମତା…

କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବେ ଈଶାନ୍ତ

ମୋଟେରା: ଫେବୃୟାରୀ ୨୪ରେ ମୋଟେରାରେ ଭାରତ-ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଭାରତର ସିନିୟର ପେସ ବୋଲର ଈଶାନ୍ତ ଶର୍ମା କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବେ । କପିଳ ଦେବଙ୍କ ପରେ ଭାରତର ଦ୍ୱିତୀୟ ଏବଂ ଓଭରାଲ ୧୧ତମ ପେସ ବୋଲର ଭାବେ ଏହି…

ମାଲକାନଗିରିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ଗୁରୁତର

ମାଲକାନଗିରି: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯବାନ ଗୁରୁତର । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଗୁଗାପଦରରେ ଏହି ବିସ୍ଫୋରଣ ହୋଇଛି । ଯବାନମାନେ ସର୍ଚ୍ଚ ଅପେରେସନ୍ କରିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ବିଏସଏଫ ଯବାନ ଗୁରୁତର ହୋଇଛନ୍ତି । ଯବାନଙ୍କ ଗୋଡ଼ରେ…

୧୮ ଜିଲ୍ଲାରୁ ୫୮ କରୋନା ସଂକ୍ରମିତ ଚିହ୍ନଟ, ୧୨ ଜିଲ୍ଲାରେ ନାହିଁ ନୂଆ ମାମଲା

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଜାରି ରହିଥିବା ବେଳେ କରୋନା ସଂକ୍ରମଣ ହ୍ରାସ୍ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ ଜିଲ୍ଲାରୁ ୫୮ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ୩୪ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୪ଟି ସ୍ଥାନୀୟ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୨…

ଜଲେଶପଟା ଆଶ୍ରମ ସ୍ୱାମିଜୀଙ୍କୁ ୨୪ ଘଣ୍ଟାରେ ଦୁଇ ଦୁଇ ଥର ହତ୍ୟା ଧମକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା କନ୍ୟାଶ୍ରମର ମୁଖ୍ୟ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କୁ ପୁଣି ହତ୍ୟା ଧମକ । ଆଜି ବି ଅଜଣା ଦୁର୍ବୃତ୍ତ ଟେଲିଫୋନ୍‌ରେ ହତ୍ୟା ଧମକ ଦେଇଛି । ଗତ ୨୪ ଘଣ୍ଟା ଭିତରେ ଦୁଇ ଦୁଇ ଥର ତାଙ୍କୁ ମିଳିଲାଣି ଧମକପୂର୍ଣ୍ଣ ଫୋନ୍ କଲ୍ ।…

ଅନନ୍ତନାଗରେ ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ, ମିଳିଲା ଚାଇନିଜ୍ ଅସ୍ତ୍ରଶସ୍ତ୍ର

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଫରେଷ୍ଟ ଅଞ୍ଚଳରେ ଅନନ୍ତନାଗ ପୋଲିସ ଆତଙ୍କବାଦୀ ଠିକଣା ଧ୍ୱଂସ କରିଛି । ଆତଙ୍କବାଦୀଙ୍କ ଏହି ଶିବିରରୁ ୩ଟି ଏକେ-56, ୨ଟି ଚାଇନିଜ୍ ପିସ୍ତଲ, ୨ଟି ଚାଇନିଜ୍ ଗ୍ରେନେଡ୍, ଗୋଟିଏ ଟେଲିସ୍କୋପ୍, ୬ଟି ଏକେ ମାଗାଜିନ୍, ୨ଟି ପିସ୍ତଲ ମାଗାଜିନ୍ ସହ ଅନ୍ୟ କେତେକ…

ହୋଟେଲରୁ ୭ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ମାଲିକ ଓ ଜଣେ କର୍ମଚାରୀ ଗିରଫ

ଆଠଗଡ଼: ହୋଟେଲରୁ ଜବତ ହେଲା ବ୍ରାଉନସୁଗର । କଟକ ଜିଲ୍ଲା ପୁରୁଣା କଟକ-ସମ୍ବଲପୁର ରାସ୍ତା ଆଙ୍କୁଲାଠାରେ ଥିବା ଏକ ହୋଟେଲ୍‌ରେ ଚଢ଼ାଉ କରି ବ୍ରାଉନସୁଗର ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍ । ଜବତ ହୋଇଛି ୧୭୫ ଗ୍ରାମ୍ ବ୍ରାଉନ୍‌ସୁଗର । ଯାହାର ଆନୁମାନିକ ମୂଲ୍ୟ ୭ଲକ୍ଷରୁ ଅଧିକ ଟଙ୍କା…

ପୁଣି ପୁତ୍ର ସନ୍ତାନର ବାପା-ମାଆ ହେଲେ ସୈଫିନା

ମୁମ୍ୱାଇ: ପଟ୍ଟୌଦୀ ପରିବାରର ନୂଆ ସଦସ୍ୟ । ସୈଫିନା ଫ୍ୟାନଙ୍କ ପାଇଁ ଖୁସି ଖବର । ପୁଣି ପୁତ୍ର ସନ୍ତାନର ବାପା-ମାଆ ହୋଇଛନ୍ତି ବଲିଉଡର ଦୁଇ ଷ୍ଟାର ସୈଫ ଅଲ୍ଲୀ ଖାନ୍ ଓ କରୀନା କପୁର । ଆଜି ବେବି ବୟକୁ ଜନ୍ମ ଦେଇଛନ୍ତି ବେବୋ । ଭୋରରୁ କରୀନାଙ୍କୁ ମୁମ୍ୱାଇ ବିଚ୍ କ୍ୟାଣ୍ଡି ହସ୍ପିଟାଲରେ…

ଚମୋଲି ତପୋବନ ସୁଡ଼ଙ୍ଗରେ ଉଦ୍ଧାର କାର୍ଯ୍ୟ ଜାରି, ଆଉ ୫ ମୃତଦେହ ଉଦ୍ଧାର

ଡେରାଡୁନ୍: ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ବରଫ ପାହାଡ଼ ଧସି ଭୟଙ୍କର ଜଳ ପ୍ରଳୟକୁ ଦୁଇ ସପ୍ତାହ ବିତିଲାଣି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଉ ସୁଡ଼ଙ୍ଗ ଭିତରୁ ଗୋଟିଏ ପରେ ଗୋଟିଏ ମୃତଦେହ ମିଳିବାରେ ଲାଗିଛି । ତପୋବନ ଓ ରୈଣୀ ଅଞ୍ଚଳରୁ ଶହେରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି…

ଭଡ଼ା ଘରେ ସେକ୍ସ ରାକେଟ୍: ୪ ମହିଳା ଉଦ୍ଧାର, ୨ ପୁରୁଷ ଅଟକ

ଭଦ୍ରକ: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍ । ଅଚାନକ ଚଢ଼ାଉ କଲା ପୋଲିସ । ସେଠାରୁ ଉଦ୍ଧାର ହୋଇଛନ୍ତି ୪ଜଣ ମହିଳା । ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ସହରର ଡଗମୁଣ୍ଡ ଅଞ୍ଚଳରେ ଥିବା ଏକ ଭଡ଼ା ଘରେ ଏଭଳି ଦେହ ବ୍ୟବସାୟ ଚାଲିଥିଲା । ବିଶେଷସୂତ୍ରରୁ ଖବର ପାଇଁ ରେଡ୍ କରିଥିଲା…