Latest Odisha News

BREAKING NEWS

Browsing Category

ଫିଚର

ଟିକା ନେଲେ ପୋଲିସ ଡିଜି ଅଭୟ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କୋଭିଡ୍ ଟିକାକରଣ । ଆଜି ଟିକା ନେଇଛନ୍ତି ପୋଲିସ ଡିଜି ଅଭୟ । ସେ କଟକ ଇନଡୋର ଷ୍ଟାଡିୟମରେ ଟିକା ନେଇଛନ୍ତି । ଟିକାକରଣ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ପୋଲିସ ଡିଜି । Sri Abhay, @DGPOdisha was the first…

ଦିଲ୍ଲୀ ସୀମାରେ ପୋଲିସ ଛାଉଣୀ, ୫୦ହଜାର ସୁରକ୍ଷାକର୍ମୀ ନିୟୋଜିତ

ନୂଆଦିଲ୍ଲୀ: ତୀବ୍ର ହେଉଛି ଚାଷୀ ଆନ୍ଦୋଳନ । ନୂଆ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ କୃଷକଙ୍କ ଚକାଜାମ । ଦିନ ୧୨ଟାରୁ ଅପରାହ୍‌ଣ ୩ ଯାଏ ୩ ଘଣ୍ଟିଆ ଚକାଜାମ କରିବେ ଚାଷୀ । ଏଥିପାଇଁ ଦିଲ୍ଲୀ ସୀମାରେ ପୋଲିସ ଛାଉଣୀ । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ୫୦ ହଜାର ପୋଲିସ,…

ରାଜ୍ୟରେ ଆଉ ୪ ଦିନ ଜାରି ରହିବ ଶୀତ ଲହରୀ, ୨ରୁ ୪ ଡିଗ୍ରୀ ଯାଏ ଖସିବ ରାତି ତାପମାତ୍ରା

ଭୁବନେଶ୍ୱର: ଆସନ୍ତା ୪ ଦିନ ଯାଏ ରାଜ୍ୟରେ ଶୀତ ଲହରୀ ଜାରି ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ୧୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଜାରି ରହିବ । ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ଖସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।…

ଟିକା ନେଲେ ଗଞ୍ଜାମ ଜିଲ୍ଲାପାଳ ଓ ଏସପି

ବ୍ରହ୍ମପୁର: ଆଜିଠୁ ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଆରମ୍ଭ ହୋଇଛି ଟିକାକରଣ । ଗଞ୍ଜାମରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଆଜି ଟିକା ନେଇଛନ୍ତି ଜିଲ୍ଲାପାଳ ଓ ଏସପି। ଛତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଏସପି ବ୍ରିଜେସ…

 ପୁରୀ ଜିଲ୍ଲା କଣାସ ବ୍ଲକରେ ଭୋଜି ଖାଇ ଶତାଧିକ ଅସୁସ୍ଥ

କଣାସ(ପୁରୀ): ଭୋଜି ଖାଇ ଶତାଧିକ ଅସୁସ୍ଥ । ପୁରୀ ଜିଲ୍ଲା କଣାସ ବ୍ଲକରେ ଏହି ଘଟଣା ଘଟିଛି । ଭୋଜି ଖାଇ ପାଖାପାଖି ଶହେରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ କଣାସ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ଏକ ବିବାହ ଭୋଜି ହୋଇଥିଲା । ଗାଁର ଅଧିକାଂସ ଲୋକ ସେଠାରେ…

ଆଜିଠୁ ରାଜ୍ୟରେ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଭ୍ୟାକ୍ସିନ୍

ଭୁବନେଶ୍ୱର: ସ୍ୱାସ୍ଥ୍ୟକର୍ମୀଙ୍କ ପରେ ଆଜିଠୁ ଆଗଧାଡ଼ିର ଯୋଦ୍ଧାଙ୍କୁ କୋଭିଡ୍ ଭ୍ୟାକ୍ସିନ୍ ଦିଆଯିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଡାଟାବେସ୍ ପ୍ରସ୍ତୁତ କରାଯାଇଛି । ସବୁ ଜିଲ୍ଲାପାଳ, ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଓ ଜିଲ୍ଲାର ଏସପିମାନେ କୋଭିଡ୍ ଟିକା ନେବେ । ଲୋକଙ୍କ ମଧ୍ୟରେ…

ଚାଷୀଙ୍କ ଚକା ଜାମ୍ ଡାକରା, ଦିଲ୍ଲୀ ସୀମାରେ ପୋଲିସ ସହ ଅର୍ଦ୍ଧ ସାମରିକ ବଳ ମୁତୟନ

ନୂଆଦିଲ୍ଲୀ: କୃଷି ଆଇନ୍ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । କୃଷକ ଆଜି ଦିନ ୧୨ଟାରୁ ଅପରାହ୍ଣ ୩ଟା ଯାଏ ଦେଶବ୍ୟାପୀ ଚକା ଜାମ୍ ଡାକରା ଦେଇଛନ୍ତି । ତେବେ, ଦିଲ୍ଲୀ-ଏନସିଆରରେ ଚକା ଜାମ୍ କରାଯିବ ନାହିଁ ବୋଲି କୃଷକ ନେତା କହିଛନ୍ତି । ତଥାପି ଦିଲ୍ଲୀ ପୋଲିସ ଆଲର୍ଟରେ ରହିଛି ।…

କୋରାପୁଟରୁ ମାଓବାଦୀ ପୋତିଥିବା ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ : କୋରାପୁଟ ସୁରେଶି ନିକଟରୁ ଜବତ ହୋଇଛି ମାଓବାଦୀ ପୋତିଥିବା ଅସ୍ତ୍ରଶସ୍ତ୍ର । ଡିଭିଏଫ ଏବଂ ବିଡିଡି ସ୍ବାଡ ନାରାୟଣପାଟଣା ଥାନା ଅଞ୍ଚଳରୁ ଏସବୁ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ୬ଟି ଏସବିଏମ୍ଏଲ, ୫୦ଟି ଜିଲେଟିନ ଷ୍ଟିକ, ୨୦୫ଟି ଲୁହା…

ନାସା ଯିବେ ଓଡ଼ିଶାର ୧୦ ଜଣ ଛାତ୍ରଛାତ୍ରୀ

କଟକ : ରାଜ୍ୟ ପାଇଁ ଗୌରବ ଆଣିଲେ ୧୦ ଜଣ ଛାତ୍ରଛାତ୍ରୀ । ନାସା ଯିବେ ଓଡ଼ିଶାର ବଛାବଛା ୧୦ ଜଣ ଛାତ୍ରଛାତ୍ରୀ । ନିଜ ହାତ ତିଆରି ରୋବର୍ଟକୁ ଉପସ୍ଥାପନା କରିବା ସହିତ ନାସାରେ ଦେଖାଇବେ କମାଲ । ସାରା ବିଶ୍ବରେ ୮୭ଟି ଟିମ ଭାଗ ନେଉଥିବା ବେଳେ ପ୍ରଥମ କରି ଓଡ଼ିଶାରୁ ଏଭଳି ଏକ ଟିମ ନାସା…

ଆରଆଇଙ୍କ ଘରେ ଆଉ ଥରେ ଭିଜିଲାନ୍ସ ରେଡ୍

ପୁରୀ : ପୁରୀର ଆରଆଇ ବସନ୍ତ ମହାନ୍ତିଙ୍କର ଆଉ ଏକ ଘରେ ରେଡ୍ କରିଛି ଭିଜିଲାନ୍ସ । ପୂର୍ବରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ବସନ୍ତଙ୍କ ଘରୁ ଦେଢ଼ କୋଟିରୁ ଅଧିକ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ପୂର୍ବରୁ ବସନ୍ତଙ୍କ ପୁରୀ…