Latest Odisha News

BREAKING NEWS

Browsing Category

ଫିଚର

ଚାଷୀଙ୍କ ଚକା ଜାମକୁ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ

ଭୁବନେଶ୍ବର: ଚାଷୀ ସଂଗଠନର ଦେଶବ୍ୟାପୀ ଚକା ଜାମ୍ ଆନ୍ଦୋଳନକୁ ସମର୍ଥନ ଜଣାଇଲା ଏଆଇସିସି । ଫଳରେ ଚାଷୀମାନଙ୍କର ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳ ପକ୍ଷରୁ ଏଭଳି…

ୟୁପିଏସସି ପରୀକ୍ଷାର୍ଥୀଙ୍କୁ ମିଳିବ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ : ୟୁପିଏସସି ଆଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ । ଗତ ବର୍ଷ କରୋନା କାରଣରୁ ୟୁପିଏସସି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଆଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ । ଯେଉଁମାନଙ୍କ ପାଇଁ ୨୦୨୦ ମସିହାର ୟୁପିଏସସି ପରୀକ୍ଷା ଶେଷ ସୁଯୋଗ ଥିଲା, ସେମାନେ ଆଉ ଏକ ସୁଯୋଗ ପାଇବେ । ଏ ନେଇ…

ଆସନ୍ତାକାଲିଠୁ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା

ଭୁବନେଶ୍ବର : ଆସନ୍ତାକାଲିଠୁ ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । ସାରା ରାଜ୍ୟରେ ପୋଲିସଙ୍କୁ ଦିଆଯିବ କରୋନା ଟିକା । ପ୍ରଥମେ ପୋଲିସ ଡିଜି ଅଭୟ ଟିକା ନେବେ । ଏହାପରେ ଅନ୍ୟ ବରିଷ୍ଠ ପୋଲିସ ଓ ହୋମ୍‌ଗାର୍ଡଙ୍କୁ କରୋନା ଭ୍ୟାକ୍ସିନ ଦିଆଯିବ । ଭୁବନେଶ୍ବରରେ…

ଆଇଟା ୧୬ ବର୍ଷରୁ କମ୍‌ରେ କମାଲ କଲେ ଓଡିଆ ପୁଅ ଦେବାଶୀଷ

ଭୁବନେଶ୍ୱର: ଅଲ ଇଣ୍ଡିଆ ଟେନିସ ଆସୋସିଏଶନ(ଆଇଟା) ୧୬ ବର୍ଷରୁ କମ୍ ବିଭାଗରେ କମାଲ କରିଛନ୍ତି ଓଡିଆ ପୁଅ ଦେବାଶୀଷ ସାହୁ । ବାଳକ ଡବଲ୍ସ ବିଭାଗରେ ଦେବାଶୀଷ ଓ କର୍ଣ୍ଣାଟକ କ୍ରିଶ ଅଜୟ ତ୍ୟାଗୀ ଯୋଡି ଟାଇଟଲ ହାସଲ କରିଥିଲେ । ଅଜୟଙ୍କ ଏହା ପ୍ରଥମ ଆଇଟା ଟାଇଟଲ । ଦେବାଶୀଷ-କ୍ରିଶ ଫାଇନାଲରେ ଟପ…

୨୦୨୧ ଆଇପିଏଲ ନିଲାମରେ ସାମିଲ ହେବେ ୧୦୯୭ ଖେଳାଳି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୧ ସଂସ୍କରଣ ପାଇଁ ହେବାକୁ ଥିବା ମିନି ଅକ୍ସନରେ ୧୦୯୭ ଖେଳାଳି ନାମ ସାମିଲ ହେବ । ଏଥିରେ ୨୮୩ ବିଦେଶୀ ଖେଳାଳି ରହିଛନ୍ତି । ଆଇପିଏଲ ନିଲାମରେ ସାମିଲ ହେବାର ଶେଷ ତାରିଖ ଥିଲା ଫେବୃୟାରୀ ୪ । ୨୦୭ କ୍ୟାପଡ, ୮୬୩ ଅନକ୍ୟାପଡ ଓ ୨୭ ଆସୋସିଏଟ ଦେଶର…

ଦିଲ୍ଲୀ ବିମାନବନ୍ଦରରୁ ଧରା ପଡିଲା ଜୈଶ-ଇ-ମହମ୍ମଦର ଆତଙ୍କବାଦୀ

ଶ୍ରୀନଗର:ଦିଲ୍ଲୀ ବିମାନବନ୍ଦରରୁ ସ୍ଥାନୀୟ ପୋଲିସ ଜୈଶ-ଇ-ମହମ୍ମଦର ଜଣେ ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହୋଇଛି । ମୁନୀବ ଅହମ୍ମଦ ସୋଫି ନାମକ ଏହି ଆତଙ୍କବାଦୀ ଜମ୍ମୁ-କଶ୍ମୀରର ବିଜବେହାଡାରେ ବାସିନ୍ଦା । ସେ ପାକିସ୍ତାନ ଆତଙ୍କବାଦୀ ୱାଲେଦ ଭାଇଙ୍କ ପାଇଁ କାମ କରୁଥିଲେ । ୨୦୨୦ରେ ଆଇଇଡି…

ମମତାଙ୍କ ଭାଇ ଧରିବେ ପଦ୍ମ

କୋଲକାତା:ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ପାଇଁ ବିଜେପି ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି । ଖବର ମୁତାବକ ମମତା ବାନାର୍ଜୀଙ୍କ ଭାଇ କାର୍ତିକ ବାନାର୍ଜୀ ବିଜେପିରେ ମିଶିବାକୁ ଯାଉଛନ୍ତି । ଟିଏମସି ପୂର୍ବତନ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ବିଜେପିରେ ମିଶିବା ପରେ କହିଥିଲେ, ମମତାଙ୍କ…

ଏୟାରଫୋର୍ସ ପାଇଁ ଟାଟା-ଏୟାରବସ ମିଳିତ ଭାବେ ନିର୍ମାଣ କରିବେ ଟ୍ରାନ୍ସପୋର୍ଟର ଏୟାରବସ

ନୂଆଦିଲ୍ଲୀ: ସରକାରଙ୍କ ମେକ ଇନ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଅଭିଯାନକୁ ମଜଭୁତ କରିବା ପାଇଁ ଶୁକ୍ରବାର ବଡ ପଦକ୍ଷେପ ଗ୍ରହଣ କରିଛି । ଭାରତୀୟ ଏୟାରଫୋର୍ସ ପାଇଁ ଟାଟା ଏବଂ ଏୟାରବସ ମିଳିତ ଭାବେ ଟ୍ରାନ୍ସପୋର୍ଟର ଏୟାରବେସ୍ ସି-୨୯୫ ନିର୍ମାଣ କରିବେ । ୧୫ ହଜାର କୋଟି ଟଙ୍କାର ଏହି ଚୁକ୍ତିକୁ…

କେବେଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ଜାଣନ୍ତୁ

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ମେ' ୩ରୁ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି। ସେହିଭଳି ମାଧ୍ୟମା (ସଂସ୍କୃତ) ପରୀକ୍ଷା ମେ' ୩ରୁ ୧୨ ଏବଂ ଓପନ୍ ସ୍କୁଲ ପରୀକ୍ଷା ମେ' ୩ରୁ ୧୫ ମଧ୍ୟରେ ହେବ ବୋଲି…

ଆରପାରିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନ

ଅନୁଗୁଳ: ଆଉ ନାହାଁନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନ । ଅନୁଗୁଳର ଏହି ମହାନ ବ୍ୟକ୍ତିତ୍ୱଙ୍କର ୧୦୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ୧୯୧୮, ଫେବ୍ରୁଆରୀ ୨୦ରେ ଜନ୍ମିତ ସ୍ୱର୍ଗତ ପ୍ରଧାନଙ୍କ ନିଧନରେ କେବଳ ଜିଲ୍ଲା ନୁହେଁ ବରଂ ସମଗ୍ର ଓଡିଶାରେ ଶୋକର ବାତାବରଣ ସୃଷ୍ଟି…