Latest Odisha News

BREAKING NEWS

Browsing Category

ଫିଚର

ଏସସିବିର ପୁରୁଣା ଓପିଡି ହେବ ମ୍ୟୁଜିୟମ୍ !

କଟକ: କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ୮୦ ବର୍ଷର ପୁରୁଣା ଓପିଡି ବିଲଡିଂକୁ ଖୁବ୍ ଶୀଘ୍ର ଏକ ଐତିହ୍ୟ କୋଠା ଭାବରେ ଘୋଷଣା କରାଯିବ। ଏପରିକି ସୂଚନାନୁସାରେ ଏହି କୋଠାର ନବୀକରଣ କରାଯାଇ ଏହାକୁ ସଂଗ୍ରହାଳୟରେ ପରିଣତ କରାଯିବ। ଏହି ବିଲ୍ଡିଂକୁ ନୂଆ ରୂପ ଦେବା ସହ…

ଆଗାମୀ ୨ ବର୍ଷ ନନଷ୍ଟପ କ୍ରିକେଟ ଖେଳିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳ ପାଇଁ ବ୍ୟସ୍ତ ବହୂଳ କାର୍ଯ୍ୟସୂଚୀ ଅପେକ୍ଷା କରିଛି । ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ନନଷ୍ଟପ କ୍ରିକେଟ ଖେଳିବେ । କୋଭିଡ-୧୯ଯୋଗୁ ଅନେକ ସିରିଜ ଏବଂ ବଡ ଟୁର୍ଣ୍ଣାମେଂଟ ସ୍ଥଗିତ ହୋଇଥିଲା । ଏବେ ସେଗୁଡିକ ମଧ୍ୟ ଖେଳାଯିବ ।…

ରୁଟ ତାଙ୍କ ଆକର୍ଷଣୀୟ ଇନିଂସରେ ଆସନ୍ତୁ ଜାଣିବା କେଉଁ ରେକର୍ଡ ଭାଙ୍ଗିଲେ

ଚେନ୍ନାଇ: ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋ ରୁଟ ଭାରତ ଗସ୍ତର ପ୍ରଥମ ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି । ସେ ଏହି ଅବସରରେ ଅନେକଗୁଡିଏ କୀର୍ତିମାନ ସ୍ଥାପନ କରିଛନ୍ତି, ଆସନ୍ତୁ ଜାଣିବା ସେ ସମ୍ପର୍କରେ ୧. ଜୋ ରୁଟ ଟେଷ୍ଟ କ୍ରିକେଟରେ ୧୦୦ତମ ମ୍ୟାଚରେ ଦ୍ୱିଶତକ ହାସଲ କରିବାରେ ପ୍ରଥମ…

କଟାମୁଣ୍ଡ ମିଳିବା ଘଟଣା, ମୃତଦେହର ରି-ପୋଷ୍ଟମର୍ଟମ କଲା ଚନ୍ଦକା ପୋଲିସ

ଭୁବନେଶ୍ବର : ଚନ୍ଦକା ଦାସପୁର ରାସ୍ତା କଡ଼ରୁ କଟାମୁଣ୍ଡ ମିଳିବା ଘଟଣାରେ ଆଉ ଥରେ ହେଲା ମହିଳାଙ୍କ ପୋଷ୍ଟ ମର୍ଟମ । ଅଧିକ ତଦନ୍ତ ଓ ସୁରାକ୍ ପାଇଁ ମହିଳାଙ୍କ ମୃତଦେହକୁ ଆଉ ଥରେ ବ୍ୟବଛେଦ କରିଛି ଚନ୍ଦକା ପୋଲିସ । ରି -ପୋଷ୍ଟମର୍ଟମ ପାଇଁ ଏମସକୁ ପଠାଯାଇଥିଲା ମୃତଦେହ । ପ୍ରଥମେ…

ୟଶରାଜ ଫିଲ୍ମର ୫୦ ବର୍ଷ ପୂର୍ତି ଅବସରରେ ଆଦିତ୍ୟ ଘୋଷଣା କରିବେ ୫ ବଡ ଫିଲ୍ମ

ମୁମ୍ବାଇ: ୟଶରାଜ ଫିଲ୍ମର ୫୦ ବର୍ଷ ପୂର୍ତି ଅବସରରେ ଆଦିତ୍ୟ ଚୋପ୍ରା ୫ଟି ବଡ ବଜେଟର ଫିଲ୍ମ ଘୋଷଣା କରିବେ । ଏହି ଫିଲ୍ମ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବା ସ୍ୱାଭାବିକ । ଆଦିତ୍ୟ ଫେବୃୟାରୀ ଶେଷ ଭାଗରେ କିମ୍ବା ମାର୍ଚ୍ଚରେ ଏଥିନେଇ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସମସ୍ତ ଯୋଜନା…

ରୁଟଙ୍କ ଦ୍ୱିଶତକ: ଇଂଲଣ୍ଡ ୫୫୫/୮

ଚେନ୍ନାଇ: ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ବିପକ୍ଷରେ ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ପଂହଚିଯାଇଛି । ଜୋ ରୁଟଙ୍କ ଦ୍ୱିଶତକ ବଳରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଭ୍ରମଣକାରୀ ଦଳ ୮ ଉଇକେଟ ହରାଇ ୫୫୫ ରନ ସଂଗ୍ରହ କରି ନେଇଛି । ପ୍ରଥମ ଦିବସର ଅସମାପ୍ତ ଇନିଂସ…

ଜିଲ୍ଲାପାଳଙ୍କ ୟୁଟର୍ଣ୍ଣ, କହିଲେ, କୋଭିଡ୍‌ ଟୀକା ନ ନେଲେ କଟିବନି ଦରମା

କଟକ: ବଦଳିଲା କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । କୋଭିଡ୍‌ ଟୀକା ନ ନେଲେ ଦରମା କଟିବ ବୋଲି ଜାରି ହୋଇଥିବା ନିର୍ଦ୍ଦେଶ ୨୪ ଘଣ୍ଟା ମଧ୍ୟରେ ବଦଳିଯାଇଛି । ବିଭିନ୍ନ ମହଲରୁ ସମାଲୋଚନା ପରେ ସ୍ପଷ୍ଟୀକରଣ ଦେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଟୀକା ନ ନେଲେ ଦରମା କଟାଯିବ ନାହିଁ ବୋଲି ସୂଚନା…

ଖୁବଶୀଘ୍ର ଖୋଲିପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲ୍, ପ୍ରସ୍ତୁତ ଚାଲିଛି ଏସଓପି

ଭୁବନେଶ୍ୱର: ଅଙ୍ଗନୱାଡ଼ି ପରେ ଖୋଲିବ ବିଦ୍ୟାଳୟ । ପ୍ରଥମରୁ ଅଷ୍ଟମ ଯାଏ ସ୍କୁଲ ଖୋଲିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର । ଏଥିନିମନ୍ତେ ଏସଓପି ପ୍ରସ୍ତୁତ କରାଯାଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି । ତେବେ, ନିର୍ଦ୍ଦିଷ୍ଟ ଭାବେ କେତେ ତାରିଖରୁ…

ମାହାଙ୍ଗା ଡବଲ ମର୍ଡର ମାମଲା: ମୁଖ୍ୟ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ

କଟକ: ମାହାଙ୍ଗା ଡବଲ ମର୍ଡର ଓ ୨୦୧୮ ବିକାଶ ଜେନା ହତ୍ୟା ମାମଲାର ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ଟାଙ୍ଗୀ ଥାନା ଗୋବିନ୍ଦପୁର ଅଞ୍ଚଳରୁ ପ୍ରଫୁଲ୍ଲଙ୍କ ମୃତଦେହ ଉଦ୍ଧାର ହୋଇଛି । କଣ୍ଟେନର ତଳୁ ଉଦ୍ଧାର ହୋଇଛି ମୃତଦେହ । ଟ୍ରକ ଚାପାରେ ପ୍ରଫୁଲ୍ଲ ବିଶ୍ୱାଳଙ୍କ…

ଦେଶରେ ଆଉ ୧୧ ହଜାର ୭୧୩ କରୋନା ସଂକ୍ରମିତ ଚିହ୍ନଟ, ଟିକା ନେଲେଣି ୫୪ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ଅନ୍ୟପଟେ ଜାରି ରହିଛି କୋଭିଡ୍ ଟିକାକରଣ । ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୭୧୩ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୯୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ହଜାର ୪୮୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ…