Latest Odisha News

BREAKING NEWS

Browsing Category

ଫିଚର

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଚେନ୍ନାଇରେ ଟସ୍ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ

ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଟେଷେ୍ଟ ସିରିଜ । ଚେନ୍ନାଇର ଏମ୍. ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଇଂଲଣ୍ଡ । କ୍ରିକେଟ୍‍ ପ୍ରେମୀ ତଥା ବିନା ଦର୍ଶକରେ ପ୍ରଥମ ଥର ପାଇଁ ଏହି ଷ୍ଟାଡିୟମରେ ଏକ…

ଗଛରେ ପିଟି ହେଲା କାର, ୨ ମୃତ ଓ ୨ଗୁରୁତର

ବଲାଙ୍ଗିର: ଗଛରେ ପିଟି ହେଲା କାର୍ । ଦୁର୍ଘଟଣା ନେଲା ଦୁଇ ଜଣଙ୍କର ଜୀବନ । ଆଉ ଦୁଇ ଜଣ ଆହତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରାସ୍ତାର ସାଗରପାଲିରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳି ପାରି ନାହିଁ । ଦୁଇ ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ ଉଦ୍ଧାର…

ଭଦ୍ରକରେ ଅଗ୍ନିକାଣ୍ଡ; ୪ ପରିବାର ସର୍ବସ୍ବନ୍ତ

ଭଦ୍ରକ: ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ। ଜଳି ପୋଡି ପାଉଁଶ ହୋଇଯାଉଛି ୧୦ ବଖରାରୁ ଅଧିକ ଘର। ଏଥିରେ ୪ ଟି ପରିବାର ନିଜର ସର୍ବସ୍ୱ ହରାଇ ସର୍ବସ୍ୱନ୍ତ ହୋଇ ପଡିଛନ୍ତି। ସୂଚନାନୁସାରେ, ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକର କଲେଇ ପଞ୍ଚାୟତ ବଳାଜିତପଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି…

ଅସହ୍ୟ ଜାଡ଼ରେ ଥରୁଛି ଓଡିଶା; ଫୁଲବାଣୀରେ ୫ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ବର: ଅସହ୍ୟ ଜାଡ଼ରେ ଥରୁଛି ଓଡିଶା। ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଶୀତର ପ୍ରକୋପ ଏବେ ଅଧିକ ରହିଥିବା ବେଳେ ଆସନ୍ତା ୨ରୁ ୩ ଦିନ ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ମାତ୍ର ୮ ତାରିଖରୁ ପୁଣି ଥିରେ ପାରଦସ୍ତର ଖସିବା ସହ ଶୀତ…

ଭଞ୍ଜନଗରରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୫ ବଖରା ଘର

ଭଞ୍ଜନଗର: ଭଞ୍ଜନଗର ତାରାସିଙ୍ଗ ଥାନା ଅନ୍ତର୍ଗତ ନାରୀଗୋଚ୍ଛା ନିକଟ ମିଲସାହିରେ ଘଟିଛି ଭୟବହ ଅଗ୍ନିକାଣ୍ଡ । ଏଥିରେ ଦୋକାନ ଗୃହ ସମେତ ୫ ବଖରା ଘର ପୋଡିଜଳି ପାଉଁଶ ହୋଇଯାଇଛି। ସୂଚନାନୁସାରେ, ନିଆଁ ତିନୋଟି ଖଳାରେ ଲାଗିବା ହେତୁ ପ୍ରାୟ ୧୦୦ ବସ୍ତା ଧାନ ପୋଡି ଯାଇଥିବା ବେଳେ ଗୋଟିଏ ଧାନ…

ପରଲୋକରେ ପ୍ରଯୋଜକ ଶ୍ରୀନିବାସ ପାଇକରାୟ

ଭୁବନେଶ୍ୱର: ପଞ୍ଚସଖା ଫିଲ୍ମସ୍ ଓ ଦେବାଶିଷ ଚଳଚିତ୍ର ପ୍ରଯୋଜନାର ପ୍ରଯୋଜକ ଶ୍ରୀନିବାସ ପାଇକରାୟଙ୍କର ଆଜି ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମରଶରୀରକୁ ଶେଷଦର୍ଶନ ପାଇଁ ନରଣଗଡର ମାନପୁରକୁ ନିଆଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି । ଶ୍ରୀ…

ଆସନ୍ତାକାଲି କୋଟିଆରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିକାଶ ପଥରେ ସୀମାନ୍ତ କୋଟିଆ । ଆଜି ଅନେକ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଟିଆର ୧୦ ଶଯ୍ୟା ବିଶିଷ୍ଟ ହସପିଟାଲ, ସବ ସେଣ୍ଟର, ଅଫିସର କ୍ଲଷ୍ଟର ଗୃହ, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଇଁ ସରକାରୀ ବାସ ଗୃହ, ମାଡକର ଗାଁକୁ ରାସ୍ତା,…

ତୋଷାଳି ମେଳା ଉଦଯାପିତ: ଏବର୍ଷ ୧୨ କୋଟିର ବ୍ୟବସାୟ

ଭୁବନେଶ୍ୱର: ଉଦ୍‌ଯାପିତ ହେଲା ତୋଷାଳି ମେଳା । ଶେଷ ଦିନରେ ମେଳା ବୁଲି ଦେଖିଲେ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୂରଲୀଧର । ତାଙ୍କ ସହ ଉପସ୍ଥିତ ଥିଲେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ସଚିବ ଶୁଭା ଶର୍ମା । ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର ବିଭିନ୍ନ ଷ୍ଟଲ ବୁଲି…

ଅଭୟଚାନ୍ଦପୁର ପୋଲିସକୁ ଆକ୍ରମଣ କଲେ ଗ୍ରାମବାସୀ

ପାରାଦୀପ : ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲା ପୋଲିସ । ପାରାଦୀପ ଗଡ଼ ଗ୍ରାମର ଦଳେଇ ସାହିରେ ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହୋଇଛି ପାରାଦୀପ ଅଭୟଚାନ୍ଦପୁର ପୋଲିସ । ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ଏସଆଇ ଆହତ ହୋଇଛନ୍ତି । ଥାନା ଗାଡ଼ିରୁ ଅଭିଯୁକ୍ତ ଯୁବକକୁ ନେଇ ଯାଇଛନ୍ତି…

ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଲେ ନାନା ପଟୋଲେ

ମୁମ୍ବାଇ : ନାନା ପଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ବିଧାନସଭା ଉପବାଚସ୍ପତି ନରହରୀ ଝିରୱାଲଙ୍କ ନିକଟରେ ନାନା ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ତାଙ୍କୁ ଦିଆଯିବାକୁ ଥିବାରୁ ସେ ଏହି ପଦକ୍ଷେପ ଗ୍ରହଣ…